ଏବେ ରାଜ୍ୟରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କ୍ରମାଗତ ଭାବରେ ୬ ଦିନ ଧରି ୬ ହଜାର ପାର କରୁଛି ଦୈନିକ କରୋନା ସଂକ୍ରମଣ
Month: April 2021
ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ କରୋନା ସଂକ୍ରମିତ: ଦିଲ୍ଲୀ ଏମ୍ସରେ ଭର୍ତ୍ତି
କରୋନା କବଳରୁ ବର୍ତ୍ତି ପାରନି ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ । ଛୋଟା ରାଜନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି
ଉଦବେଗଜନକ ସ୍ଥିତିରେ ଖୋର୍ଦ୍ଧା, ରାଜ୍ୟରେ ସଙ୍ଗୀନ ହେଉଛି କରୋନା ସ୍ଥିତି: ସଂକ୍ରମିତଙ୍କ ସଂଖ୍ୟା ୬ ହଜାର –
ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ସଙ୍ଗୀନ ହେବାରେ ଲାଗିଛି । ଆଜି ବି ୬ ହଜାର ପାର ନୂଆ ସଂକ୍ରମିତଙ୍କ ସଂଖ୍ୟା ।
‘ପ୍ରେ ଫର ଇଣ୍ଡିଆ’ : ସଂଯୁକ୍ତ ଆରବ ଭାରତର କରୋନା ସଙ୍କଟ ସମୟରେ ଦେଖାଇଲା ସହାନୁଭୂତି-
ପୁରା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ ରେକର୍ଡ କରିସାରିଲାଣି ଭାରତ । ହଜାର ହଜାର ସଂଖ୍ୟାରେ ପ୍ରତିଦିନ ଲୋକମାନଙ୍କ ଜୀବନ ନେଉଛି କରୋନା ।
କାକଟପୁର ମଙ୍ଗଳା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ମନ୍ଦିର ପରିସରରେ ୧୪୪ ଧାରା ଲାଗୁ –
ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ଭୟରେ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଧିରେ ଧିରେ ସବୁ ଯାନି ଯାତ୍ରା, ମେଳା ମହୋତ୍ସବ ଫିକା ପଡିବା ଆରମ୍ଭ ହୋଇଛି ।
ଯୁବ ଓଡିଆ ବୈଜ୍ଞାନିକଙ୍କର କରୋନା ସଂକ୍ରମଣରେ ବେଙ୍ଗାଲୁରୁରେ ମୃତ୍ୟୁ
କରୋନା ନେଲା ଯୁବ ବୈଜ୍ଞାନିକଙ୍କ ଜୀବନ । ବେଙ୍ଗାଲୁରୁରେ ଯୁବ ଓଡିଆ ବୈଜ୍ଞାନିକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ବର କରୋନା ସଂକ୍ରମିତ ହୋଇଥିବାରୁ ପିପିଇ କିଟ୍ରେରେ କନ୍ୟା ଆସି ମେଡିକାଲରେ ବିବାହ ହୋଇଥିଲେ:
କେରଳର ଅଲାପୁଝା ଜିଲ୍ଲାରେ ବରପାତ୍ର ଜଣକ କରୋନାରେ ସଂକ୍ରମିତ ହୋଇଥିବାରୁ କନ୍ୟାଙ୍କୁ ପିପିିିଇ କିଟ୍ ପରିଦାନ କରି ଜିଲ୍ଲାପାଳଙ୍କ ଅନୁମତିରେ ମେଡିକାଲ ପରିଷରରେ ଆଜି ବିବାହ କରିଛନ୍ତି ।
ଚେନ୍ନାଇର ସାର୍ ଜାଡେଜାଙ୍କ ଝଡରେ ରୟାଲ ଚ୍ୟଲେଞ୍ଜର ବେହାଲ୍
ବ୍ୟଟିଙ୍ଗ୍, ବୋଲିଂ, ଫିଲ୍ଡିଂ ଏମିତି ଏଥିରୁ ତିନୋଟି ଯାକରେ ମାହିର ଭାରତୀୟ ଦଳର ଅଲ-ରାଉଣ୍ଡର ସାର୍ ରବିନ୍ଦ୍ର ଜାଡେଜା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା, ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟୀକା
କୋଭିଡ୍ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କୋଭିଡ ସଂକ୍ରମଣ ରୋକିବାକୁ ନିୟମ ସଠିକ୍ ଭାବେ ଅନୁପାଳନ କରନ୍ତୁ ।
ପୋଲିସ ଡିଜି ଅଭୟଙ୍କ ବାଲେଶ୍ଵରରେ ସ୍ଥିତି ସମୀକ୍ଷା :ପଡ଼ୋଶୀ ରାଜ୍ୟ ପାଇଁ ବଢୁଛି କରୋନା ସଂକ୍ରମଣ –
ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି । ଆଜି ବାଲେଶ୍ୱର ଗସ୍ତରେ..