କଟକ: ପିଇବା ପାଣି ପାଇଁ ଚୁଆ ଭରସା। ସ୍ଥିତି କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ରାଜଧାନୀ ଭୁବନେଶ୍ବରଠୁ ଅନତି ଦୂରରେ ଥିବା କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ପଞ୍ଚାୟତ ବାଘବନ୍ଧ ଗାଁରେ। ଗାଁରେ
Month: March 2025
ବିଧାନସଭାରେ ଜୟନାରାୟଣ ମିଶ୍ର ଓ ତାରା ପ୍ରସାଦ ବାହିନୀପତିଙ୍କ ଭିତରେ ହାତାହାତି
ଭୁବନେଶ୍ବର:୧୧/୩(ଅଶୋକ ସାହୁ ): ସୋମବାର ଭଳି ମଙ୍ଗଳବାର ବି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ସେମାନେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳା
ପଶ୍ଚିମବଙ୍ଗକୁ ଚାଲାଣ ବେଳେ ୧୮୫ ମଇଁଷିଙ୍କୁ ଉଦ୍ଧାର କଲା ମୋରଡ଼ା ପୁଲିସ, ୬ ଅଟକ
ମୋରଡ଼ା:୧୧/୩: ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ
ମସ୍କଙ୍କ ମହାଅଭିଯୋଗ: ଏକ୍ସ ଉପରେ ସାଇବର ଆକ୍ରମଣ କରିଛି ୟୁକ୍ରେନ୍
ନୂଆଦିଲ୍ଲୀ: ସୋସିଆଲ୍ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର) ଉପରେ ବଡଧରଣର ସାଇବର ଆଟାକ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାରମ୍ୱାର ଏକ୍ସ ସର୍ଭର ଡାଉନ୍ ହୋଇଥିଲା । ଏହାପରେ ଏକ୍ସ ଉପରେ ସାଇବର ଆଟାକ୍
୮ ମାସରେ ମୁଖ୍ୟମନ୍ତ୍ରୀ ୮ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି
ଭୁବନେଶ୍ବର:୧୧/୩(ଅଶୋକ ସାହୁ): ବିଗତ ୮ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ମାସରେ କେତେଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଏବଂ ପ୍ରତ୍ୟକ୍ଷ ଭାବରେ କେତେ ଜଣଙ୍କ ଅଭିଯୋଗ ଶୁଣିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁମାନଙ୍କ ଅଭିଯୋଗ ଶୁଣିଛନ୍ତି ସେମାନଙ୍କ
ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କର୍ମୀ ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଓ କଲେ।
ସୁବର୍ଣ୍ଣପୁର :୧୧/୩(ଭାସ୍କର ଦାଶ )-ଓଡ଼ିଶା କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାଶଙ୍କ ଆହ୍ବାନ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ସୋନପୁର ବିଧାୟକ ବିନୋଦ ପାତ୍ରଙ୍କ ନେତୃତ୍ୱରେ ଶହଶହ
ଜାତୀୟ ନାରୀ ସଂଗଠନ ତରଫରୁ ଅନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 2025 ପାଳିତ ହୋଇଯାଇଛି
ଭୁବନେଶ୍ୱର :୧୦/୦୩(ଅଶୋକ ସାହୁ ): ଭୁବନେଶ୍ୱର ସମେଇଗଢିଆ ସ୍ଥିତ JM sports academy ଠାରେ ଜାତୀୟ ନାରୀ ସଂଗଠନ ତରଫରୁ ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ
ସୋନପୁରରେ ରହୁଥିବା କୁଷ୍ଠ ରୋଗୀଙ୍କ ପାଇଁ ଘର ଟିକେ ମଧ୍ୟ ନାହିଁ।
ସୁବର୍ଣ୍ଣପୁର:୧୦/୦୩(ଭାସ୍କର ଦାଶ): ସୁବର୍ଣ୍ଣପୁର ଜିଲ୍ଲା ତେଲ ନଦୀ ପାଖରେ ଥିବା ଅନନ୍ତ ନାରାୟଣ କୁଷ୍ଠା ଆଶ୍ରମର ୧୫ ଜଣ ଅନ୍ତେବାସୀ ଆଜି ସକାଳ ୧୧ ଟାରେ ପୌର ଅଧିକାରୀଙ୍କୁ ଭେଟି ତାଙ୍କର ଘର ଭାଙ୍ଗି
ଚୋରି କରୁଥିଲେ ସରପଞ୍ଚ, ଗାଡ଼ି ଛାଡ଼ି ଦୌଡ଼ିପଳାଇଲେ ସରପଞ୍ଚ ଓ ସହଯୋଗୀ
ନୀଳଗିରି:୧୯/୦୩: ସରପଞ୍ଚ କରୁଥିଲେ ଚୋରି ଧରିଲେ ଗ୍ରାମବାସୀ। ଗାଡ଼ି ଛାଡ଼ି ଦୌଡ଼ିପଳାଇଲେ ସରପଞ୍ଚ ଓ ସହଯୋଗୀ। ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ମେଗା ଜଳ ଯୋଗାଣ ପ୍ରକଳ୍ପ
ବିଜେପିକୁ ଜୟନାରାୟଣ ଅଡ଼ୁଆ:ବିଧାନସଭାରେ ଉଠିବ ପ୍ରସଙ୍ଗ
ଭୁବନେଶ୍ବର:୧୦/୦୩(ଅଶୋକ ସାହୁ ): ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି ବିଧାୟକ ଜୟନାରାୟଣ ମିଶ୍ର ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ଦେଇଥିବା ମନ୍ତବ୍ୟ ସାରା ରାଜ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

