ବଟି ନ ଦେବାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ 3 ଦୁର୍ବୃତ୍ତ

ପୁରୀ ଜିଲ୍ଲା ବାସେଳିସାହି ଥାନା ଅନ୍ତର୍ଗତ ମିଶ୍ରସାହିରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ 3 ଜଣ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଗୁରୁତର ଯୁବକଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଓଟିରେ  ଦୀର୍ଘ ସମୟଧରି

ଅଗ୍ନିକାଣ୍ଡରେ ଜଳିଗଲା ୧୦ ଵଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୧୦ ଵଖରା ଘର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ କହରାପୋଖରୀରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳି ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେଲା ରୁଟି ବ୍ୟାଙ୍କ ।

ଅସହାୟ ବୁଲା ଗାଈ, ଷଣ୍ଢ,ମାଙ୍କଡ଼ ଓ କୁକୁର ମାନଙ୍କ ଭଳି ପଶୁ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ,ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ପାଖ ‘ବାଲି ସାହି’ ଠାରେ ଆରମ୍ଭ ହେଲା ରୁଟି

ଧାନ ଯନ୍ତ୍ରଣା ଗୁହାରୀ ଶୁଣୁନି ପ୍ରଶାସନ, ଅନଶନରେ ବସିଥିବା ଚାଷୀ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି

ଧାନକିଣାରେ ଅନିମିତତା ପ୍ରତିବାଦରେ ଭଦ୍ରକ ଜିଲ୍ଲା ଯୋଗାଣ କାଯ୍ୟାଳୟ ଆଗରେ 3 ଦିନ ହେବ ଅନଶନରେ ବସିଥିବା ଜଣେ ଚାଷୀ ଅସୁସ୍ଥ  । ଚାଷୀ ରାମକୃଷ୍ଣ ପଣ୍ଡାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି  । ଭଦ୍ରକ ଜିଲ୍ଲାରେ ଧାନକିଣାରେ ଅନିମିତତା ଓ ମଣ୍ଡି ସମସ୍ୟା ନେଇ ବାରମ୍ବାର

ଡିଏନଏ ଟେଷ୍ଟ ପାଇଁ ପଠାଗଲା ଶରୀରର ଅଂଶବିଶେଷ : ଖୋଲିବ ନରକଙ୍କାଳ ରହସ୍ୟ

ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ନରକଙ୍କାଳ ଜବତ ଘଟଣାର ଖୋଳତାଡ ଚାଲିଛି । ମୃତକଙ୍କ ପରିଚୟ ଜାଣିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଆଜି ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ଶରୀରର

ବାଦାମ ପାହାଡ଼ ଲୁହା ପଥର ଖଣି ଶ୍ରମିକ ସଂଗଠନ ପକ୍ଷରୁ ଖଣି କାର୍ଯ୍ୟ ବନ୍ଦ

ବାଦାମ ପାହାଡ଼ ଅଞ୍ଚଳରେ ଶ୍ରମିକ ସଂଗଠନ ତରଫରୁ ଖଣି କାର୍ଯ୍ୟ ବନ୍ଦ କରାଯାଇଛି  ।  ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବୀରେ ଏହି କାର୍ଯ୍ୟ ବନ୍ଦ ହୋଇଛି  ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ କୁସୁମି ବ୍ଲକ ବାଦାମ ପାହାଡ଼ ଲୁହା

ଶିଶୁ କନ୍ୟା ଉପରେ ଚଢ଼ିଗଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ମୃତ୍ୟୁ

ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କତଲକଇଠା ଗାଁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୧୦ବର୍ଷର ଝିଅର ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ହୋଇଛି। ଗଜପତି ଜିଲ୍ଲା ରାୟଗଡ ପଟରୁ ଆସୁଥିବା ଏକ

ଘରୋଇକରଣ ବିରୋଧରେ ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

କର୍ମଚାରୀ ସଂଗଠନର ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ଆଜିଠାରୁ ୨ ଦିନ ବ୍ୟାଙ୍କ ସେବା ପ୍ରଭାବିତ ହେବ । ନ୍ୟୁ ୟୁନିୟନର ସମ୍ମିଳିତ ସଂଗଠନ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କିଙ୍ଗ ୟୁନିୟନର ବୟାନ ଅନୁସାରେ ପ୍ରସ୍ତାବିତ

ଭୁବନେଶ୍ୱର ଆସୁଥିବା ତ୍ରିପାଠୀ ବସ ଦୁର୍ଘଟଣାଗ୍ରସ୍ତ, ହେଲପର ମୃତ 8 ଗୁରୁତର

ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ହେଲ୍ପରଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରର ସୋମପେଟା ନିକଟରେ ଆଜି ଭୋରୁ ବସ ଏକ ଟିପରକୁ ଧକ୍କା ଦେଇଥିବା ସୂଚନା

ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କଲେ

ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ଅସନ୍ତୋଷ । ବିଧାନସଭା ଭିତରେ ତାତି । ବାହାରେ ବି ଚାଷୀ ହୀନସ୍ତା ହେଉଛନ୍ତି । ମଣ୍ଡିରେ ଧାନ କିଣା ଯାଉ ନଥିବା ଅଭିଯୋଗରେ ତାତିଲେ କେନ୍ଦୁଝର ଜିଲ୍ଲା

1 77 78 79 80 81 114