ଶିମିଳିପାଳ ଜଙ୍ଗଲ ଜଳିବା ଖବର ବିଚଳିତ କରିଥିବାବେଳେ ଆଜି ସେଠାରେ କୁଆପଥର ବର୍ଷା ହୋଇ ସମସ୍ତଙ୍କୁ ଆଶ୍ବସ୍ତି କରିଛି। ଶିମିଳିପାଳର ବିଭିନ୍ନ ସ୍ଥାନରେ ଆଜି କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ
Category: State
୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କନ୍ଧ ନୟାଗଡ ବାଇପାସ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ଏକ ବୁଲେଟ୍ ଉପରେ ଏକ ହାଇୱା ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି
କରୋନା କଟକଣା ସହ ରାଜ୍ୟରେ ପାଳନ ହେଉଛି ଶିବରାତ୍ରୀ, ଏକାଧିକ ମନ୍ଦିରରେ ୧୪୪ ଧାରା ଜାରି
ସମଗ୍ର ଦେଶ ସମତେ ରାଜ୍ୟରେ ଆଜି ମହାଶିବରାତ୍ରୀ ପାଳନ ହେଉଛି । ଭଗବାନ ଶିବଙ୍କ ଏହି ପବିତ୍ର ପର୍ବରେ ବାଧକ ସାଜିଛି କୋଭିଡ-୧୯ କଟକଣା । ରାଜ୍ୟର ଅନେକ ଶିବମନ୍ଦିରରେ କେବଳ ମନ୍ଦିର ପୂଜକଙ୍କୁ
ଏପ୍ରିଲ ମାସରୁ ସ୍କୁଲରେ ଆଉ ରବିବାର ହେବନାହିଁ କ୍ଲାସ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ
କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ
ଦୁର୍ଘଟଣା ନେଲା ଦୁଇ ଶିଶୁଙ୍କ ଜୀବନ, ବାପା-ମାଆ ଗୁରୁତର
ଧକ୍କା ଦେବା ପରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଦୁଇ ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଶାବୁଳିଆ ଛକରେ ଏହି ମର୍ମନ୍ତୁଦ
ତାତିଲେ ଚାଷୀ, ରାଜପଥରେ ଧାନ ଢାଳି ଉତ୍ୟକ୍ତଙ୍କ ରାସ୍ତା ଅବରୋଧ
ଧାନକିଣାରେଅନିୟିତତା ନେଇତାତିଲେଚାଷୀ।ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି । କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି । ଏହାର ପ୍ରତିବାଦରେ ରାଜପଥ ଉପରେ ଧାନ ଢାଳି ରାସ୍ତାରୋକ କଲେ ଚାଷୀ । ଭଦ୍ରକ ଆନନ୍ଦପୁରରେ ଦୀର୍ଘ ଦିନ ହେବ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନକିଣାରେ ଅନିୟମିତତା ଦେଖାଦେଉଛି । ଟୋକନ ବ୍ୟବସ୍ଥାରେଚାଷୀଅସନ୍ତୋଷବଢିବାରେଲାଗିଛି ।ତେବେଧାନକିଣାରସମାଧାନନହେବାରୁ 53 ନଂ ରାଜ୍ୟ ରାଜପଥ ଉପରେ ଚାଷୀ ଧାନ ଢାଳି ରାସ୍ତାରୋକ କରିଛନ୍ତି । ନବ ନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ଏହି ରାସ୍ତାରୋକରେ ସାମିଲ ହୋଇଛି । ଚାଷୀଙ୍କ କହିବାନୁସାରେ, ଟୋକନ ମିଳିଥିଲେ ମଧ୍ୟ ଟୋକାନର ଅବଧି ସରିଯାଇଛି । ସେବା ସମବାୟ ସମିତି ଧାନ କିଣୁନାହଁ ।ଦଲାଲଙ୍କଠାରୁ
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି ।
ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ
ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍
ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍ । ମାଉସୀ ମା ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା
ଆନ୍ତଃରାଜ୍ୟ ଚୋରା ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ
ଗତକାଲି ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ମୋଟୁ ଚେକ ପୋଷ୍ଟରେ ଯାଞ୍ଚ୍ ବେଳେ ଓଡ଼ି୧୦ ଏଲ୍ ୩୧୧୧ ଗାଲାକ୍ସି ବିଶ୍ଵାଳ ନାମକ ଏକ ଘରୋଇ ବସରୁ ୨ ଲକ୍ଷ ଟଙ୍କାର ୩୮ କେଜି ଗଞ୍ଜେଇ
ଜଣେ ସ୍ମଗଲର ଗିରଫ, କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ

