ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା; ୪୦୦୦ ଲୋକ ଉଦ୍ଧାର

ଜମ୍ମୁ-କାଶ୍ମୀରରେ ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା ଚିନ୍ତା ବଢ଼ାଇ ଦେଇଛି। ଏହି କାରଣରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ତଳେ ବାଦଲଫଟା ବର୍ଷା ଯୋଗୁ ଅନେକ

ସରିଲା ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟା, ଗଣତିକୁ ଅପେକ୍ଷା

ସରିଲା ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟା। ନିଷ୍ପତ୍ତି ନେଇ ସାରିଛନ୍ତି ସାଂସଦ ଓ ବିଧାୟକ।  ସଂସଦ ସହ ବିଭିନ୍ନ ରାଜ୍ୟର ବିଧାନସଭାରେ ମତଦାନ କରିଥିଲେ ସାଂସଦ ଓ ବିଧାୟକ। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ

ଇସ୍ତଫା ଦେ‌ବେ ଠାକରେ, ସରକାରୀ ବାସଭବନ ଛାଡ଼ି ନିଜ ଘରକୁ ଫେରିଲେ

ଶିବ‌ ସେନାରେ ବିଦ୍ରୋହ ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ। ବିଦ୍ରୋହୀ ନେତା ଏକନାଥ ସିନ୍ଦେ ତାଙ୍କ ଜିଦରେ ଅଟଳ

କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

କଟକ: କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ

ବାରବାଟୀ ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ: DCP

କଟକ: ସୁରକ୍ଷା ବଳୟରେ ବାରବାଟୀ । ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ। ଫୋପାଡିଲା ଭଳି କୌଣସି ବସ୍ତୁ ମଧ୍ୟ ନେଇପାରିବେନି । ପାଣି ବୋତଲ, ହେଲମେଟ୍‌, ଲାଇଟର, ବାଡ଼ି ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟାରେ

ହାଓ୍ୱଡା ଓ ରାଞ୍ଚି ଅଶାନ୍ତ : ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ, ଲାଗିଲା ୧୪୪ ଧାରା

ନୂଆଦିଲ୍ଲୀ :  ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଦେଶର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଶନିବାର ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ପ୍ରୟାଗରାଜରୁ ହାଓ୍ୱଡା ଓ

RBI କରିବାକୁ ଯାଉଛି ବଡ ପରିବର୍ତ୍ତନ, ନୋଟ୍‌ରେ ଖୁବ୍‌ଶୀଘ୍ର ଦେଖିବାକୁ ମିଳିପାରେ ରବୀନ୍ଦ୍ରନାଥ ଟାଗୋର ଏବଂ ଅବଦୁଲ କଲାମଙ୍କ ଫଟୋ

ନୂଆଦିଲ୍ଲୀ :ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ବ୍ୟାଙ୍କ୍ ନୋଟ୍‌ରେ ଫଟୋ ବଦଳାଇବାକୁ ନେଇ ବିଚାର କରୁଛନ୍ତି । ଭାରତୀୟ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଡ. ଏପିଜେ ଅବଦୁଲ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍‌ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି

ଶେଷ ହେଲା ବିଟ୍ରିଶ୍ ଅମଳର ନିୟମ : ଏଣିକି ରାତିରେ ବି ହସ୍ପିଟାଲ ଗୁଡିକରେ ହୋଇପାରିବ ପୋଷ୍ଟମର୍ଟମ-

ବର୍ତ୍ତମାନ କେବଳ ଦିନରେ ତଥା ସଂଧ୍ୟା ୫ ଟା ମଧ୍ୟରେ ଶବବ୍ୟବଚ୍ଛେଦ କରିବାର ନିୟମ ରହିଥିଲା । ତେବେ ଏହି ବିଟ୍ରିଶ୍ ଅମଳର ନିୟମ ଆଜି ଶେଷ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ।

ISS ସର୍ବ ଭାରତୀୟ ପରୀକ୍ଷାରେ ପ୍ରଭାତଙ୍କ ସଫଳତା

କଠିନ ପରିଶ୍ରମ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଥାଏ । ଛୋଟ ମଫସଲ ଗାଁରୁ ଯାଇ ସର୍ବ ଭାରତୀୟ ପରୀକ୍ଷାରେ ସଫଳତା ଅର୍ଜନ କରିବା ,ନିଶ୍ଚିତ ପକ୍ଷେ ଏକ ଗର୍ବ ଓ ଗୌରବର ବିଷୟ ।

1 9 10 11 12 13 34