ରାଜସ୍ୱ ସେବା ବିତରଣରେ ଫାଇଭ ଟି ନୀତିର ବାସ୍ତବତା, ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ-

ରାଜସ୍ୱ ସେବା ବିତରଣରେ ଫାଇଭ ଟି ନୀତିର ବାସ୍ତବତା ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର। ବିଭିନ୍ନ ବିବିଧ ପ୍ରମାଣପତ୍ର ଓ ସମ୍ପତ୍ତି ପରିବର୍ତ୍ତନ ପାଇଁ ସମୟ ସୀମାକୁ ଯଥେଷ୍ଟ ହ୍ରାସ କରିଛନ୍ତି।

ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ: ଥାନାରେ ଏତଲା ଦେଲା ମା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରୁ ଏଭଳି ଅଭିଯୋଗ ଆସିଛି । ଜଣେ ମା ନିଜେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ ।

ଏକାଧିକ ଯୁବତୀଙ୍କ ବର ପ୍ରିୟବ୍ରତ ଦାଶ ଗିରଫ

କମିଶନରେଟ ପୋଲିସ ଜଣେ ସିରିଜ ବିବାହ କରୁଥିବା ବିଲ୍ଡରଙ୍କୁ ଗିରଫ କରିଛି । ସେ ପେଶାରେ ବିଲ୍ଡର କିନ୍ତୁ ନିଶାରେ ଏକାଧିକ ଯୁବତୀଙ୍କ ବର । ବିଲ୍ଡର କହି ମୋଟା ଅଙ୍କର ଯୌତୁକ ମଧ୍ୟ ଆଣୁଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ

ଗତକାଲିର ସମ୍ପ୍ରସାରଣରେ ମୋଟ ୪୩ ଜଣ ନୂତନ ସଦସ୍ୟ ଶପଥ ଗ୍ରହଣ କରିଥିଲେ, ଯାହା ୨୦୧୯ରେ କ୍ଷମତାକୁ ଫେରିବା ପରେ ଏନଡିଏ ସରକାରରେ ପ୍ରଥମ ଟିମ୍ । ମନ୍ତ୍ରୀ ପରିଷଦ ବର୍ତ୍ତମାନ ୭୭ରେ ପହଞ୍ଚିଛି, ମୋଦି ସରକାରଙ୍କ କାର‌୍ୟ୍ୟକାଳ ମଧ୍ୟରେ ସର୍ବୋଚ୍ଚ କ୍ଷମତା ।

ପୁରୀରୁ ୨୦୨୨ରେ ଉଡିବ ବିମାନ- ପରିବହନ ମନ୍ତ୍ରୀ

ପୁରୀରୁ ୨୦୨୨ରେ ବିମାନ ଉଡିବ ବୋଲି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ସବୁ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରାଇପ ଉନ୍ନତି

୭ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ସତର୍କ ସୂଚନା ଜାରି-

ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲା କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ବର , ଗଞ୍ଜାମ , କନ୍ଧମାଳ ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ତୃତୀୟ ଲହରର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ-

କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ କମିନଥିବା ବେଳେ ତୃତୀୟ ଲହର ଭୟ ବଢିଛି । ଯାହାକୁ ନେଇ ସବୁ ସ୍ତରରେ ପ୍ରସ୍ତୁତି କରାଯାଉଛି।

ଆଜିଠାରୁ ମାଟ୍ରିକ ପରୀକ୍ଷାର ଅଫଲାଇନ ଫର୍ମ ପୂରଣ, ୧୪ ଜୁଲାଇ ଶେଷ ତାରିଖ-

ମାଟ୍ରିକ ପରୀକ୍ଷା ପାଇଁ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଲାଗି ଆଜିଠାରୁ ଅନଲାଇନ ଫର୍ମପୂରଣ କରିପାରିବେ ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ମେଡିକାଲରେ ଭର୍ତ୍ତି, ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା-

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

1 78 79 80 81 82 189