ଖବର ଆଜିର : ତାରିଖ ୦୬/୦୬/୨୩, ମଙ୍ଗଳବାର

୧-ରକ୍ତ ଅଭାବ ପୂରଣ କଲା ବାହାନଗା ରେଳ ଦୁର୍ଘଟଣା,ଦୁଇ ଦିନରେ ୬ ଜିଲ୍ଲାରୁ ରେକର୍ଡ ୭୦୦୦ୟୁନିଟ୍ ସଂଗ୍ରହ। ୨-ଏସିବିରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ, ସମ୍ପର୍କୀୟଙ୍କ ଠାରୁ ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା। ୩-୧୦୮ କୁମ୍ଭ ଜଳରେ

ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି: ପରୀକ୍ଷାମୂଳକ ଭାବେ ଗଡ଼ିଛି ମାଲବାହୀ ଟ୍ରେନ

ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି । ବାହାନଗାରେ ସରିଲା ରେଳ ଧାରଣା ମରାମତି । ଟ୍ରେନ ଚଳାଚଳ ପାଇଁ ୨ଟି ଟ୍ରାକକୁ ପ୍ରସ୍ତୁତ କରାଯାଇଛି । ପ୍ରଥମେ

ସ୍ନାନଯାତ୍ରା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି 

ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଶ୍ରୀବିଗ୍ରହମାନେ ଜ୍ବରରେ ପୀଡିତ ହୋଇଛନ୍ତି । ୧୫ ଦିନ ଧରି ଚାଲିବ

ଖବର ଆଜିର -ତାରିଖ:05/06/23, ସୋମବାର

୧-ରତ୍ନବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି , ମହାସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ। ଆଜିଠାରୁ ଅନବସର ନୀତି। ୨-ଆଜିଠୁ ଆରମ୍ଭ ହେବ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ।ଶାନ୍ତି ଶୃଙ୍ଖଳାର ସହିତ

ଭୁବନେଶ୍ବରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ଏମ୍ସ ଯାଇ କରିବେ ସମୀକ୍ଷା

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ଏମ୍ସରେ ଡାକ୍ତରଙ୍କ ସହ ବୈଠକ କରିବେ । ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ନେଇ କରିବେ

ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନବେଦୀରେ ତିନି ଠାକୁର

ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ଖବର ଆଜିର : ତାରିଖ ୦୪/୦୬/୨୩, ରବିବାର

୧-ବାହାନଗା ଟ୍ରେନ୍‌ ଟ୍ରାଜେଡି: ୩୦୦ ଟପିଲା ମୃତ୍ୟୁ ସଂଖ୍ୟା, ୧୦୫୦ ଆହତ। ୨-ଦାରୁବ୍ରହ୍ମଙ୍କ ଅପେକ୍ଷାରେ ସ୍ନାନବେଦୀ,ଆଜି ଦିବ୍ୟ ସ୍ନାନ ଓ ହାତୀ ବେଶ। ୩-କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୪ ଜିଲ୍ଲାପାଳଙ୍କୁ ଚିଠି କଲେ ଓଡିଶା

ବାଲେଶ୍ବର ବାହାନଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାହାନଗାରେ ପହଞ୍ଚିବା ପରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସ୍ଥଳକୁ ଗଲେ । ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସମୀକ୍ଷା କରିବା ସହ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଦୁର୍ଘଟଣା ସ୍ଥଳରୁ

ମହିଳା ଆରୋଗ୍ୟ ସମିତି ଦ୍ବାରା ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ବଡଖେମୁଣ୍ଡି ଭଣ୍ଡାରି ସାହି ମହିଳା ଆରୋଗ୍ୟ ସମିତି ଦ୍ବାରା ରାଜ୍ୟ ସରକାରଙ୍କ ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଦ୍ଵାରା ଏକ ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମହିଳା ଆରୋଗ୍ୟ ସମିତିର ସଭନେତ୍ରୀ

ନୃସିଂହନାଥ ଝରଣାରେ ଗାଧୋଉଥିବା ବେଳେ ଯୁବକଙ୍କ ମୃତ୍ୟୁ

ବରଗଡ଼ ଜିଲ୍ଲା ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଝରଣାରେ ଗାଧେଇବା ସମୟରେ ଅଘଟଣ ଘଟିଛି। ବରଗଡ଼ ନିକଟସ୍ଥ ଚକୁଲି ଫାର୍ମ ଅଞ୍ଚଳରୁ କିଛି ଯାତ୍ରୀ ଭୀମଧାର ଜଳପ୍ରପାତରେ ଗାଧୋଇବା ପାଇଁ

1 19 20 21 22 23 108