ବାହାଘର ପାଇଁ ୨୫ ଜଣଙ୍କୁ ଅନୁମତି, ଭୋଜିଭାତକୁ ଅନୁମତି ନାହିଁ –

ରାଜ୍ୟରେ ଆସନ୍ତା ଜୁନ ୧ ପର୍ଯ୍ୟନ୍ତ ଲକଡାଉନ୍‌କୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିଥିବା ବେଳେ

ଜୁନ ୧ ଯାଏଁ ବଢିଲା ଲକ୍‌ଡ଼ାଉନ୍

ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି ଦୋକାନ, ଫଳ ଦୋକାନ, ମାଛ, ମାଂସ ଦୋକାନ ଖୋଲା, ଟିକାକରଣ କେନ୍ଦ୍ର, କୋଭିଡ୍ ଟେଷ୍ଟିଂ ସେଣ୍ଟର ଖୋଲା ରହିବ, ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକ

ମାନବିକତା ଦେଖାଇଲେ ଡାକ୍ତର, ପିପିଇ କିଟ୍ ପିନ୍ଧି କଲେ କରୋନା ରୋଗୀଙ୍କ ଶେଷକୃତ୍ୟ-

କରୋନାରେ ପୀଡିତ ଜଣେ ବ୍ୟକ୍ତିଙ୍କ ଶେଷକୃତ୍ୟ କରି ବରଗଡ ଜିଲ୍ଲାର ପଦମପୁର ଅଞ୍ଚଳର ଜଣେ ଡାକ୍ତର ସୁଦୀପ ସାହୁ ନିଜର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅନଲାଇନ ଶିକ୍ଷା ବ୍ୟବସ୍ଥାର ତର୍ଜମା କରିବେ , ଆଜି ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଭର୍ଚୁଆଲ ବୈଠକ-

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ୍ ମେ ୧୮ ଅର୍ଥାତ ଆଜି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମସ୍ତ କୁଳପତିଙ୍କୁ ଭର୍ଚୁଆଲ ମାଧ୍ୟମରେ ଭେଟି କୋଭିଡ୍ -୧୯ ମଧ୍ୟରେ ଅନଲାଇନ୍ ଶିକ୍ଷା ସମୀକ୍ଷା କରିବେ।

ପୁରୀରେ ନିର୍ମାଣ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ରାଜ୍ୟରେ କରୋନା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଛି । ମେ ୧୯ରେ ପିପିପି ମୋଡରେ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ଏକ ନୂତନ କୋଭିଡ ହସ୍ପିଟାଲର ଉଦଘାଟନ କରିବାକୁ ପ୍ରସ୍ତୁତ ହୋଇଛି।

ଜାରି ହେଲା ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ,ଗୋଟିଏ କଲ୍‌ରେ ଟିକା ଗାଡ଼ି ଘରେ ପହଞ୍ଚିବ –

ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ୭୩୨୭୦୯୯୩୨୪ ନମ୍ୱରରେ ଭିନ୍ନକ୍ଷମ ବ୍ୟକ୍ତି ଓ ୭୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକ ଫୋନ କରି ଟିକା ନେବା ନିମନ୍ତେ ସ୍ଲଟ୍ ନିଶ୍ଚିତ କରିପାରିବେ ।

ପଶ୍ଚିମବଙ୍ଗ ରାଜ୍ୟ ରାଜନିତିରେ ଉଶ୍ମ : ମମତାଙ୍କ ଦୁଇ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ପଡିଲା ସିବିଆଇର ଛାପା-

ପଶ୍ଚିମବଙ୍ଗରେ ଟିଏମସି ସରକାର ଗଠନ କରିବା ମାତ୍ରେ ନରଦା ମାମଲାର ତଦନ୍ତ ଆରମ୍ଭ ହୋଇଛି ଏବଂ ସିବିଆଇ ମମତା ବାନାର୍ଜୀ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କ ଘରେ ଚଢାଉ କରିଛି ।

ବାତ୍ୟା ତାଉତେରେ ସନ୍ଧ୍ୟା ସୁଦ୍ଧା ଗୁଜୁରାଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା, ମୁମ୍ବାଇ ବିମାନବନ୍ଦର ବନ୍ଦ

ଗୁଜୁରାଟ ଏବଂ ଡାମନଡିୟୁ ପାଇଁ ଆଇଏମଡି ପକ୍ଷରୁ ୟେଲ୍ଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ଚେତାବନୀ ଅନୁଯାୟୀ, ମେ ୧୮ ପର୍ଯ୍ୟନ୍ତ ପବନ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ରହିବ।

କରୋନାରେ ଆକ୍ରାନ୍ତ ଲୋକପ୍ରିୟ ତଥା ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ

ଓଲିଉଡ଼ ଜଗତ ପାଇଁ କରୋନା ଆଉ ଏକ ଦୁଃଖ ଦେଇଗଲା । ଚାରିଦିନ ଭେଣ୍ଟିଲେଟରରେ ରହିବା ପରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି ।