ଲକଡାଉନ୍ ସୁନ୍ଦରଗଡ,ଗଜପତି ଓ ନୂଆପଡା ଜିଲ୍ଲାରେ କୋହଳ ହେଲା

ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ।

ଆସନ୍ତାକାଲିଠାରୁ ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଯୋଗୁଁ ବର୍ଷା ସମ୍ଭାବନା-

ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାନେଇ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କେନ୍ଦ୍ର ସରକାର ଘରୋଇ ଟିଭି ଚ୍ୟାନେଲ୍ ଗୁଡିକୁ କହିଲେ କରୋନା ସଚେତନତା ସୃଷ୍ଟି କରିବାକୁ –

ଦେଶରେ COVID-19 ମାମଲା ସଂଖ୍ୟା ହ୍ରାସ ପାଇଥିବାବେଳେ ଏହାର ସଂଖ୍ୟା ଅଧିକ ରହିଛି। ଗତ କିଛି ମାସ ମଧ୍ୟରେ, ସରକାର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ – COVID ଚିକିତ୍ସା ପ୍ରୋଟୋକଲ୍, COVID ଉପଯୁକ୍ତ ଆଚରଣ ଏବଂ ଟୀକାକରଣ ପାଇଁ ପ୍ରିଣ୍ଟ, ଟିଭିଭି, ରେଡିଓ, ସୋସିଆଲ୍ ମିଡିଆ ଇତ୍ୟାଦି ସହିତ ବିଭିନ୍ନ ଉପକରଣ ଏବଂ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି ହେଲା-

ସାରା ଦେଶରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସ୍ଥିତି ଲାଗିଥିବା ବେଳେ ଅନେକ ମହିଳା ଏବଂ ବାଳିକା ଘରୋଇ ହିଂସାର ଶିକାର ହେବାର ଖବର ସାମ୍ନାକୁ ଆସୁଛି । ତେଣୁ ଏହାକୁ ରୋକିବାକୁ ମହିଳା ଓ ଶିଶୁଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି ।

ଘାଟିରେ ଓଲଟିଲା ଆମ୍ବୁଲାନ୍ସ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-

ରୋଗୀ ଆଣିବାକୁ ଯାଉଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ । ଗତକାଲି ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡ଼ିଛି ।

ଅମ୍ଳଜାନ ସିଲିଣ୍ଡର ନେଇ ଚାଇନାରୁ ଓଡିଶା ବିମାନବନ୍ଦରରେ ପହଞ୍ଚିଲା

ଅମ୍ଳଜାନ ସିଲିଣ୍ଡର ନେଇ ଚାଇନାରୁ ଏକ ମାଲ ପରିବହନ ବିମାନ ଆଜି ଓଡିଶା ରାଜଧାନୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି।

ଓଡିଶାବାସୀଙ୍କ ପାଇଁ କରୋନା ରୋଗୀଙ୍କୁ ସହଯୋଗର ହାତ ବଢାଇଲେ ଓଡିଶା ସୋସାଇଟି ଅଫ୍ ଆମେରିକା-

ଆମେରିକାରେ ଥିବା ଓଡିଶା ସୋସାଇଟି ଅଫ୍ ଆମେରିକାର ଇତିହାସରେ ପ୍ରଥମଥର ପାଇଁ ଏଇ ମେ ମାସ ୩୦ ତାରିଖ ରବିବାରଦିନ ଜାତୀୟ ନାଟ୍ୟ ଦିବସ ପାଳନ କରାଯାଉଛି ।

1 32 33 34 35 36 128