ନୂଆଦିଲ୍ଲୀ:୧୯/୦୩: ଭିମ-ୟୁପିଆଇ କାରବାର (P2M) କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର ଅଛି। କେନ୍ଦ୍ର ସରକାର ଏବେ କମ୍ ମୂଲ୍ୟର ଭିମ-ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛନ୍ତି। ଯାହା ଅଧୀନରେ
Year: 2025
ନବ ଦାସ ହତ୍ୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ’
ଭୁବନେଶ୍ବର:୨୯/୦୩(ଅଶୋକ ସାହୁ ): ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ
ରାଜଧାନୀରେ ଡବଲ ମର୍ଡର
ଭୁବନେଶ୍ବର:୧୫/୦୩(ପ୍ରତୀକ୍ଷା ମିଶ୍ର ): ହୋଲିରେ ରାଜଧାନୀ ଭୁବନେଶ୍ବରରେ ଡବଲ ମର୍ଡର ହୋଇଛି। ଉଭୟ ଘଟଣାରେ ଛୁରି ଭୁସି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଏନେଇ ଏବେ କମିସନରେଟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ପିକଅଫ ଗାଡି ଦୁର୍ଘଟଣାରେ ବାପା ପୁଅ ମୃତ ମା ଗୁରୁତ୍ତର: ଡ୍ରାଇଭର ଫେରାର.
ଭବାନୀପାଟଣା:୧୪/୦୩(ଜୟକୃଷ୍ଣ ବେହେରା ): 14ମାର୍ଚ୍ଚ ସକାଳ ପ୍ରାୟ 5ଘଣ୍ଟା ସମୟରେ ବୋର୍ଦା ପୋଲିସ ନିକଟ ବୁଡ଼ା ପଡା ଛକ ନିକଟ ରାଜ ରାସ୍ତାରେ ବୋର୍ଦାର ରାଜେଶ ଜୈନଙ୍କ ପିକ ଅପ ଗାଡି ନମ୍ବର -ଓ
ଖମ୍ବେଶ୍ୱରୀ ବସ୍ କଳିଙ୍ଗା ଘାଟିରେ ଓଲୋଟିଲା , ୧୦ ଆହତ
ଭଞ୍ଜନଗର,୧୪ା୩(କେଶବ ନାହାକ ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶୁକ୍ରବାର ପ୍ରତ୍ୟୁଷରେ ଖମ୍ବେଶ୍ୱରୀ ବସ୍ ଓଲୋଟି ପଡିଛି। ଏଥିରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ୩ ଜଣଙ୍କ
ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି: ନିବେଶକମାନେ ଫେରି ଖୁବ୍ ଶୀଘ୍ର ପାଇବେ ଜମା ଟଙ୍କା
ଭୁବନେଶ୍ୱର,୧୪ା୩: ଚିଟଫଣ୍ଡ ଫାର୍ମ, ରୋଜଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀଜ୍ର ଠକ ନିବେଶକମାନେ ଖୁବ୍ ଶୀଘ୍ର ସେମାନଙ୍କର ଟଙ୍କା ଫେରି ପାଇବେ। ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜୋନାଲ ଅଫିସ୍ ଦ୍ୱାରା ଏହା ପ୍ରକାଶ ପାଇଛି
ରାଜଧାନୀରେ ନିଶାଶକ୍ତ ଅବସ୍ଥାରେ ମହିଳା
ଭୁବନେଶ୍ୱର,୧୪ା୩(ଅଶୋକ ସାହୁ ): ନିଶା ଖାଇ ଉତ୍ପାତ ହେଲେ ଯୁବତୀ। ରାଜଧାନୀର ରଙ୍ଗୀନ ରାତିରେ ନିଶାଶକ୍ତ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁରର ଏକ ମଦ ଦୋକାନ ସମ୍ମୁଖରେ ନିଶାଶକ୍ତ
ଗାଁ ସାଥିଙ୍କ ସ୍ଥାୟୀ ନିଯୁକ୍ତି ସହ ୧୨୦୦୦/ପ୍ରୋତ୍ସାହନ ରାଶି କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା।
ସୁବର୍ଣ୍ଣପୁର:୧୩/୦୩(ଭାସ୍କର ଦାଶ )-ଗାଁ ସାଥି (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଆବାହକ ଶ୍ରୁତି କୁମାର ଝାଙ୍କର ଓ ଜିଲ୍ଲା
୧ରୁ ରାଜ୍ୟରେ ଆୟୁଷ୍ମାନ୍ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ହେବ
ଭୁବନେଶ୍ୱର, ୧୩ା୩(ଅଶୋକ ସାହୁ ): ରାଜ୍ୟରେ ଆସନ୍ତା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଆୟୁଷ୍ମାନ୍ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହାସହ ଆୟୁଷ୍ମାନ୍ ବୟୋବନ୍ଦନା ଯୋଜନାର ମଧ୍ୟ
ନୀଳାଦ୍ରି ପୁରସ୍ଥ ଅଧିଷ୍ଠାତ୍ରୀ ଦେବୀ ମାଁ ରାମଚଣ୍ଡୀ
ଗଞ୍ଜାମ :୧୩/୦୩(କେଦାରନାଥ ନାୟକ ): ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ନୀଳାଦ୍ରି ପୁରସ୍ଥ ଅଧିଷ୍ଠାତ୍ରୀ ଦେବୀ ମାଁ ରାମଚଣ୍ଡୀ ଦର୍ଶନ ସହିତ ମା’ଙ୍କର ମହିମା ଓ ସ୍ଥିତି ସ୍ଥାପତ୍ୟ ବିଷୟରେ ପୂଜକ