ଆଜିଠୁ କମ୍ପିବ କଳିଙ୍ଗ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳବ ଫୁଟବଲ ଫାଇଟ୍ । ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ । ଆୟୋଜକ ଭାରତ ସମେତ ଲେବାନନ୍, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ
Category: State
ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ
ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କଲେ ଏମ ରାମପୁର ଥାନ ଅଧିକାରୀ
କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନ ଅଧିକାରୀ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଟି ଗାଡିକୁ ଜବତ କରିଛି। ସୂଚନା ମୁତାବକ ଦିନ ୧୨ଟା ସମୟରେ ଏମ ରାମପୁର ଥାନ ଅଧିକାରୀ ଯୋରାଡୁବୁରା ଠାରୁ
ଖବର ଆଜିର : ତାରିଖ ୦୯/୦୬/୨୩, ଶୁକ୍ରବାର
୧-ଗାଡ଼ିରେ HSRP ନମ୍ବର ଲଗାଇନଥିବା ଲୋକ ହୋଇଯାଆନ୍ତୁ ସାବଧାନ, ୨୩ ପରେ କଟିବ ଚାଲାଣ। ୨-ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ, ଉତ୍ତୀର୍ଣ୍ଣ ହାର ୭୮.୮୮%,+୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର
ଜୁନ ୨୩ରୁ HSRP ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ
HSRP ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ । ଜୁନ ୨୩ରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ । HSRP ନମ୍ବର ପ୍ଲେଟ ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା
ମନୋରମା ଶାଢ଼ୀ ସେଣ୍ଟରରେ ବରଗଡ଼ ଓ ସମ୍ବଲପୁର CT ଏବଂ GST ବିଭାଗର ଚଢ଼ାଉ
ବରଗଡରେ ଥିବା ମନୋରମା ଶାଢ଼ୀ ସେଣ୍ଟରରେ ଟାକ୍ସ ଫାଙ୍କିବା ଅଭିଯୋଗରେ ଉଭୟ ବରଗଡ଼ ଓ ସମ୍ବଲପୁର CT ଏବଂ GST ବିଭାଗର ଚଢ଼ାଉ ଜାରି ରହିଛି । ତେବେ ଅଭିଯୋଗ ପାଇଲା ପରେ ସଶସ୍ତ୍ର
ଭୁବନେଶ୍ବରରେ ଅଜନ୍ତା ସର୍କସ
ଆଜିଠୁ ଭୁବନେଶ୍ବରରେ ଚାଲିବ ଅଜନ୍ତା ସର୍କସ । ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଅଜନ୍ତା ସର୍କସ ଆରମ୍ଭ ହେବ । ଦୀର୍ଘ ୮ ବର୍ଷ ପରେ ଓଡ଼ିଶାକୁ ଏହି ସର୍କସ ଆସିଛି । ଆଜି ଉଦଘାଟନୀ
ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା ବାସୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 1985-86 ମସିହାରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସେହି ସମୟର
ପରସିଙ୍ଗା ପଞ୍ଚାୟତରେ ଶଶ୍ମାନ ନିର୍ମାଣ ନେଇ ସରପଞ୍ଚଙ୍କୁ ଆକ୍ରମଣ
ପରସିଙ୍ଗା ପଞ୍ଚାୟତରେ ଶଶ୍ମାନ ନିର୍ମାଣ ନେଇ ସରପଞ୍ଚଙ୍କୁ ଆକ୍ରମଣ ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧିନ ପରସିଙ୍ଗା ପଞ୍ଚାୟତରେ ଶଶ୍ମାନ ନିର୍ମାଣ ନେଇ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ସହ ମହିଳା ସରପଞ୍ଚଙ୍କୁ ଦୁର୍ବବ୍ୟବହାର ହୋଇଥିବା ନେଇ
ଆସନ୍ତା ୨୩ରେ ପାଟନାରେ ମହାମେଳି କରିବେ ବିରୋଧୀ
ଆସନ୍ତା ୨୩ରେ ବିରୋଧୀଙ୍କ ମେଗା ସୋ । ପାଟନାରେ ହେବାକୁ ଥିବା ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ