ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ ଭିତରକୁ ଯାଇ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି। ପ୍ରବଳ ଭିଡ଼ରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟାଣିଛନ୍ତି

ଖବର ଆଜିର: ତାରିଖ ୨୦/୦୬/୨୩, ମଙ୍ଗଳବାର

୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ। ଦିନ ୯ଟା୩୦ରେ ହେବ ପହଣ୍ଡି, ଅପରାହ୍ନ ୪ଟାରେ ରଥ ଟଣା। ୨-ପଶ୍ଚିମ ଜଳିଲା, ଉପକୂଳରେ

ଦେଶ ପାଇଁ ଗୌରବ ଆଣିଲେ ଆରାଧିତା ଆରାଭିଲି

ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଭାରତରେ INSEF ବିଜ୍ଞାନ ମେଳାରେ ଯୁକ୍ତରାଷ୍ଟ୍ରର ଆନ୍ତର୍ଜାତୀୟ ପ୍ରତିଭା ଅଲିମ୍ପିଆଡ୍ ପାଇଁ ଆରାଧିତା ଆରାଭିଲି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା

ଖବର ଆଜିର: ତାରିଖ ୧୭/୦୬/୨୩, ଶନିବାର

୧-୧୯ ନୁହେଁ ୨୧ ତାରିଖରେ ଖୋଲିବ ସ୍କୁଲ । ଖରା ଛୁଟି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ୨-ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ-ଆଧାର ଲିଙ୍କ୍‌ ସମୟ ସୀମା।

ଖବର ଆଜିର: ତାରିଖ ୧୫/୦୬/୨୩, ଗୁରୁବାର

୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଜୋତ୍ସବ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି,୪୦ ଡିଗ୍ରୀ ଉପରେ ୧୭ଟି ସ୍ଥାନ, ସୋନପୁରରେ ସର୍ବାଧିକ ୪୪.୧ ଡିଗ୍ରୀ। ୩-୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦

ଖବର ଆଜିର: ତାରିଖ ୧୪/୦୬/୨୩, ବୁଧବାର

୧-ଆଜି ପହିଲି ରଜ.. ଜମିଲାଣି ରଜ ଆସର, ଦୋଳି ଖେଳ ସହ ପୋଡ଼ ପିଠା, କାକରା ପିଠା, ଚକୁଳି ପିଠା ଓ ରଜପାନରେ ମହକୁଛି ଗାଁ ଠୁ ସହର। ୨-ସରକାରୀ କର୍ମଚାରୀଙ୍କୁ ରଜ ଭେଟି

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଟାଉନ ହଲ୍‌‌ ପରିସରରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ

ବିଶ୍ବ ରେକର୍ଡ କଲା ରାଜସ୍ଥାନ : ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ

ରାଜସ୍ଥାନ ବିଶ୍ବ ରେକର୍ଡ କରିଛି। ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ କରି ଗିନିଜ ୱାର୍ଲ୍ଡ ରେକର୍ଡ (ଜିଡବ୍ଲ୍ୟୁଆର) ରେ ସ୍ଥାନ ପାଇଛି। ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ବରାଁରେ ଏହି

ଆଜି ବିଶ୍ବ ଚକ୍ଷୁଦାନ ଦିବସ

ଜୁନ୍ ୧୦ ତାରିଖକୁ ‘ବିଶ୍ବ ଚକ୍ଷୁଦାନ’ ଦିବସ ଭାବେ ପାଳନ କରାଯାଏ। ଲୋକଙ୍କୁ ନେତ୍ରଦାନ କରିବା ଲାଗି ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ। ଅନ୍ଧାରରେ ଜୀବନ ଜିଉଁଥିବା ଲୋକଙ୍କ ଜୀବନକୁ

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ 

ଆଜିଠୁ କମ୍ପିବ କଳିଙ୍ଗ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳବ ଫୁଟବଲ ଫାଇଟ୍ । ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ । ଆୟୋଜକ ଭାରତ ସମେତ ଲେବାନନ୍, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ