ରାଜ୍ୟର ଜେଲ ଗୁଡିକରେ କରୋନା ଅଣାୟତ , ଗୋଟିଏ ଦିନରେ ୪୬ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍‌

ବର୍ତମାନ ରାଜ୍ୟର ଜେଲ ଗୁଡିକରେ ଅଣାୟତ ହୋବରେ ଲାଗିଛି କରୋନା, ଗୋଟିଏ ପରେ ଗୋଟିଏ କଏଦୀ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ୍ ।

ବଢୁଛି ବିପଦ ଶିଶୁଙ୍କ ଉପରେ , ଦୁଇବର୍ଷରୁ ଉର୍ଦ୍ଧ୍ବ ଶିଶୁମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ରାଜ୍ୟସରକାର ଆଜି ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଦୁଇ ବର୍ଷରୁ ଅଧିକ ପିଲାମାନେ ବାହାରକୁ ଯିବାବେଳେ ମାସ୍କ ପିନ୍ଧାନ୍ତୁ। ମହାମାରୀର ଦ୍ୱିତୀୟ ଲହରରେ ପିଲାମାନଙ୍କ ମଧ୍ୟରେ କୋଭିଡ୍ ପଜିଟିଭ୍ ମାମଲା ବୃଦ୍ଧି ପାଇବା ପରେ ଏହି ପରାମର୍ଶ ଦିଆଯାଇଛି।

ବିଶ୍ୱ ସୁନ୍ଦରୀ ‘ମାନୁଷି’ ୨୪ ବର୍ଷ ବୟସରେ ପାଦ ଦେଲେ

ଦୀର୍ଘ ୧୭ ବର୍ଷର ଅପେକ୍ଷା ପରେ ଭାରତକୁ ପାଇଁ ଗର୍ବ ଆଣିଥିବା ତଥା ମିସ୍ ୱାଲର୍ଡ ୨୦୧୭ ର ବିଜୟିନୀ ମାନୁଷି ଚିଲାର ଆଜି ତାଙ୍କର ୨୪ ତ୍ତମ ଜନ୍ମଦିନ ପାଳୁଛନ୍ତି

ଉତ୍ୟକ୍ତ ସ୍ୱାମୀର ନୃଶଂସତା, ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟI କଲା ସ୍ୱାମୀ

ପାରିବାରିକ କଳହର ଚରମ ସିମା ଖେିବାକୁ ମିଳିଛି କୋରାପୁଟ ଜିଲ୍ଲାର ବିସଂପୁର ଗ୍ରାମରେ । ଉତ୍ୟକ୍ତ ସ୍ୱାମୀ ନିଜର ୭ ବର୍ଷର ପୁଅ ସହିତ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଛି

ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା, ଲକ୍ଷାଧୀକ ଟଙ୍କାର ଗଞ୍ଜେଇ ଜବତ

ଆଜି ସକଳେ ଅବକାରୀ ବିଭାଗ ରାସୋଳ ଥାନା ଅଞ୍ଚଳରେ ନାଉକୀଆରୀରୁ ଜଣ ଗଞ୍ଜାଇ ଚାଲାଣକାରି ସହିତ ପଚାଶ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ।

ଜିଓର ବଡ ଘୋଷଣା ରିଚାର୍ଜ କରିବାକୁ ପଡିବ ନାହିଁ ,ମାଗଣାରେ ମିଳିବ ସୁବିଧା…

କରୋନା ମହାମାରୀ ସମୟରେ ଲୋକଙ୍କୁ ଲୋକ ମାନଙ୍କୁ ଯୋଡି ରଖିବା ପାଇଁ ସାହାଯ୍ୟ କରିବାକୁ ଜିଓ ଏହାର ବ୍ୟବହାରକାରୀଙ୍କ ପାଇଁ ନୂତନ ଯୋଜନା ଏବଂ ମାଗଣା ଯୋଜନା ଘୋଷଣା କରିଛି

କୋଭିଡ ଚିକିତ୍ସା ଫି ଉଲଙ୍ଘନ ଅଭିଯୋଗରେ ଘରୋଇ ହସ୍‌ପିଟାଲକୁ କାରଣ ଦର୍ଶଅ ନୋଟିସ୍‌

ରାଜଧାନୀରେ କରୋନା ଚିକିତ୍ସା ପଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଟଙ୍କା ଠାରୁ ଅଧିକ ଟଙ୍କା ଆଦାୟ କରିବାରୁ ଭୂବନେଶ୍ୱର ସନସାଇନ୍ ହସପିଟାଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ ।

କରୋନାରେ ପୀଡିତ ମାଓବାଦୀଙ୍କୁ ଆତ୍ମସମର୍ପଣ କଲେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିବ ଜିଲ୍ଲାପ୍ରଶାସନ-

ମାଲକାନଗିରିର ଗ୍ରାମାଞ୍ଚଳରେ କରୋନାରେ ପୀଡିତ ମାଓବାଦୀଙ୍କୁ ଆତ୍ମସମର୍ପଣ କଲେ ମାଗଣା ଚିକିତ୍ସା ସୁବିଧା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

ଯବାନଙ୍କୁ ବଡ଼ ସଫଳତା ମିଳିଲା, ଏନକାଉଣ୍ଟରରେ ୨ ନକ୍ସଲ ନିହତ ସହ ବିପୁଳ ବିସ୍ଫୋରକ ଜବତ-

ଯବାନଙ୍କୁ ମିଳିଲା ବଡ଼ ସଫଳତା । ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ଦୁଇ ହାର୍ଡକୋର ମାଓବାଦୀ ମୃତ୍ୟୁବରଣ କରିଛନ୍ତି ।

ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ଘରୁ ଡାକି ନେଇ ଡିଆରଜି ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି –

ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀ ବର୍ବର କାଣ୍ଡ ରଚିଛନ୍ତି । ଘରୁ ଡାକି ନେଇ ଜଣେ ଡିଆର୍‌ଜି ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି

1 48 49 50 51 52 128