ଏପ୍ରିଲ ମାସରୁ ସ୍କୁଲରେ ଆଉ ରବିବାର ହେବନାହିଁ କ୍ଲାସ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ

କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ

ନୌ-ସେନାରେ ସାମିଲ୍ ହେଲା ‘ସାଇଲେଣ୍ଟ କିଲର’ ବୁଡ଼ାଜାହାଜ INS କରଞ୍ଜ

ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ

ଦୁର୍ଘଟଣା ନେଲା ଦୁଇ ଶିଶୁଙ୍କ ଜୀବନ, ବାପା-ମାଆ ଗୁରୁତର

ଧକ୍କା ଦେବା ପରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଦୁଇ ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଶାବୁଳିଆ ଛକରେ ଏହି ମର୍ମନ୍ତୁଦ

ତାତିଲେ ଚାଷୀ, ରାଜପଥରେ ଧାନ ଢାଳି ଉତ୍ୟକ୍ତଙ୍କ ରାସ୍ତା ଅବରୋଧ

ଧାନକିଣାରେଅନିୟିତତା ନେଇତାତିଲେଚାଷୀ।ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି ।  କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି  । ଏହାର ପ୍ରତିବାଦରେ ରାଜପଥ ଉପରେ ଧାନ ଢାଳି ରାସ୍ତାରୋକ କଲେ ଚାଷୀ  । ଭଦ୍ରକ ଆନନ୍ଦପୁରରେ ଦୀର୍ଘ ଦିନ ହେବ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନକିଣାରେ ଅନିୟମିତତା ଦେଖାଦେଉଛି  । ଟୋକନ ବ୍ୟବସ୍ଥାରେଚାଷୀଅସନ୍ତୋଷବଢିବାରେଲାଗିଛି  ।ତେବେଧାନକିଣାରସମାଧାନନହେବାରୁ 53 ନଂ ରାଜ୍ୟ ରାଜପଥ ଉପରେ ଚାଷୀ ଧାନ ଢାଳି ରାସ୍ତାରୋକ କରିଛନ୍ତି  । ନବ ନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ଏହି ରାସ୍ତାରୋକରେ ସାମିଲ ହୋଇଛି  ।  ଚାଷୀଙ୍କ କହିବାନୁସାରେ, ଟୋକନ ମିଳିଥିଲେ ମଧ୍ୟ ଟୋକାନର ଅବଧି ସରିଯାଇଛି  ।  ସେବା ସମବାୟ ସମିତି ଧାନ କିଣୁନାହଁ  ।ଦଲାଲଙ୍କଠାରୁ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି ।

ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ

ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍ । ମାଉସୀ ମା ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା

ଆନ୍ତଃରାଜ୍ୟ ଚୋରା ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ଗତକାଲି ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ମୋଟୁ ଚେକ ପୋଷ୍ଟରେ ଯାଞ୍ଚ୍ ବେଳେ ଓଡ଼ି୧୦ ଏଲ୍ ୩୧୧୧ ଗାଲାକ୍ସି ବିଶ୍ଵାଳ ନାମକ ଏକ ଘରୋଇ ବସରୁ ୨ ଲକ୍ଷ ଟଙ୍କାର ୩୮ କେଜି ଗଞ୍ଜେଇ

କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’

ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି ।

ଜଣେ ସ୍ମଗଲର ଗିରଫ, କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ

ଛୁଆକୁ ଚାପି ଦେଲା ଟ୍ରେନ୍, ୩ ଛୁଆ ସହ ରେଳ ଧାରଣା ପାର୍ ହେଉଥିଲା ମାଆ ମହାବଳ ବାଘ

ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁବରଣ କରୁଥିବା ଆପଣ ଶୁଣିଥିବେ । କେବେ ମହାବାଳ ବାଘ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି ଶୁଣିଛନ୍ତି ? ହଁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ସୀମାରେ ଟ୍ରେନ୍