ବର୍ଷା ସମ୍ଭାବନା: ରାଜ୍ୟରେ ୧୧ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି-

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଥଣ୍ଡା ରହିବା ସହ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ହେବାକୁ ଥିବା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜେଇ ମାଫିଆଙ୍କ ଅଭିନବ ପ୍ରୟାସ: ଏଥର ପଇଡ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ

କୋରାପୁଟ ଜିଲ୍ଲା ପଡୁଆ ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ନନ୍ଦପୁର ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।

ବଜ୍ରାଘାତରେ ୩ ଜୀବନ ଚାଲିଗଲା: କେନ୍ଦୁଝର

କେନ୍ଦୁଝରରେ ଦୁଖଃଦ ଘଟଣା । ବଜ୍ରାଘାତରେ ଚାଲିଗଲା ୩ ଜୀବନ । ରାଜ୍ୟର ଆଜି ଅନେକ ସ୍ଥାନରେ ଭାରି ବର୍ଷା ହୋଇଥିଲା ଯାହା ଫଳରେ ବହୁ ସ୍ଥାନରେ ଘଡଘଡି ସହ ବିଜୁଳି ମାରିବାର ଦେଖାଦେଇଛି ।

ମମତା ବାନାର୍ଜୀ ବିଧାନସଭାକୁ ଫେରିବାକୁ ପୁଣି ନିର୍ବାଚନ ଲଢିବେ-

ଆସନ୍ତା ଛମାସ ମଧ୍ୟରେ ମମତା ବାନାର୍ଜୀ ଭବାନୀପୁରରୁ ଲଢିବେ ବୋଲି ଶ୍ରୀ ଚଟ୍ଟୋପାଧ୍ୟାୟ ବିଧାନସଭା ବାଚସ୍ପତି ବିମନ୍ ବୃନ୍ଦୋପାଧ୍ୟାୟଙ୍କୁ ଇସ୍ତଫା ଦେବା ପୂର୍ବରୁ ଏହା ଗଣମାଧ୍ୟମକୁ କହିଛନ୍ତି। ସେ ରାଜ୍ୟ କୃଷି ମନ୍ତ୍ରୀ ଭାବରେ ଛମାସ କାର୍ଯ୍ୟ କରିବେ, ଏହି ସମୟ ମଧ୍ୟରେ ସେ ଅନ୍ୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପୁରୀରେ କୋଭିଡ ହସପିଟାଲ୍‌ର ଲୋକାର୍ପଣ କଲେ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ମେଡିକାଲ ମାନ ସ୍ଥାପନା କରୁଛନ୍ତି । ଏହି ଧାରାରେ ଆଜି ପୁରୀରେ ଆଜି ଏକ କୋଭିଡ ମେଡିକାଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ଆସନ୍ତା ୨୩ରେ ଲଘୁଚାପରେ ପରିଣତ ହେବ

ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେଊଛି । ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୩ରେ ଅବପାତର ରୂପ ନେବ ।

ଗୋଆ ଦୌରା ଜଜ୍‌ ୮ବର୍ଷ ପରେ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ –

ନିଜ ସହକର୍ମୀଙ୍କୁ ବଳାତ୍କାର ମାମଲାରେ ତେହଲକା ମାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ ଦୋଷମୁକ୍ତ ହୋଇଛନ୍ତି। ଗୋଆ ଦୌରାଜଜ୍‌ କୋର୍ଟ ୮ ବର୍ଷ ପରେ ଅଭିଯୁକ୍ତ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କରିଛନ୍ତି।

କରୋନା ସଂକ୍ରମଣରେ ପରିବେଶବିତ୍ ସୁନ୍ଦରଲାଲ ବାହୁଗୁନାଙ୍କର ମୃତ୍ୟୁ

ରସିକେଷ ଏମ୍ସରେ ପରିବେଷବିତ୍ତ୍ ଶୁନ୍ଦରିଲାଲ ବହୁଗୁଣଙ୍କର ଆଜି କରୋନା ସଂକ୍ରମଣରେ ଚିକିତ୍ସାଧିନ ଅବସ୍ତାରେ ଦେହାନ୍ତହୋଇଛି ।

୮୦୦ ଜଣ କର୍ମଚାରୀ ରାଉରକେଲା ଇସ୍ପାତ କାରଖାନାର କରୋନା ପଜିଟିଭ୍ ଚିହ୍ନଟ-

କରୋନା ମହାମାରୀ ସମୟରେ ବିଭିନ୍ନ ଜିଲ୍ଲାରୁ ଏକାଧିକ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ରାଉରକେଲା ଇସ୍ପାତ କାରଖାନାରୁ ଏକାଥରକେ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।

1 6 7 8 9 10 28