ଲକଡାଉନର ନକଲି ଡାକ୍ତର ଫାଇଦା ଉଠାଉଛନ୍ତି, ବିପୁଳ ପରିମାଣର ମେଡସିନ୍ ଜବତ-

ଲକଡାଉନର ଫାଇଦା ଉଠାଇ ନୀରିହ ଲୋକଙ୍କ ଜୀବନ ସହ ଖେଳୁଥିଲେ ଚାରି କ୍ୱାକ୍ ଡାକ୍ତର । ପାଖରେ ନଥିଲା ଡାକ୍ତରୀ ଡିଗ୍ରୀ । ତଥାପି ଚିକିତ୍ସା ବାବଦକୁ ଚଢା ଦରରେ ଫିସ୍ ନେବା ସହ ଚାଲିଥିଲା

ଭଦ୍ରକ ତହସିଲଦାର ଓ ପୋଲିସର ମିଳିତ ଉଦ୍ୟମରେ ବିପୁଳ ପରିମାଣର ଚୋରା ମଦ ଜବତ, ୩ ଗିରଫ-

ଭଦ୍ରକ ତହସିଲଦାର ଓ ପୋଲିସର ମିଳିତ ଉଦ୍ୟମରେ ଦୁଇଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଚୋରା ମଦ କାରବାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ମେନକା ଗାନ୍ଧୀଙ୍କ ଅଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା-

ସୋସିଆଲ ମିଡିଆରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ଏକ ଅଡିଓ ଭାଇରାଲ ହେଉଛି। ଏହି ଅଡିଓରେ ସେ ପଶୁ ଚିକିତ୍ସିକଙ୍କ ସହ ଖରାପ ବ୍ୟବହାର କରୁଛନ୍ତି।

ବିଏସପି ଉତ୍ତରପ୍ରଦେଶ ନିର୍ବାଚନରେ ଏକାକୀ ଲଢିବ- ସୁପ୍ରିମୋ ବିଏସପି

ରାଜ୍ୟର ସମସ୍ତ ଦଳ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି। ଏହି ସମୟରେ ଅନେକ ରାଜନୈତିକ ଦଳ ମଧ୍ୟରେ ଅନ୍ୟ ଦଳ ସହ ମିଳିତ ହେବାର ଖବର ସାମ୍ନାକୁ ଆସୁଥିଲା ।

ଜଣେ ୫ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟାକୁ ଚକୋଲେଟର ଲୋଭ ଦେଖାଇ ଦୁଷ୍କର୍ମ, ଜଣେ ଗିରଫ-

ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରୁ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଯାହା ସୂଚନା ମିଳିଛି ଚକୋଲେଟ୍ ଲୋଭ ଦେଖାଇ ଜଣେ ୫ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ପଦ୍ମଶ୍ରୀ ମିଲଖା ସିଂଙ୍କୁ ମନେ ପକାଇ ଟୋକିଓ ଅଲମ୍ପିକ ପାଇଁ ଖେଳାଳିଙ୍କୁ ଉତ୍ସାହିତ କଲେ-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ୧୧ଟା ସମୟରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ମିଲଖା ସିଂଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିବା ସହ ସେ ଜଣେ ପ୍ରେରଣାଦାୟୀ ଖେଳାଳି ବୋଲି କହିଛନ୍ତି ।

ବିପୁଳ ପରିମାଣର ଗଞ୍ଜେଇ ଆଶ୍ରମ ଭିତରୁ ଜବତ୍-

ରାଜ୍ୟରେ ଏବେ ବହୁ ସ୍ଥାନରେ ଗଞ୍ଜେଇ ଚୋରାଚାଲାଣ ଖୁଲମଖୁଲା ଭାବରେ ଚାଲିଥିବା ବେଳେ ଆଜି ସମ୍ବଲପୁରର ଏକ ପ୍ରମୁଖ ଆଶ୍ରମ ଭିତରୁ ବିପୁଳ ପରିମାଣ ଗଞ୍ଜେଇ ଜବତ୍ କରିଛି ଅବକାରୀ ବିଭାଗ ।

ଭାରତୀୟ ସେନାର ପରାମର୍ଶ କ୍ରମେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି-

ଆତଙ୍କବାଦୀମାନଙ୍କୁ ଭଲ ବାଟକୁ ଫେରାଇ ଆଣିବାରେ ଭାରତୀୟ ସେନା ସଫଳ ହେଉଛି । ଶୁକ୍ରବାର ଦକ୍ଷିଣ କଶ୍ମୀରର ଶୋପିଆ ଜିଲ୍ଲାର ହାଞ୍ଜିପୋରା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ସେବା: ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ କମ୍ପୁଛନ୍ତି,

ମହାପ୍ରଭୁଙ୍କ ମହାସ୍ନାନ ପରେ ଏବେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଏବେ ଜ୍ୱରରେ ପଡିଛନ୍ତି ମହାବିଗ୍ରହ । ଯାହାଫଳରେ ଏବେ ଜାରି ରହିଛି ମହାପ୍ରଭୁଙ୍କ ଅନବସର ନୀତି ।

ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା: ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣ-

ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣରେ ସାମିଲ କରିଛି ବିଏମସି