୧୨ ଜଣ ବଣ୍ଡା ଆଦିବାସୀ କରୋନା, ସଂକ୍ରମିତ ଚିହ୍ନଟ ଓ ୪ଜଣ ସୁସ୍ଥ

ମାଲକାନଗିରି ବଣ୍ଡା ଆଦିବାସୀଙ୍କ ମଧ୍ୟରେ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ଆନ୍ଧ୍ର ଷ୍ଟ୍ରେନରେ ସଂକ୍ରମିତ ରହିଥିବା ଜଣାପଡିଛି ।

ନବୀକରଣ ପରେ ଖୋଲିଲା ସ୍ବର୍ଗଦାର, ରହିଛି ୨୮ଟି ଶବଦାହ ପିଣ୍ଡି-

ନବୀକରଣ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ତେଲେଙ୍ଗାନା ମହାପ୍ରସ୍ଥାନମ ଢାଞ୍ଚାରେ ନିର୍ମାଣ ହୋଇଥିବା ସ୍ବର୍ଗଦାର । ଏହାକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଲୋକାର୍ପଣ କରିଛନ୍ତି ।

ପୁଣି କରୋନାରେ ପାଟଣାଗଡ଼ର ସାମ୍ବାଦିକ କୈଳାଶ ସାହୁଙ୍କ ବିୟୋଗ:

ସାଂଘାତିକ କରୋନା ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ର ବାସିନ୍ଦା କୈଳାଶ ସାହୁ ରବିବାର ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ ।

ବୃତ୍ତିଧାରୀଙ୍କ ପାଇଁ ଦ୍ବୈତନଗରୀରେ ଆରମ୍ଭ ହେଲI ଇ-ପାସ୍ ପ୍ରକ୍ରିୟା-

ଲକଡାଉନ୍ ସମୟରେ ଭୁବନେଶ୍ୱର ଓ କଟକରେ ଆଇଟି ସମେତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ କମିଶନରେଟ ପୋଲିସ୍ ଇ-ପାସ୍ ସୁବିଧା ଆରମ୍ଭ କରିଛି।

ଏଣିକି କରୋନା ରୋଗୀ ଭୁବନେଶ୍ୱରର ବଡ ହୋଟେଲରେ ରହିବେ, ମିଳିବ ଉତ୍ତମ ଚିକିତ୍ସା-

ଦିଲ୍ଲୀ ଓ ମୁମ୍ବାଇରେ ଭଳି ଏବେ ରାଜଧାନୀରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ ।

ପ୍ରଧାନମନ୍ତ୍ରୀ ମୋଦି କହିଲେ ପ୍ରଧାନ ସେବକ ଭାବରେ ମୁଁ ଆପଣଙ୍କର ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛି –

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ମହାମାରୀରେ ଦେଶବାସୀ ସେମାନଙ୍କର ପ୍ରୟଜନଙ୍କୁ ହରାଇବାର ସମାନ ଯନ୍ତ୍ରଣା ଏବଂ କ୍ଷତି ସେ ମଧ୍ୟ ଅନୁଭବ କରୁଛନ୍ତି ।

୯.୫ କୋଟି ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି ଟଙ୍କା: ପିଏମ କିଷାନ ସମ୍ମାନ ନିଧି ଯୋଜନା-

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର ୯.୫ କୋଟି ଚାଷୀଙ୍କୁ ସହାୟତା ଆର୍ଥିକ ରାଶି ପ୍ରଦାନ କରିଛନ୍ତି ।

କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଏଣିକି ୮୪ ଦିନ ପୂର୍ବରୁ ମିଳିବନି –

କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନର ଅନୁପାଳନ ପାଇଁ କୋୱିନ ପୋର୍ଟାଲରେ ୮୪ ଦିନ ପୂର୍ବରୁ ସ୍ଲଟ ବୁକିଂ ହୋଇପାରିବନାହିଁ ବୋଲି କୁହାଯାଇଛି ।

ରକେଟ ଆକ୍ରମଣରେ ଭାରତୀୟ ମହିଳା ସୌମ୍ୟା ମୃତ, ପରିବାରର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର

ରକେଟ ଆକ୍ରମଣରେ ମୃତ୍ୟୁ ହୋଇଥିବା କେରଳର ମହିଳା ସୌମ୍ୟା ସନ୍ତୋଷଙ୍କ ପରିବାର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର । ଇସ୍ରାଏଲ ସରକାରଙ୍କର ଜଣେ ଅଧିକାରୀ ଏହି ଘୋଷଣା କରିଛନ୍ତି

1 47 48 49 50 51 128