ମୁଖ୍ୟମନ୍ତ୍ରୀ ଖେଳାଳି ମାନଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ଏବବଂ ଭବିଶ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯେଅଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଥିଲେ ।
Author: Kusum Tv
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଆଖି ହେଉଛନ୍ତି ବବି ଏବଂ ପାଣ୍ଡିଆନ୍ : ସୋମ୍ୟରଞ୍ଜନ ପଟ୍ଟନାୟକ
ବରିଷ୍ଠ ବିଜେଡି ସୋମ୍ୟ ରଞ୍ଜନ ପଟ୍ଟନାୟକ ପୁଣିଥରେ ରାଜ୍ୟ ପାୱାର କରିଡରରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଆଖି ହେଉଛନ୍ତି ବବି ଏବଂ ପାଣ୍ଡିଆନ୍ ।
ଭାରତୀୟ ଷ୍ଟେଟ ବ୍ୟାଙ୍କର ବଡ଼ ନିଷ୍ପତ୍ତି: ଏଟିଏମ୍ରେ କ୍ୟାଶ ନଥିଲେ ବ୍ୟାଙ୍କକୁ ହେବ ଜରିମାନା, ଅକ୍ଟୋବର ୧ରୁ ନୂଆ ନିୟମ –
ଏଟିଏମ୍ରେ କ୍ୟାଶ ନଥିବାରୁ ଅନେକ ସମୟରେ ଲୋକଙ୍କୁ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ସମସ୍ୟାକୁ ନଜରରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ବଡ଼ ନିଷ୍ପତ୍ତି ନେଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଡା ବ୍ଲକ ଟେକନିକାଲ କନସଲଟାଣ୍ଡଙ୍କ ଘରେ ରେଡ-
ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଟେକନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଉଛି । ଏକାକାନୀଳ ୪ଟି ସ୍ଥାନରେ ଚଢଉ ଜାରି ରହିଛି ।
ବଦଳିଲେ ଭଦ୍ରକ ଓ ଡେଙ୍କାନାଳ ଜିଲ୍ଲାପାଳ, ପଞ୍ଚାୟତରାଜ ବିଭାଗର ନିର୍ଦେଶକ-
ଅପରାଧିକ ପ୍ରକ୍ରିୟା ସଂହିତା ୧୯୭୩ (ଆକ୍ଟ ୨ ର ୧୯୭୪) ର ଧାରା ୨୦ (୧) ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଏହିପରି ଶ୍ରୀ ତ୍ରିଲୋଚନ ମାଜି, (ଓଏଏସ)ଙ୍କୁ ଭଦ୍ରକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ କରିଛନ୍ତି।
ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ –
ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ôଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରାଯାଇଥିବା ଜଣାପଡିଛି ।
ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଦିଲ୍ଲୀ ବିମାନବନ୍ଦରରେ ବିସ୍ପୋରଣ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଗକୁ ସ୍ୱାଧୀନତା ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆକର୍ଟ ଜାରି କରାଯାଇଛି ।
ଏବେ ମଧ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଜାତିଭେଦର କରୁଣ ଚିତ୍ର ଦେଖାଯାଉଛି: ପିତାଙ୍କ ଶବକୁ ଶଗଡରେ ନେଲେ ନାବାଳକ-
ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳକକୁ ନିଜର ପିତାର ଶବକୁ ଶଗଡରେ ନେଇ ଶ୍ମସାନକୁ ନେବାକୁ ପଡିଛି ।
ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ଫିନାଇଲ ପିଇ ସାମୁହିକ ଆତ୍ମହତ୍ୟା କରିବାକୁ ଚେଷ୍ଟା
ଶାନ୍ତିପୁର୍ଣ୍ଣ ଆନ୍ଦୋଳନରେ କିଛି ସୁଫଳ ମିଳିଲାନୀ । ଛଟେଇ ପ୍ରତିବାଦରେ ଆଜି ଓସେପା ଅଫିସ ସାମ୍ନାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ।
କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ
ପୁଣି କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଲାଗବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ର ମିଳିତ ଚଢଉରେ ବ୍ରାଉନସୁଗାର ଜବତ କରାଯାଇଛି ।

