ମାର୍ଚ୍ଚ 30ରୁ ଗଡିବ ପାସେଞ୍ଜର ଟ୍ରେନ

କରୋନା କଟକଣା ମଧ୍ୟରେ ରାଜ୍ୟରେ ମାର୍ଚ୍ଚ 30ରୁ ଗଡିବ ପାସେଞ୍ଜର ଟ୍ରେନ । ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବ । ଏଥିସହ ପୁରୀ-ହାଟିଆ,

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ

ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ

ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬୬ ରନରେ ହରାଇଲା ଭାରତ

ପୁଣେରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚକୁ ୬୬ ରନରେ ଜିତିଲା ବିରାଟ ବାହିନୀ । ଶିଖର ଧାଓ୍ବନ ଓ କୃଣାଲ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ପରେ ବୋଲରଙ୍କ

ଆଜିଠୁ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଆଜି ରାତିଠୁ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ମାଲକାନଗିରି ଜିଲ୍ଲାରେ ମଧ୍ୟ ସଂକ୍ରମଣ ଭୟ ବଢିଛି । ଗଡ଼ ଯାତ୍ରା ଆରମ୍ଭ ହୋଇଥିବାରୁ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ ।

ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ । ଟେଷ୍ଟ ସିରିଜକୁ ଭାରତ ୩-୧ରେ ଜିତିଥିବା ବେଳେ ଟି-୨୦ ସିରିଜକୁ ୩-୨ ରେ ଜିତିଛି ଭାରତ । ଉଭୟ ସିରିଜ ଜିତିବା ପରେ ଏବେ

୧୦୦ରୁ ଅଧିକ ଆହତ ; ଭାଙ୍ଗିଲା ଜାତୀୟ କବାଡି ପ୍ରତିଯୋଗିତା ଦର୍ଶକ ଗ୍ୟାଲେରୀ

ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତାରେ ଅଘଟଣ । ତେଲେଙ୍ଗାନାର ସୁରିୟାପେଟରେ ୪୭ତମ ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତା ଚାଲିଥିବା ବେଳେ ଭୁଷୁଡ଼ି ପଡ଼ିଲା ଷ୍ଟାଡିୟମର ଗ୍ୟାଲେରୀ । ଦର୍ଶକ ଗ୍ୟାଲେରି ଭୁଷୁଡ଼ି ପଡ଼ିବାରୁ ୧୦୦ରୁ

ଦୁର୍ଘଟଣା ନେଲା ୧୩ ଜୀବନ, ୩ ଗୁରୁତର ; ବସ୍ -ଅଟୋ ଧକ୍କା

ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ

ଏକକାଳୀନ 4ଟି ସ୍ଥାନରେ ରେଡ୍ ; ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଆରଏସ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ମୁକୁନ୍ଦପୁରପାଟଣା ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଣେ ପରେ ଜଣେ ସରକାରୀ କର୍ମଚାରୀ ଦୁର୍ନୀତି ପାଇଁ

ବରଗଡ଼ ପୋଲିସକୁ ସଫଳତା, 33 ହଜାର 500 ଟଙ୍କାର ନକଲି ନୋଟ ଜବତ

ବରଗଡ଼ ପୋଲିସକୁ ବଡ ସଫଳତା । 33 ହଜାର 500 ଟଙ୍କାର ନକଲି ନୋଟ ଜବତ ହୋଇଛି । ଜଣେ ଛେଳି ବେପାରୀଙ୍କ ଠାରୁ ଡକାୟତି କରିବା ଫଳରେ ଫିଟିଲା ଗୁମର । ବରଗଡ଼

ଆଇଏସଏସଏଫ ବିଶ୍ୱକପ ; ତିନି ଗୋଲ୍ଡ ମେଡାଲ ସହ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଲା

ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣୀ ସିଂ ସୁଟିଙ୍ଗ ରେଂଜରେ ଖେଳାଯାଉଥିବା ଆଇଏସଏସଏଫ ବିଶ୍ୱକପରେ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଛି । ବର୍ତ୍ତମାନ ସୁଦ୍ଧା ଭାରତ ଛଅଟି ସ୍ୱର୍ଣ୍ଣ, ଚାରୋଟି ରୌପ୍ୟ ଏବଂ ଚୋରୋଟି