ଦିବ୍ୟାଙ୍ଗ ଯୁବକଙ୍କର ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ । ହ୍ୱିଲ୍-ଚେୟାରରେ ୨୪ ଘଣ୍ଟା ମଧ୍ୟରେ ୨୧୫.୪ କିଲୋମିଟର ଯାତ୍ରା କରି ଏହି ରେକର୍ଡ କରିଛନ୍ତି ପୁରୀର ୨୮ ବର୍ଷୀୟ ଯୁବକ କମଳାକାନ୍ତ ନାୟକ ।
Author: Kusum Tv
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ । ବିନା ଦଳୀୟ ଚିହ୍ନଟରେ ଲଢାଯାଉଥବା ସରପଞ୍ଚ, ସମିତ ସଭ୍ୟ ପାଇଁ ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହେବ ।
ପ୍ରସିଦ୍ଧ କଥକ ନର୍ତ୍ତକ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ
ପ୍ରସିଦ୍ଧ କଥକ ନର୍ତ୍ତକ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା
ଆସନ୍ତା ୧୫ ତାରିଖରେ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ମଧ୍ୟରେ ବୈଠକ ହେବ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗ ଦେବେ।
ବିଏମ୍ସି କାର୍ଯ୍ୟାଳୟରେ ଦିନକରେ ୨୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
ବିଏମ୍ସି କାର୍ଯ୍ୟାଳୟରେ ଦିନକରେ ୨୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଟେଷ୍ଟିଂ କରାଯାଇଥିବା ନମୁନାରୁ ୨୨ ଜଣ ପଜିଟିଭ୍ ଟିହ୍ନଟ ହୋଇଛନ୍ତି ।
ବର୍ଷୀଆନ ଅଭିନେତା ମହିରି ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଭୀର ଶୋକ ପ୍ରକାଶ
ବର୍ଷୀଆନ ଅଭିନେତା ମହିରି ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି ।
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମହିଳା ଆରଆଇ ଭିଜିଲାନ୍ସ ଜାଲରେ ଧରାପଡିଲେ-
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଦୁଧାରୀ ଆରଆଇ କ୍ଷୀରାବ୍ଧି ତନ୍ମୟା ସ୍ୱାଇଁ । ମୃତ୍ୟୁ ପଞ୍ଜୀକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କୁ ଧରିଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୫ ୱିକେଟ୍ରେ ବିଜୟୀ: ସୂର୍ଯ୍ୟକୁମାର-ରୋହିତ ହିରୋ ସାଜିଲେ-
ଭାରତୀୟ କ୍ରିକେଟ୍ ଟିମ୍ ବୁଧବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍ରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ୍ରେ ଅଧିନାୟକ ରୋହିତ ଶର୍ମା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ରାଜ୍ୟରେ ବଡ ଧରଣର ଜିଏସ୍ଟି ରେଡ୍ : ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ-
ରାଜ୍ୟରେ ବଡ ଧରଣର ଜିଏସ୍ଟି ରେଡ୍ କରାଯାଉଛି । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ କରାଯାଉଛି ।
ବଡ଼ ଓଷା ‘ଗଜ ଭୋଗ’ ଧବଳେଶ୍ୱରଙ୍କ ନିକଟରେ ଲାଗୁ ହେଲା –
ଧବଳେଶ୍ୱର ମନ୍ଦିରର ସେବାୟତମାନେ ବୁଧବାର ବିଳମ୍ବିତ ରାତିରେ ଭଗବାନ ଶିବଙ୍କୁ ‘ଗଜ ଭୋଗ’ ଲାଗୁ କରିଛନ୍ତି ।