ଆଜି ଏହି ଅବସରରେ ଭୁବନେଶ୍ୱରରେ ଏକ ନୁତନ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟମାନେ ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।
Month: June 2021
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଲା, ଆସନ୍ତା ୪୮ ଘଣ୍ଟା ଭିତରେ ସାରା ରାଜ୍ୟରେ ସକ୍ରିୟ ହେବ –
ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ ।
କମିଶନରେଟ୍ ପୋଲିସର ରଜ ପାଇଁ କଡ଼ା କଟକଣା,ସ୍ପେଶାଲ୍ ଡ଼୍ରାଇଭ୍ ଆରମ୍ଭ ହେଲା –
କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ପୋଲିସ୍ ଆଜିଠୁ ଆରମ୍ଭ କରିଛି ସ୍ପୋଶାଲ ଡ଼୍ରାଇଭ୍ । ଆଗକୁ ରଜପର୍ବ ଆସୁଥିବାରୁ ଲୋକମାନେ ନିୟମ ନମାନି ବଜାରରେ ବୁଲିବାର ଅଧିକ ସମ୍ଭାବନା ରହିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ୍ କଡ଼ାକଡ଼ି ଭାବେ ଦୋକାନ ବଜାରରେ ଯାଞ୍ଚ କରିବ ।
ସାବିତ୍ରୀ ବ୍ରତରେ ସିନ୍ଦୁର ଛଡାଇ ନେଲା କରୋନା-
ମାତ୍ର ଆଜି ଭଳି ଦିନ ବି ଦୟା ଦେଖାଇଲାନି ନିଷ୍ଠୁର କରୋନା । ସ୍ୱାମୀଙ୍କ ଆରୋଗ୍ୟ ପାଇଁ କାମନା କରି ବ୍ରତ ରଖି ପୂଜା ସାରି ଘରୁ ଫେରିବା ବେଳକୁ ଅପେକ୍ଷା କରିଥିଲା ସ୍ୱାମୀଙ୍କ ମୃତ୍ୟୁ ଖବର ।
ରଥଯାତ୍ରା ଉପରେ ପୁଣି ଲାଗିଲା କଟକଣା, ଏ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ଭକ୍ତ ଶୂନ୍ୟ ହେବ-
ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା କିନ୍ତୁ ପୂର୍ବ ବର୍ଷ ଏବର୍ଷ ପୁଣି ରଥଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏବର୍ଷ ବି ଭକ୍ତ ଶୂନ୍ୟ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା ।
ଆଜି ସାବିତ୍ରୀ ଅମାବାସ୍ୟା: ସଧବା ନାରୀଙ୍କର ସ୍ବାମୀଙ୍କ ସୁରକ୍ଷା ଓ ଦୀର୍ଘାୟୁ କାମନା କରି ବ୍ରତ ପାଳନ-
ସ୍ବାମୀ-ସ୍ତ୍ରୀର ସମ୍ପର୍କ ପବିତ୍ର ଓ ଚିରନ୍ତନ । ସଧବା ନାରୀଟିଏ ବିବାହ କରିବା ପରଠାରୁ ସ୍ବାମୀ ଭଳି ସାଥୀ ଓ ସହଯୋଗୀଟେ ପାଏ ଯିଏକି ତାର ଭଲମନ୍ଦ, ସୁଖଦୁଖ ଓ ହାନିଲାଭକୁ ବୁଝି ପରିସ୍ଥିତିର ମୁକାବିଲା ଲାଗି ସହଯୋଗ କରେ ।
ଆଗାମୀ ୧୦ରୁ ୧୪ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି-
ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହି ପ୍ରଭାବରେ ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହେବ ।
ECMO ମେସିନ୍ ଏସସିବି ସହିତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ସ୍ଥାପନା ହେବ –
ସ୍ୱାସ୍ଥ୍ୟମନ୍ତ୍ରୀ ନବା ଦାସ ବୁଧବାର ସୂଚନା ଦେଇଛନ୍ତି ଯେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଛଟି ECMO ମେସିନ୍ ସ୍ଥାପନ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇସାରିଛନ୍ତି ଯେଉଁଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏସସିବି ବ୍ୟତୀତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ECMO ମେସିନ୍ ମଧ୍ୟ ସ୍ଥାପନ କରାଯିବ।
କରୋନାରେ ଗୁରୁତର ହେବାରୁ ଇକମୋ ଚିକିତ୍ସା ପାଇଁ ଏୟାର ଲିଫ୍ଟ ହେଲେ ଅଭିଷେକ୍ ମହାପାତ୍ର-
ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଅଭିଷେକ୍ ଙ୍କୁ କୋଲକାତା ପଠାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଅଭିଷକ୍ ଙ୍କୁ ଗ୍ରୀନ କରିଡରରେ ଅଭିଷେକ୍ ଙ୍କୁ ବିମାନବ ବନ୍ଦର ପହଞ୍ଚାଯାଇଥିଲା ।

