ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା । ସକାଳ ଧୂପ ପରେ ଏହି ଆଡ଼ପ ଅବଢ଼ା ବାହାରିଛି। ଆଡ଼ପ ମଣ୍ଡପରୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ: ଭିଜିଲାନ୍ସ

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜୟନ୍ତୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ପରେ ଜୟନ୍ତୀଙ୍କ ୧୪୫ ପ୍ରତିଶତରୁ

ପାଟନା ଠାରେ ବିଜେପି ବିରୋଧୀ ଦଳଗୁଡ଼ିକର ମହାବୈଠକ ଅନୁଷ୍ଠିତ ହେବାକୁ ଯାଉଛି

ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ଶୁକ୍ରବାର ପାଟନା ଠାରେ ବିଜେପି ବିରୋଧୀ ଦଳଗୁଡ଼ିକର ମହାବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକରେ ‘ରୋଡ୍‌ମ୍ୟାପ୍‌’

କୁସୁମ ଟିଭି ପରିବାର ତରଫରୁ ରାଜ୍ୟ ସେବା ରତ୍ନ ସମ୍ମାନ

ବାହାନଗା ଟ୍ରେନ ଦୁର୍ଘଟଣାରେ ସେବା କାର୍ଯ୍ୟ ଯୋଗାଇଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ କୁସୁମ ଟିଭି ପରିବାର ତରଫରୁ କୋଟି କୋଟି ପ୍ରଣାମ । ଆଗାମୀ ଅକ୍ଟୋବର ୦୨ ତାରିଖ ୨୦୨୩ ସକାଳ ୧୦

ଖବର ଆଜିର: ତାରିଖ ୨୪/୦୬/୨୩, ଶନିବାର

ତାରିଖ ୨୪/୦୬/୨୩, ଶନିବାର ୧-ସାରା ଓଡ଼ିଶା ଛୁଇଁଲା ମୌସୁମୀ,୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ୨-ଆଜିଠାରୁ ମିଳିବ ଦଶମ ଶ୍ରେଣୀ ପ୍ରମାଣ ପତ୍ର,ଜୁଲାଇ ୫ରୁ ୧୪ ମଧ୍ୟରେ ସଂଶୋଧନ। ୩-୫-ଟି ଉପକ୍ରମରେ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ: ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି। ଏକକାଳୀନ ୯ ଟି ସ୍ଥାନରେ ଚାଲିଛି ଚଢ଼ାଉ।  ତେବେ ଚଢାଉ ବେଳେ

ଖବର ଆଜିର: ତାରିଖ ୨୩/୦୬/୨୩, ଶୁକ୍ରବାର

୧-ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ,ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ୨-ଜନ୍ମବେଦୀକୁ ବିଜେ କଲେ ଶ୍ରୀଜିଉ; ଆଜି ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା। ୩-ଭୁବନେଶ୍ୱର:ଦରଦାମ ଆକାଶ ଛୁଆଁ,ଘାରିଲାଣି ମଧ୍ୟାହ୍ନ ଭୋଜନ

ହେଲପିଙ୍ଗ ହାଣ୍ଡସ ସଙ୍ଗଠନ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ପାଣି ବଣ୍ଟନ

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ହେଲପିଙ୍ଗ ହାଣ୍ଡସ ବହୁତ କାର୍ଯ୍ୟ କରି ସାରିବା ସ୍ୱତେ ପୁଣି ଥରେ ରଥଯାତ୍ରା ଉପଲକ୍ଷେ ଆଉ ଏକ କାର୍ଯ୍ୟ କରି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର

ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠରେ ମହାଆଡ଼ମ୍ବରରେ ଘୋଷଯାତ୍ରା ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ରେ ଶାନ୍ତି ଶୃଙ୍ଖଳା ସହିତ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ଯାତ୍ରା ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି l

ରାଶିଫଳ: ୨୧-୦୬-୨୦୨୩

ମେଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଅଯଥା କାମକୁ ନେଇ ଚିନ୍ତାରେ ରହିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବିବାହ ପ୍ରସ୍ତାବ ଆସିବ। ବୃଷ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

1 27 28 29 30 31 189