ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ଆସନ୍ତା ୧୫ ତାରିଖରେ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ମଧ୍ୟରେ ବୈଠକ ହେବ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗ ଦେବେ।

ବିଏମ୍‌ସି କାର୍ଯ୍ୟାଳୟରେ ଦିନକରେ ୨୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ବିଏମ୍‌ସି କାର୍ଯ୍ୟାଳୟରେ ଦିନକରେ ୨୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଟେଷ୍ଟିଂ କରାଯାଇଥିବା ନମୁନାରୁ ୨୨ ଜଣ ପଜିଟିଭ୍ ଟିହ୍ନଟ ହୋଇଛନ୍ତି ।

ବର୍ଷୀଆନ ଅଭିନେତା ମହିରି ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଭୀର ଶୋକ ପ୍ରକାଶ

ବର୍ଷୀଆନ ଅଭିନେତା ମହିରି ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି ।

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମହିଳା ଆରଆଇ ଭିଜିଲାନ୍ସ ଜାଲରେ ଧରାପଡିଲେ-

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଦୁଧାରୀ ଆରଆଇ କ୍ଷୀରାବ୍ଧି ତନ୍ମୟା ସ୍ୱାଇଁ । ମୃତ୍ୟୁ ପଞ୍ଜୀକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କୁ ଧରିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୫ ୱିକେଟ୍‌ରେ ବିଜୟୀ: ସୂର୍ଯ୍ୟକୁମାର-ରୋହିତ ହିରୋ ସାଜିଲେ-

ଭାରତୀୟ କ୍ରିକେଟ୍‌ ଟିମ୍‌ ବୁଧବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

ରାଜ୍ୟରେ ବଡ ଧରଣର ଜିଏସ୍‌ଟି ରେଡ୍‌ : ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ-

ରାଜ୍ୟରେ ବଡ ଧରଣର ଜିଏସ୍‌ଟି ରେଡ୍ କରାଯାଉଛି । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ କରାଯାଉଛି ।

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ-

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତମାନଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିରର ଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ।

ବହୁ ପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟ ପାଇଁ ଭୂମିପୂଜନ ନଭେମ୍ବର ୨୪ରେ ଆରମ୍ଭ ହେବ –

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଧାର୍ମିକ-ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମହାଯାଜନାଙ୍କୁ ଅନୁଗ୍ରହ ପ୍ରଦାନ କରିବେ

ଢେଙ୍କାନାଳରେ ଚାଇଲଡ଼ ପର୍ଣ୍ଣ ସାଇଟ୍ ପାଇଁ ଛାନବିନ୍‌ ଚାଲିଥିଲା ବେଳେ ସିବିଆଇର ୮ ଅଧିକାରୀଙ୍କୁ ମାଡ-

ଚାଇଲଡ଼ ପର୍ଣ୍ଣ ସାଇଟ୍ କରି ବିପୁଳ ଟଙ୍କାର ବିଦେଶୀ ଅର୍ଥ ଉପାର୍ଜନ କରୁଥିବା ଖବର ଜଣାପଡ଼ିବା ପରେ ଖବର ଛାନବିନ୍ ପାଇଁ ପହଂଚି ଥିଲା ସିବିଆଇ

1 55 56 57 58 59 183