ତାଳଚେର MCL ହସ୍ପିଟାଲ କୋଭିଡ଼ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲା, ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ-

କୋଭିଡ଼ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲା ତାଳଚେର MCL ହସ୍ପିଟାଲ । ମିଳିଲା ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜିଠାରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ମେ’ ୧୫ ତାରିଖ ଯାଏଁ ବନ୍ଦ ରହିବ –

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭୁବନେଶ୍ବରସ୍ଥିତ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି

ଲସି ପିଇ ମାଲକାନଗିରିରେ 100 ଜଣରୁ ଅଧିକ ଅସୁସ୍ଥ, ଗୁରୁତରଙ୍କ ମଧ୍ୟରେ ଅନେକ ଛୋଟପିଲା

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଲସି ପିଇ 100 ଜଣରୁ ଅଧିକ ଅସୁସ୍ଥ । ଅସୁସ୍ଥମାନଙ୍କୁ କାଲିମେଳା ଓ ପଡିଆ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି

ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ: ଆଜିଠୁ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଲାଗିବ କରୋନା ଟୀକା,

ଦେଶରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି।

ସୁଦର୍ଶନ ପଟ୍ଟନାୟକ ଇର୍ଫାନ୍‌ଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକରେ ବାଲୁକା କଳାରେ ସ୍ମୃତିକୁ ତୋଳିଲେ-

ଓଡିଶାର ପ୍ରସିଦ୍ଧ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ ବଲିଉଡର ସ୍ୱର୍ଗତ ଅଭିନେତା ଇର୍ଫାନ୍‌ଙ୍କ ଖାନଙ୍କୁ ତାଙ୍କର ପ୍ରଥମ ଶ୍ରଦ୍ଧା ବାର୍ଷିକରେ ମନେ ପକାଇ ପୁରୀର ସ୍ୱର୍ଣ୍ଣୀମ ବେଳେଭୁମିରେ ଅତି ସୁନ୍ଦର ଭାବରେ ତାଙ୍କର ସ୍ମୃତିକୁ

ସାରା ରାଜ୍ୟରେ ଦିନ 2 ଟା ପରେ ସବୁ ଦୋକାନ ବଜାର ବନ୍ଦ ରହିବ: ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତି

ସାରା ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା ଭାଇରସ । ଏହାରି ଭିତରେ ବିଭିନ୍ନ ସ୍ଥାନରେ କଟକଣା କଡ଼ା ହୋଇଛି । କରୋନାକୁ ମୁକାବିଲା କରିବା ପାଇଁ ଏବେ ଅଣ୍ଟା ଭିଡିଛି ବ୍ୟବସାୟୀ ମହାସଂଘ

ସରକାରଙ୍କ ବଡ଼ ନିଷ୍ପତ୍ତି,ମେ’ ଓ ଜୁନ ଦୁଇମାସ ପାଇଁ ହିତାଧିକାରୀମାନଙ୍କୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଦିଆଯିବ-

କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାନକ ଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜାରୀ ହୋଇଥିବା ସଟ୍‌ଡ଼ାଉନ୍ ଓ ଲକ୍‌ଡ଼ାଉନ୍‌ରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଭୁଶୁଡ଼ି ପଡ଼ିଲାଣି

ଅଗ୍ନିକାଣ୍ଡରେ ଜଳିଗଲା ଛଅ ଦୋକାନ ଓ ଲକ୍ଷାଧିକ ଟଙ୍କାର ଜିନିଷ-

ନିଆଁ ଲାଗି ଜଳିଗଲା ୬ ଦୋକାନ ଓ ଲକ୍ଷାଧତ୍କ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ୧୬ ନଂ ଜାତୀୟ ରାଜପଥ କଡରେ ଥିବା ରାଣୀତାଲ ବଜାରରେ