କରୋନା ଆତଙ୍କ ଥମିନଥିବା ବେଳେ ଏବେ ରାଜଧାନୀ ବାସୀଙ୍କୁ ଡରାଇଛି ଡେଙ୍ଗୁ । ରାଜଧାନୀ ଭୁବନେଶ୍ୱରରେ ଏବେ ଏକ ପ୍ରକାର ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି ।
Category: State
ଦଶମ ବୋର୍ଡ ପରିକ୍ଷାରେ ୨୦ ଜଣ ରେଗୁଲାର ପରିକ୍ଷାର୍ଥିଙ୍କୁ ଏକ୍ସ-ରେଗୁଲାର କୋଶ୍ଚିନ୍ ଦିଆଯାଇଥିବା ଅଭିଯୋଗ-
ଚାଲିଥିବା ଅଫଲାଇନ୍ ଦଶମ ବୋର୍ଡ ପରିକ୍ଷାରେ ୨୦ ଜଣ ରେଗୁଲାର ପରିକ୍ଷାର୍ଥିଙ୍କୁ ଏକ୍ସ-ରେଗୁଲାର କୋଶ୍ଚିନ୍ ଦିଆଯାଇଥିବା ଅଭିଯୋଗ ହୋଇଛି ।
ପୋଲିସ ଆଗାରେ ଘରୋଇ ସୁରକ୍ଷା କର୍ମଚାରୀ ନିଜ ବନ୍ଧୁକରୁ ଗୁଳି ଚଳାଇ ନିଜକୁ ହତ୍ୟା କଲେ –
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଗଙ୍ଗା ନଗର ଅଞ୍ଚଳରେ ଜଣେ ସୁରକ୍ଷା କର୍ମୀ ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗିରଫ ହେଲେ ରୋଜଭ୍ୟାଲି ଓଡ଼ିଶା ମୁଖ୍ୟ-
ଗିରଫ ହେଲେ ରୋଜଭ୍ୟାଲି ଓଡ଼ିଶା ମୁଖ୍ୟ। ଓଡ଼ିଶା ହେଡ୍ ବିକ୍ରମଜିତ୍ ଭୌମିକଙ୍କୁ କୋଲକାତାରୁ ଗିରଫ କରିଛି ଅର୍ଥନୈତିକ ଅପରାଧିକ ଶାଖା। ଗିରଫ ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲ୍ୟୁ।
ବହୁମୁଖୀ ଇନଡୋର ଷ୍ଟାଡିୟମ ସ୍ଥାନ ନିରୁପଣ ପାଇଁ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବୈଠକ, ସହରର ୩ଟି ସ୍ଥାନ ଚିହ୍ନଟ ଏବଂ ମାପଚୁପ ପରେ ହେବ କାର୍ଯ୍ୟାରମ୍ଭ
ରାୟଗଡ ଜିଲ୍ଳା ସଦର ମହକୁମାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଳାସ୍ତରୀୟ କ୍ରୀଡା କମିଟିର ଅଧ୍ୟକ୍ଷ ତଥା ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନ ନିରୁପଣ କମିଟିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଖଡ଼ିଆଳ ଡୁଆଝର ଅପନା ଢାବାରେ ଗୁଳିକାଣ୍ଡ, ଢାବା ମାଲିକାଣୀଙ୍କୁ ଦୃବୁତ୍ତ ଗୁଲିକରି ଘଟଣା ସ୍ଥଳରୁ ଫେରାର, ବାସନ୍ତୀ ମେହେର ଙ୍କ ମୃତ୍ୟୁ –
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ଆପନା ଢ଼ାବାରେ କାଲି ରାତି ୮.୪୫ରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି l
ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ ମୃତ ଶ୍ରମିକ ର ଶବ ରଖି ଧାରଣାରେ ଇଫକୋ ଶ୍ରମିକ-
ଆଜି ସକାଳ ସମୟରେ ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ ମୃତ ଶ୍ରମିକର ଶବ ରଖି ଧାରଣାରେ ବସିଛନ୍ତି ଇଫକୋ ରେଲୱେ ଅନଲୋଡିଂ ବ୍ୟାଗିଙ୍ଗ ଶ୍ରମିକ I
ଲୁଟେରା ଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର
ଗ୍ରାମାଞ୍ଚଳ ଥାନା ହରିପୁର ଛକ ରେ ଲୁଟେରା ଙ୍କ ଗୁଳିମାଡ଼. ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ. ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଲୁଟେରା ଙ୍କ ସହ ଧସ୍ତାଧସ୍ତି ସମୟରେ ଆଉ ଜଣେ ଆହତ ହୋଇ ଚିକିତ୍ସା ହେଉଛନ୍ତି.
ଜ୍ୟୋତିଷ ବିଚାର
ଅଦ୍ୟ ଅଗଷ୍ଟ ମାସ ୦୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)
ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନା ଚକ୍ର ଉତ୍ସବ ଅନୁଷ୍ଠିତ-
ଆଜି ସାରା ରାଜ୍ୟ ପାଳୁଛି ବନ୍ଧୁତ୍ୱ ଦିବସ ଆଉ ଏହି ବନ୍ଧୁତ୍ୱ ଦିବସରେ ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନ ତରଫରୁ ଏକ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |