ବଦଳିଲେ ଭଦ୍ରକ ଓ ଡେଙ୍କାନାଳ ଜିଲ୍ଲାପାଳ, ପଞ୍ଚାୟତରାଜ ବିଭାଗର ନିର୍ଦେଶକ-

ଅପରାଧିକ ପ୍ରକ୍ରିୟା ସଂହିତା ୧୯୭୩ (ଆକ୍ଟ ୨ ର ୧୯୭୪) ର ଧାରା ୨୦ (୧) ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଏହିପରି ଶ୍ରୀ ତ୍ରିଲୋଚନ ମାଜି, (ଓଏଏସ)ଙ୍କୁ ଭଦ୍ରକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ କରିଛନ୍ତି।

ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ –

ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ôଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରାଯାଇଥିବା ଜଣାପଡିଛି ।

ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଲ୍ଲୀ ବିମାନବନ୍ଦରରେ ବିସ୍ପୋରଣ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଗକୁ ସ୍ୱାଧୀନତା ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆକର୍ଟ ଜାରି କରାଯାଇଛି ।

ଏବେ ମଧ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଜାତିଭେଦର କରୁଣ ଚିତ୍ର ଦେଖାଯାଉଛି: ପିତାଙ୍କ ଶବକୁ ଶଗଡରେ ନେଲେ ନାବାଳକ-

ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳକକୁ ନିଜର ପିତାର ଶବକୁ ଶଗଡରେ ନେଇ ଶ୍ମସାନକୁ ନେବାକୁ ପଡିଛି ।

ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ଫିନାଇଲ ପିଇ ସାମୁହିକ ଆତ୍ମହତ୍ୟା କରିବାକୁ ଚେଷ୍ଟା

ଶାନ୍ତିପୁର୍ଣ୍ଣ ଆନ୍ଦୋଳନରେ କିଛି ସୁଫଳ ମିଳିଲାନୀ । ଛଟେଇ ପ୍ରତିବାଦରେ ଆଜି ଓସେପା ଅଫିସ ସାମ୍ନାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ।

କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ

ପୁଣି କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଲାଗବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍‌ର ମିଳିତ ଚଢଉରେ ବ୍ରାଉନସୁଗାର ଜବତ କରାଯାଇଛି ।

ବିଏମସି କମିଶନରଙ୍କ ସୂଚନା ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ-

ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି ।

ଅମିତାଭ ବଚ୍ଚନଙ୍କ ବଙ୍ଗଳା ଏବଂ ମୁମ୍ବାଇର ୩ଟି ରେଳ ରେଳ ଷ୍ଟେସନ ଉପରେ ବୋମା ବିସ୍ଫୋରଣ ପାଇଁ ଧମକ: ଭୟଭୀତ ମୁମ୍ବାଇ ପୋଲିସ-

ମୁମ୍ବାଇର ୩ଟି ରେଳ ରେଳ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଛି ।

ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ-

ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବସ୍ତା ବ୍ଲକରେ ବଜ୍ରାଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି ।

1 6 7 8 9 10 128