ସୋରଡା ଅଞ୍ଚଳରେ ଲଗାତାର ଘଟୁଥିବା ଡକାୟତ ଘଟଣାର ପର୍ଦାଫାଶ କରିଛି ପୋଲିସ

ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା l ସୋରଡା ଥାନା ଇଲାକା ରେ ଲଗାତାର ଘଟୁଥିବା ଡକାୟତ ଘଟଣା ର ପର୍ଦାଫାଶ କରିଛି ପୋଲିସ l ଗତ 11 ତାରିଖ

ଶଯ୍ୟାଶାୟୀ ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କଲେ ସରପଞ୍ଚ

ନୂଆପଡା ଜିଲ୍ଲା କୋମନା ବ୍ଲକର ରଜନା ପଂଚାୟତ ବେଲଗାଁ, ମାଠିଆପଦର, ରଜନା ଗାଁକୁ ଯାଇ ଶଯ୍ୟାଶାୟୀ ମାନଙ୍କ ଘରେ ଘରେ ପହଁଚି ଭତ୍ତା ଦେଉଛନ୍ତି ଯୁବ ସରପଞ୍ଚ କ୍ଷୀରସିନ୍ଧୁ ଭୋଇ I ପଂଚାୟତ ର

ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ରେ ସିମିଳିଗୁଡାରେ ଆଇ.ଏ.ଏସ କୋଚିଂ କେନ୍ଦ୍ର ଉଦଘାଟିତ

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଆଇଏଏସ କୋଚିଙ୍ଗ ଦିଆଯିବା ଲାଗି ଏକ କୋଚିଙ୍ଗ କେନ୍ଦ୍ର ଉଦଘାଟିତ କରାଯାଇଛି। ଉଦଘାଟନରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଯୋଜନା କମିଟି

ଖବର ଆଜିର: ତାରିଖ ୧୭/୦୬/୨୩, ଶନିବାର

୧-୧୯ ନୁହେଁ ୨୧ ତାରିଖରେ ଖୋଲିବ ସ୍କୁଲ । ଖରା ଛୁଟି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ୨-ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ-ଆଧାର ଲିଙ୍କ୍‌ ସମୟ ସୀମା।

ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କଲI ପୁଲିସ

ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୁଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି । ସେମାନଙ୍କ ନିକଟରୁ ପୁଲିସ

ରାଶିଫଳ: ୧୫.୦୬.୨୦୨୩ : ଗୁରୁବାର

ମେଷ: ଦୂର ସ୍ଥାନ ଯାତ୍ରା କରିପାରନ୍ତି। ନିଜର ଧୈର୍ଯ୍ୟ ଏବଂ ବୁଦ୍ଧି ବଳରେ ସଫଳତା ହାସଲ କରିବେ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବୃଷ: କର୍ମକ୍ଷେତ୍ରରେ

ମହାପ୍ରଭୁ ସୁସ୍ଥ ହେଲେ

ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ

ଖବର ଆଜିର: ତାରିଖ ୧୫/୦୬/୨୩, ଗୁରୁବାର

୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଜୋତ୍ସବ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି,୪୦ ଡିଗ୍ରୀ ଉପରେ ୧୭ଟି ସ୍ଥାନ, ସୋନପୁରରେ ସର୍ବାଧିକ ୪୪.୧ ଡିଗ୍ରୀ। ୩-୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦

ମର୍ମନ୍ତୁଦ ସଢକ ଦୃଘଟଣାରେ ୫ମୃତ

ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେଇ ଫେରୁଥିଲେ ସପରିବାର । ରାସ୍ତାରେ ଜଗିଥିଲା ମୃତ୍ୟୁ । ବଲାଙ୍ଗୀର-ସମ୍ବଲପୁର NH୨୬ ଛୁଇବନ୍ଧ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ୫ଜଣଙ୍କର

ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା

ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା । ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି ।

1 29 30 31 32 33 189