ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ । ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ମଧ୍ୟ ଜାରି କରିଛନ୍ତି ।
Author: Kusum Tv
ଆତ୍ମସମର୍ପଣ କଲେ ଟପ୍ କ୍ୟାଡର ମାଓବାଦୀ ଆଏତୁ କୋର୍ସାର-
ରାଜ୍ୟରେ ଗତ କିଛି ଦିନ ହେବ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ସହୀଦ ସପ୍ତାହରେ ମାଓ ଉପଦ୍ରବ କୁ ନେଇ ଚିନ୍ତା ରହିଥାଏ ।
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରୁ ପ୍ରାୟ ୪୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ୍, ୩ ଗିରଫ୍-
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ସବୁଜ ଜହର କାରବାର । ପ୍ରତିଦିନ ରାଜ୍ୟରେ ଗଞ୍ଜେଇ କାରବାରର ଖବର ସାମ୍ନାକୁ ଆସୁଥିବା ବେଳେ କିଛି ଜିଲ୍ଲା ଏବେ ଗଞ୍ଜେଇ କାରବାରର ହବ୍ ପାଲଟିଛି ।
ଓଡ଼ିଶା ପୁଲିସରେ ଡିଏସପି ଓ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀମାନଙ୍କ ବଡ଼ଧରଣର ଅଦଳବଦଳ-
ଓଡ଼ିଶା ପୁଲିସରେ ଡିଏସପି ଓ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀମାନଙ୍କ ଏକ ବଡ଼ଧରଣର ଅଦଳବଦଳ ହୋଇଛି ।
ଭୁବନେଶ୍ୱର-ରାଞ୍ଚି ବିମାନ ସେବା ୧୧ ଅଗଷ୍ଟରୁ ଆରମ୍ଭ ହେବ –
ଆସନ୍ତା ଅଗଷ୍ଟ ୧୧ରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଓ ରାଞ୍ଚି ମଧ୍ୟରେ ସିଧାସଳଖ ବିମାନ ସେବା । ଏନେଇ ଆଜି ଆଲାଏନ୍ସ ଏୟାର କମ୍ପାନୀ ପକ୍ଷରୁ ବିଧିବଧ ଭାବରେ ଘୋଷଣା କରାଯାଇଛି ।
ଦୀର୍ଘ ୩ମାସ ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅଗଷ୍ଟ ପହିଲାରୁ ଖୋଲିବାକୁ ଯାଉଛି-
କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅଗଷ୍ଟ ପହିଲାରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ।
ରାଜ୍ୟରୁ ଲକଡାଉନ୍ କଟକଣା ହଟିଲା , ଅନଲକ୍ ପର୍ଯ୍ୟାୟ ଆରମ୍ଭ ହେଲା-
ଆସନ୍ତା କାଲିଠୁ ରାଜ୍ୟରେ ଲକଡାଉନ୍ କଟକଣା ହଟିବାକୁ ଯାଉଛି । ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅନଲକ୍ ।
ଖବର କାଗଜ ସାମ୍ବାଦିକଙ୍କୁ ଆକ୍ରମଣ, ପୋଲିସ କର୍ମୀ ବି ଆହତ-
ଟାର୍ଗେଟରେ ସାମ୍ବାଦିକ । ଆକ୍ରମଣର ହେଲେ ଶିକାର ।
ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ-
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଉତ୍ତର ପ୍ରଦେଶ ଗସ୍ତରେ ରହିବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ‘ବାରାଣସୀ’ ମଧ୍ୟ ଯିବେ ।
ନିଖିଳ ଉକ୍ତଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ-
ଭଦ୍ରକ ଜିଲ୍ଲା ବନ୍ତବ୍ଳକ ମହତାବ୍ ମଇ ସ୍କୁଲ୍ ଠାରେ ନିଖିଳ ଉକ୍ତଳ ସଂଘ ତରଫରୁ ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ଦାବିକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ,ଶିକ୍ଷାମନ୍ତ୍ରୀ ଶିକ୍ଷକ ମାନଙ୍କର ଦୀର୍ଘ ଦିନର