ଭାରତୀୟ ସେନାର ପରାମର୍ଶ କ୍ରମେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି-

ଆତଙ୍କବାଦୀମାନଙ୍କୁ ଭଲ ବାଟକୁ ଫେରାଇ ଆଣିବାରେ ଭାରତୀୟ ସେନା ସଫଳ ହେଉଛି । ଶୁକ୍ରବାର ଦକ୍ଷିଣ କଶ୍ମୀରର ଶୋପିଆ ଜିଲ୍ଲାର ହାଞ୍ଜିପୋରା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ସେବା: ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ କମ୍ପୁଛନ୍ତି,

ମହାପ୍ରଭୁଙ୍କ ମହାସ୍ନାନ ପରେ ଏବେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଏବେ ଜ୍ୱରରେ ପଡିଛନ୍ତି ମହାବିଗ୍ରହ । ଯାହାଫଳରେ ଏବେ ଜାରି ରହିଛି ମହାପ୍ରଭୁଙ୍କ ଅନବସର ନୀତି ।

ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା: ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣ-

ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣରେ ସାମିଲ କରିଛି ବିଏମସି

ଆଜି ଟ୍ରେନ୍‌ରେ ଉତ୍ତରପ୍ରଦେଶ ଗସ୍ତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ-

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଟ୍ରେନରେ ଯାତ୍ରା କରିବେ । ସେ ନିଜର ଗୃହ ରାଜ୍ୟ ଉତ୍ତର ପ୍ରଦେଶକୁ ଟ୍ରେନ୍‌ରେ ଯାତ୍ରା କରିବେ । ଦୀର୍ଘ ୧୫ ବର୍ଷ ପରେ ଜଣେ ରାଷ୍ଟ୍ରପତି ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ।

୧୯୮୩ରେ ଟିମ ଇଣ୍ଡିଆ ଆଜିର ଦିନରେ ହୋଇଥିଲା ବିଶ୍ୱକପ୍ ଚାମ୍ପିଅନ-

୧୯୮୩ ମସିହା ଜୁନ ୨୫ ତାରିଖ । ଭାରତୀୟ କ୍ରୀଡ଼ା ପାଇଁ ଏକ ସ୍ମରଣୀୟ ଦିବସ । ୩୮ ବର୍ଷ ପୂର୍ବରୁ ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ବିଶ୍ୱକପ ଚାମ୍ପିଅନ ହୋଇଥିଲା ।

ଡାକ୍ତରଙ୍କ ଲୋଗୋ ଲଗାଇ ଗାଡ଼ିରେ ବେଧଡକ ଚାଲିଛି ଗଞ୍ଜେଇ କାରବାର, ଜଣେ ଗିରଫ

କୋରାପୁଟ ଜିଲ୍ଲା ଲମତାପୁଟ ବଡକିଚବ୍ ଗ୍ରାମରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ବିହାର ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ଗଞ୍ଜେଇ ମାଫିଆ କିନ୍ତୁ ଫେରାର ହୋଇପଡିଛି ଡ୍ରାଇଭର ।

ବାଲେଶ୍ୱରରେ ବ୍ରାଉନସୁଗାର କାରବାରର ହବ୍ ପାଲଟିଛି , ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍‌

ରାଜ୍ୟରେ ନିଶା କାରବାର ତଥା ବ୍ରାଉନସୁଗାର କାରବାରର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲ୍ଲା । ବାଲେଶ୍ୱର ଜିଲ୍ଲା ଦେଇ ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ପ୍ରାୟ ସମୟରେ ଚୋରା ଚାଲାଣ ହେଉଛି ନିଶା ଦ୍ରବ୍ୟ ।

ଧରାପଡିଲା କିଓସ୍କ ବ୍ୟାଙ୍କର ମ୍ୟାନେଜର, ଦୀର୍ଘ ଦିନ ଧରି ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଲୁଚିରହିଥିଲା-

ଦୀର୍ଘ ଦିନ ଧରି ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଲୁଚିରହିଥିବା କିଓସ୍କ ବ୍ୟାଙ୍କର ମ୍ୟାନେଜର ଏବେ ଧରାପଡ଼ିଛି । ଆଜି ସକାଳେ ଛତ୍ରପୁର ବଜାରରେ ଜମାକାରୀମାନେ ପାଇବା ପରେ ଉତ୍ତମ ମଧ୍ୟମ ଦେବା ସହ ରେଷ୍ଟ ହାଉସରେ ପୁରାଇ ତାଲା ଦେଇଥିବା ଦେଖିବାକୁ ମିଳିଛି ।

ପୁରୀ ଭଳି ଶାବର ଶ୍ରୀକ୍ଷେତ୍ରରେ ବି କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ସ୍ନାନଯାତ୍ରା-

ପୁରୀ ଭଳି ଆଜି ଶାବର ଶ୍ରୀକ୍ଷେତ୍ରରେ ବି କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସମସ୍ତ କୋଭିଡ୍ ନିୟଭର ଅନୁପାଳନ କରି ଭକ୍ତଶୂନ୍ୟ ଭାବରେ ଶାବର ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ସ୍ନାନ ବେଦୀକୁ ବିରାଜମାନ କରିଛନ୍ତି ।

1 74 75 76 77 78 172