ବିଏମସି ପକ୍ଷରୁ ପ୍ରସ୍ତୁତି ଜୋରଦାର ରାଜଧାନୀ ହେବ ଭିକାରୀମୁକ୍ତ

ରାଜଧାନୀକୁ ଭିକାରୀମୁକ୍ତ କରିବାକୁ ଏକ ପ୍ରୟାସରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କମିଶନର ପୋଲିସ ଓ ତିନୋଟି ଏନଜିଓ ସହିତ ଭିକାରୀଙ୍କୁ ଥଇଥାନ ତଥା ଆଶ୍ରୟ ଦେବା ପାଇଁ ଆଜି ଏକ ଅଭିଯାନ ଆରମ୍ଭ କରିଛନ୍ତି।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ତିହାର ଜେଲରୁ ମୁକୁଳିଲେ-

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଯେଉଁଠାରେ ସେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦଶ ବର୍ଷ କାରାଦଣ୍ଡ ଭୋଗୁଥିଲେ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଛି, କଡା ହେଉଛି କଟକଣା ଓ କେହି ହୋଟେଲଗୁଡିକରେ ରହିବେ ନାହିଁ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାବେଳେ ପୁରୀରେ କଟକଣା ବଢୁଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିନା ଶ୍ରଦ୍ଧାଳୁରେ ଗତବର୍ଷ ପରି ଏହି ପବିତ୍ର ଯାତ୍ରାକୁ ପରିଚାଳନା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।

ଆଜିଠାରୁ ନୂଆ ଗାଇଡଲାଇନ ଲାଗୁ, ୨୦ ଜିଲ୍ଲାର କଟକଣା କୋହଳ ହୋଇଛି

ଆଜିଠାରୁ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ବଢାଯାଇଛି । ବିଶେଷତଃ ସଂକ୍ରମଣ କମିନଥିବା ଜିଲ୍ଲାକୁ ବି କଟାଗୋରୀରେ ରଖାଯାଇଛି ଯେଉଁଠାରେ ପୂର୍ବଭଳି କଟକଣା ବଳବତ୍ତର ରହିଛି ।

ବିଜେପିର ରାଜ୍ୟବ୍ୟାପି ମଣ୍ଡିରେ ଧାନ ବିକ୍ରି ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଆନ୍ଦୋଳନ-

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମଣ୍ଡି ପଡିରହିଥିବା ଧାନର ବିକ୍ରି ନହୋଇ ପାରିବା ଆଦି ସମସ୍ୟାକୁ ନେଇ ରାଜ୍ୟରେ ବିରୋଧୀ ବିଜେପି ପକ୍ଷରୁ ଆଜି ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଭୁବନେଶ୍ବର ଏମ୍ସକୁ ଆସିଲା ପ୍ରଥମ ଇକମୋ ମେସିନ୍

ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି ।

ଗୁଜବ ପ୍ରଚାର ନକରିବାକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ମୋ “ମା” ଶହେ ବର୍ଷର ସେ ମଧ୍ୟ ଟିକା ନେଇଛନ୍ତି,କରୋନା ଟିକା-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକଙ୍କୁ ଟିକା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଉତ୍ସାହିତ କରି କହିଛନ୍ତି ଯେ ଟୀକାକରଣ ସମ୍ବନ୍ଧୀୟ ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ କରୁଥିବା ବେଳେ ତାଙ୍କ ମା ମଧ୍ୟ କୋଭିଡ ବିରୋଧୀ ଟିକା ନେଇଥିବା ସେ କହିଛନ୍ତି।

1 77 78 79 80 81 187