ସମ୍ଭାବ୍ୟ ବନ୍ୟାର ସଫଳ ମୁକାବିଳା ପାଇଁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ତା ୦୯/୦୫/୨୫(ଭାସ୍କର ଦାଶ):-ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଳା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ

ଧରଣୀଧରଙ୍କ ପାଇଁ ୧୧୫୫ କୋଟିର ପ୍ରକଳ୍ପ ଘୋଷଣା: ରାଜଧାନୀରେ ହେବ ଧରଣୀ ଭବନ

କେନ୍ଦୁଝର: ୦୬/୦୫: ବିପ୍ଳବର ବହ୍ନିଶିଖା ଥିଲେ ଧରଣୀ। ଅନ୍ୟାୟ, ଅତ୍ୟାଚାର ସହ ସାଲିସ ନ କରି କିଭଳି ବିପ୍ଲବ କରି ବଞ୍ଚିହେବ, ତାହା ଶିଖାଇଥିଲେ। ତାଙ୍କ ବିପ୍ଳବ ଆଜି ଅନ୍ୟମାନଙ୍କୁ ଅନ୍ୟାୟ ଓ ଅତ୍ୟାଚାର

ଜଗନ୍ନାଥ ଧାମ ଓ ମହୋଦଧି ନାମରୁ ବିରତ ପାଇଁ ପଶ୍ଚିମବଙ୍ଗକୁ ଚିଠି ଲେଖିବ ଓଡ଼ିଶା

ଭୁବନେଶ୍ୱର:୦୬/୦୫(ଅଶୋକ ସାହୁ): ଶ୍ରୀମନ୍ଦିରର ଚତୁର୍ଦ୍ଧା ବିଗ୍ରହଙ୍କ ବଳକା ଦାରୁରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବା ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ

ବିଜେଡିର ବିଶାଳ ଟିମ୍‌: ୧୦ ବରିଷ୍ଠ ନେତାଙ୍କୁ ଛାମୁଆ ସଂଗଠନ ଦାୟିତ୍ବ, ରାଜ୍ୟ କମିଟିରେ ୮୧ ଜଣ

ଭୁବନେଶ୍ବର: ୦୬/୦୫(ଅଶୋକ ସାହୁ): ବହୁ ଛକାପଞ୍ଝା ପରେ ବିଜେଡି ତା’ର ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଶତାଧିକ ନେତାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରାଯାଇଛି। ରାଜ୍ୟ ଶାଖାରେ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା

କମ୍ବିଂ ଅପରେସନ୍‌ ସମୟରେ ୪ ବୋମା ନିଷ୍କ୍ରିୟ କଲା ପୁଲିସ

ରାୟଗଡ଼ା: ୦୬/୦୫: କମ୍ବିଂ ଅପରେସନ୍‌ ସମୟରେ ଡିଭିଏଫ୍ ଯବାନ ଅମ୍ବାଦଳା ଥାନାର ଜଗଦଲପୁର ଓ ଶରଧାପୁର ଅଞ୍ଚଳରୁ ୪ଟି ଆଇଇଡି ଠାବ କରିଛନ୍ତି। ଠାବ ଆଇଇଡି ମଧ୍ୟରେ ଗୋଟିଏ ପ୍ରେସର ବୋମା ଓ  ୩ଟି

ପ୍ରଭାବଶାଳୀ ହେବ ପୁଲିସର କାର୍ଯ୍ୟଦକ୍ଷତା: ମୁଖ୍ୟମନ୍ତ୍ରୀ

କେନ୍ଦୁଝର:୦୬/୦୫: ପୁଲିସର କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦୁଝର ଟାଉନ ଥାନା ଓ ରିଜର୍ଭ କାର୍ଯ୍ୟାଳୟର ନୂତନ

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ପାଳିତ : ୬୦୬ ଜଣ ପଞ୍ଜିକୃତ ଶ୍ରମିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର, ତା ୦୧/୦୫/୨୫(ଭାସ୍କର ଦାଶ):- ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ବିଭିନ୍ନ ଶ୍ରମ ସଂଗଠନ ପକ୍ଷରୁ ଉଭୟ ଶ୍ରମଜୀବୀ ଓ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ

ସରଡେଗା ରନିଂ ରୁମ୍ ଦୁର୍ଘଟଣାର ଡିଆର୍‌ଏମ୍‌ଙ୍କ ତଦନ୍ତ

ବନ୍ଧମୁଣ୍ଡା:୦୧/୦୪: ଏପ୍ରିଲ ୨୩ରେ ସୁନ୍ଦରଗଡ଼ ଜିଲ୍ଲାର ଚକ୍ରଧରପୁର ରେଳମଣ୍ଡଳର ସରଡେଗାସ୍ଥିତ ରେଳବାଇ ରନିଂ ରୁମ୍‌ରେ ସୁରକ୍ଷା ଅବହେଳା ଯୋଗୁ ଘଟିଥିବା ଦୁର୍ଘଟଣାର ତଦନ୍ତ ଡିଆର୍‌ଏମ୍‌ କରିଛନ୍ତି। ମାତ୍ର ତାହାର ଭିଜିଲାନ୍‌ସ ତଦନ୍ତ କରାଯିବା ପାଇଁ

ଆଇପିଏଲ୍‌: ସୁପର କିଙ୍ଗ୍‌ସକୁ ୪ୱିକେଟ୍‌ରେ ହରାଇଲା ପଂଜାବ କିଙ୍ଗ୍‌ସ

ଚେନ୍ନାଇ:୦୧/୦୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ୪୯ତମ ମ୍ୟାଚ୍‌କୁ ପଞ୍ଜାବ କିଙ୍ଗସ୍ ୪ୱିକେଟ୍‌ରେ ଜିତିଛି। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୁରୁବାର ପଞ୍ଜାବ କିଙ୍ଗ୍‌ସ ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ