ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁବରଣ କରୁଥିବା ଆପଣ ଶୁଣିଥିବେ । କେବେ ମହାବାଳ ବାଘ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି ଶୁଣିଛନ୍ତି ? ହଁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ସୀମାରେ ଟ୍ରେନ୍
Category: State
ବଦଳିଲେ ଟ୍ବିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ
ଆଇପିଏସ୍ କ୍ୟାଡରରେ ହୋଇଥିବା ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟସରକାର । ଆଜି ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସିଟି ପାଇଁ ପୋଲିସ
ଲିଭୁନି ନିଆଁ ଶିମିଳିପାଳ ଜଙ୍ଗଲରେ, ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା
ମୟୂରଭଞ୍ଜ ଶିମିଳିପାଳ ଜଙ୍ଗଲରେ ଲିଭୁନି ନିଆଁ । ଆଜି ଶିମିଳିପାଳ ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ ଗୋଟି ବିଟ ଅଞ୍ଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସାଟେଲାଇଟ
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍-
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁଓ ବ୍ଲକ ଅଫିସର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ ହୋଇଛି । ସହକାରୀ ଯନ୍ତ୍ରୀ ଜଣକ ହେଲେ ପର୍ଶୁରାମ ନାଏକ । ବିଭିନ୍ନ ସ୍ଥାବର
ରାଜଧାନୀରେ ବଢିଚାଲିଛି ଅପରାଧୀଙ୍କ ପାଦ୍ରୁଭାବ, ସିସିଟିଭି କ୍ୟାମେରା କାମ କରୁନି-
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଠିକ୍ ରୂପେ କାର୍ଯ୍ୟ କରୁନଥିବା ଜଣାପଡିଛି । ଖବର ଅନୁଯାୟୀ, ବୈଷୟିକ ସମସ୍ୟା ହେତୁ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ସଠିକ୍ ଭାବରେ କାମ କରୁନାହିଁ,
ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସେବାୟତ ଓ ପୋଲିସ କର୍ମଚାରୀଙ୍କ ଆଜିଠାରୁ କରୋନା ଟେଷ୍ଟିଂ
ମହାଶିବରାତ୍ରି ଆସନ୍ତା ଗୁରୁବାର ପଡୁଥିବାରୁ ଲିଙ୍ଗରାଜ ମନ୍ଦିରର ସେବାୟତ ଏବଂ ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟିଂ ପରୀକ୍ଷା ଆରମ୍ଭ ହୋଇଛି । ମନ୍ଦିରର ବହୁ ପ୍ରତୀକ୍ଷିତ ରୀତିନୀତିର ସୁଗମ ଆଚରଣ ପାଇଁ ଯୋଜନା ପ୍ରସ୍ତୁତ
ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଆଜି ଟ୍ୱିନ୍ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ-
ଆଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସିଟି ପାଇଁ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ । ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଟ୍ୱିନ୍ ସିଟି
ଗୌତମ ଦାସ ୨୦୨୧ ଜେଇଇ ମେନରେ ଓଡିଶାରୁ ଟପ୍ପର
୨୦୨୧ ଜେଇଇ ମେନ୍ (ଫେବୃଆରୀ ସେସନ)ରେ ରାଜ୍ୟ ଟପ୍ପର ଭାବରେ ଗୌତମ ଦାସ ସ୍ଥାନ ପାଇଛନ୍ତି । ୨୦୨୧ ଜେଇଇ ମେନର ଫଳାଫଳ ସୋମବାର ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ଘୋଷଣା କରାଯାଇଛି
ଅନ୍ତର୍ଜାତୀୟ ମହିଳା ଦିବସ’: ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ମହିଳା ଶିଳ୍ପୀ
ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ
ଜାତୀୟ ସାଇକେଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଶା ଝିଅ ଶ୍ୱାତୀ
ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରାଉରକେଲା ଝିଅ ଶ୍ବାତୀ ସିଂ। ମୁମ୍ବାଇରେ ଅନୁଷ୍ଠିତ ୩୫ ତମ ଜାତୀୟ ସଡକ ସାଇକେଲ ଚାମ୍ପିୟନସିପ୍ରେ ମହିଳା ବର୍ଗ ଅଧୀନରେ ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟରେ ଓଡିଶାର

