ରାଜଧାନୀରେ କାଲିଠୁ ଚାଲିବ ଇ-ବସ୍ । ମୋ ବସ୍ର ସଫଳତା ପରେ ଇ-ବସ୍ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍ ଚାଲିବ । ଶୁକ୍ରବାର ସନ୍ଧ୍ୟାରେ ଇ-ବସ୍ର ଉଦଘାଟନ କରିବେ
Author: Kusum Tv
ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ, ବିଜ୍ଞାନରେ ୯୪.୧୨ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ
ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଛି । ବୁଧବାର ୪ଟା ସମୟରେ ଏହି ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା
ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା; ୪୦୦୦ ଲୋକ ଉଦ୍ଧାର
ଜମ୍ମୁ-କାଶ୍ମୀରରେ ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା ଚିନ୍ତା ବଢ଼ାଇ ଦେଇଛି। ଏହି କାରଣରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ତଳେ ବାଦଲଫଟା ବର୍ଷା ଯୋଗୁ ଅନେକ
ମୁଖ୍ୟ ଶାସନ ସଚିବଙ୍କ ହ୍ବାଟସ୍ଆପ୍ ହ୍ୟାକ୍
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ହ୍ବାଟ୍ସଆପ୍ ହ୍ୟାକ୍ କରିଛନ୍ତି ସାଇବର ଠକ। ୯୩୧୫୬୪୧୭୮୪ ନମ୍ବରରେ ଶ୍ରୀ ମହାପାତ୍ରଙ୍କ ଫଟୋକୁ ହ୍ବାଟସ୍ଆପ୍ ଆକାଉଣ୍ଟରେ ଲଗାଇ ଆମାଜନ କମ୍ପାନିଠାରୁ ବିଲ୍ ପୈଠ କରିବା ପାଇଁ
ଭାରତରେ ୨୦୨୫ ଦିନିକିଆ ମହିଳା ବିଶ୍ବକପ୍
୨୦୨୪ରୁ ୨୦୨୭ ମସିହା ମଧ୍ୟରେ ଖେଳାଯିବାକୁ ଥିବା ୪ଟି ଆଇସିସି ମହିଳା ପ୍ରତିଯୋଗିତା ଭିତରୁ ତିନିଟି ଭାରତୀୟ ଉପମହାଦେଶରେ ଆୟୋଜିତ ହେବ। ୨୦୨୫ ମସିହାର ଆଇସିସି ଦିନିକିଆ ମହିଳା ବିଶ୍ବକପ୍ ଭାରତରେ ଅନୁଷ୍ଠିତ ହେବାକୁ
ଜୋରଦାର ଭୂମିକମ୍ପ ଝଟକାରେ ଦୋହଲିଲା ଫିଲିପାଇନ୍ସ, ତୀବ୍ରତା ୭.୦
ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ଆଜି ସକାଳୁ ଫିଲିପାଇନ୍ସରେ ଭୂକମ୍ପର ତୀବ୍ର ଝଟକା ଆଜି ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ଦକ୍ଷିଣ-ପୂର୍ବରେ ୧୪ କିଲୋମିଟର ଦୂରରେ ଥିବା ଡୋଲୋରେସରେ ସୃଷ୍ଟି ହୋଇଛି
ପ୍ରକାଶ ପାଇଲା OJEE ରେଜଲ୍ଟ, ୪୭, ୭୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ
ପ୍ରକାଶ ପାଇଛି ଓଜେଇଇ ରେଜଲ୍ଟ । ରେଜଲ୍ଟ ପ୍ରକାଶ କଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ଚଳିତ ବର୍ଷ ୪୭, ୭୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । www.ojee,nic.in ୱେବସାଇଟରେ
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ
୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ। ଜଣେ ସରକାରୀ କର୍ମଚାରୀଙ୍କଠାରୁ ନେଉଥିଲେ ଲାଞ୍ଚ। ଏକ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରିବା
ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ: ୨୨ଜଣ ଆଇନଜୀବୀଙ୍କୁ ‘ଲୟର୍ ଅଫ୍ ଦି ଇୟର’ ଆୱାର୍ଡ
ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଛି। ଓଡ଼ିଶା ଜୁଡିସିଆଲ ଏକାଡେମିଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ‘ଲୟର୍ ଅଫ ଦି ଇୟର-୨୦୨୧’ ଆୱାର୍ଡ ବିଭିନ୍ନ ଜିଲ୍ଲାର ୨୨ଜଣ ଟ୍ରାଏଲ କୋର୍ଟ ଆଇନଜୀବୀଙ୍କୁ ପ୍ରଦାନ
ଜେଲ୍ରୁ ବାହାରିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଲୋକଙ୍କ ଉପରେ ଗାଡି ମଡ଼ାଇଦେବା ଘଟଣାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ଜେଏମ୍ଏଫ୍ସି କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଜାମିନ ପାଇବାପରେ ଆଜି ଅପରାହ୍ନ