ମାଟ୍ରିକ ପରୀକ୍ଷା ପାଇଁ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଲାଗି ଆଜିଠାରୁ ଅନଲାଇନ ଫର୍ମପୂରଣ କରିପାରିବେ ।
Month: July 2021
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ମେଡିକାଲରେ ଭର୍ତ୍ତି, ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା-
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
୭ କ୍ବିଣ୍ଟାଲର ଗଞ୍ଜେଇ କୋରାପୁଟରୁ ଜବତ, ଅଭିଯୁକ୍ତ ଚମ୍ପଟ-
କୋରାପୁଟ ଜିଲ୍ଲାର ପାଡୁଆ ଅଞ୍ଚଳର ନନ୍ଦପୁର ତହସିଲ ଅନ୍ତର୍ଗତ ହାତିବାରୀ ଗ୍ରାମରୁ ୭ କ୍ବିଣ୍ଟାଲର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କାରବାରରେ ଲିପ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଛନ୍ତି।
ଶ୍ରୀଜିଉ ସୁସ୍ଥ ହେଉଛନ୍ତି , ଆଜି ଅପରାହ୍ନରେ ରଥଯାତ୍ରା ଲାଗି ଛତିଶା ନିଯୋଗ ବୈଠକ ବସିବ-
ଶ୍ରୀମନ୍ଦିରରେ ତିନି ବଡ ଠାକୁରଙ୍କ ଅଣସର ଅବଧି ସରି ଆସୁଥିବାବେଳେ ଗୁପ୍ତ ସେବା ପାଇଁ ମହାପ୍ରଭୁ ସୁସ୍ଥ ହୋଇଆସୁଥିବାର ଜଣାପଡିଛି ।
ସବୁଜ ଜହର ଜବତ୍, ଗଞ୍ଜାମର ବନ୍ଦ ଘରେ ଚାଲିଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ବେପାର –
ପୁରା ଓଡ଼ିଶା ଏବେ ବେଆଇନ୍ ଗଞ୍ଜେଇ କାରବାରର ହବ୍ ପାଲଟିଛି । ବିଶେଷ ଗଞ୍ଜାମ ଜିଲ୍ଲାରେ ଏବେ ଗଞ୍ଜେଇ ଚୋରା ଚାଲାଣ ଅଧିକ ବଢିଯାଇଛି ।
ଆମରଣ ଅନଶନରେ ଜିମ୍ ମାଲିକ ସଂଘ ବସିଲେ , କରୋନା କଟକଣା ମଧ୍ୟରେ ଜିମ୍ ଖୋଲିବାକୁ ଅନୁମତି ଦାବି-
ଦେଶ ତଥା ରାଜ୍ୟରେ କରୋନା ପ୍ରଥମ ଲହର ଆରମ୍ଭ ହେବାଠାରୁ ଦେଶରେ ଜାରି ହୋଇଥିବା କୋଭିଡ କଟକଣାରେ ପ୍ରଭାବିତ ହୋଇଥିବା ରାଜ୍ୟ ଜିମ୍ ସଂଘ କରୋନା କଟକଣା ମାଧ୍ୟରେ ଜିମ୍ ଖୋଲିବାକୁ ଅନୁମତି ଦାବି କରି ଆଜି ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନିକଟରେ ଆମରଣ ଅନସନରେ ବସିଛନ୍ତି।
ବିଏମସି ପକ୍ଷରୁ ପ୍ରସ୍ତୁତି ଜୋରଦାର ରାଜଧାନୀ ହେବ ଭିକାରୀମୁକ୍ତ
ରାଜଧାନୀକୁ ଭିକାରୀମୁକ୍ତ କରିବାକୁ ଏକ ପ୍ରୟାସରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କମିଶନର ପୋଲିସ ଓ ତିନୋଟି ଏନଜିଓ ସହିତ ଭିକାରୀଙ୍କୁ ଥଇଥାନ ତଥା ଆଶ୍ରୟ ଦେବା ପାଇଁ ଆଜି ଏକ ଅଭିଯାନ ଆରମ୍ଭ କରିଛନ୍ତି।
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ତିହାର ଜେଲରୁ ମୁକୁଳିଲେ-
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଯେଉଁଠାରେ ସେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦଶ ବର୍ଷ କାରାଦଣ୍ଡ ଭୋଗୁଥିଲେ।
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଛି, କଡା ହେଉଛି କଟକଣା ଓ କେହି ହୋଟେଲଗୁଡିକରେ ରହିବେ ନାହିଁ
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାବେଳେ ପୁରୀରେ କଟକଣା ବଢୁଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିନା ଶ୍ରଦ୍ଧାଳୁରେ ଗତବର୍ଷ ପରି ଏହି ପବିତ୍ର ଯାତ୍ରାକୁ ପରିଚାଳନା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।

