ଭାରତ ଇତିହାସରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । ଏକାସାଙ୍ଗେ ସପଥ ନେଲେ ୯ ବିଚାରପତି । ଶପଥପାଠ ପ୍ରଧାନ ବିଚାରପତି ଏନ.ଭି ରମନ୍ନା କରାଇଛନ୍ତି ।
Month: September 2021
କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି
ଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ଦିନ ଦି’ ପହରରେ ମଧ୍ୟ ଲୁଟ୍
ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢୁଥିବା ବେଳେ ଦିନ ଦି’ ପହରରେ ମଧ୍ୟ ଲୁଟ୍ କରୁଛନ୍ତି ଲୁଟେରା । ଯାହାକୁ ଧରିବା ପୋଲିସ୍ ପକ୍ଷରେ ଚାଲେଞ୍ଜ ହୋଇପଡ଼ିଛି ।
ରାଉରକେଲା ବନ୍ଧମପଣ୍ଡାରେ ଗୁଳିମାଡ
ଇସ୍ପାତନଗରରେ ଗର୍ଜିଲା ଗୁଳି । ରାଉରକେଲା ବନ୍ଧମପଣ୍ଡାରେ ଗୁଳିମାଡ । ଏହି ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି ।
ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତଦେହ ଉଦ୍ଧାର
ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ । ସେ ଜଣେ ଡ୍ରାଇଭର ଘଟଣାସ୍ଥଳରେ ଜିଆରପି ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।
ଭୁବନେଶ୍ୱର ଡୁମୁଡୁମା ରଘୁନାଥନଗରରେ ଯୁବକଙ୍କୁ ହତ୍ୟା
ଭୁବନେଶ୍ୱର ଡୁମୁଡୁମା ରଘୁନାଥନଗରରେ ଯୁବକଙ୍କୁ ହତ୍ୟା କରାଯାଇଛି । ଯୁବକ ଜଣକ ରବିବାର ରାତିରେ ନିଜ ଘରକୁ ଫେରୁଥିବାବେଳେ ତାକୁ ଛୁରୀ ଭୁସି ହତ୍ୟା କରାଯାଇଛି ।

