ହାତରୁ ଭଲଭାବରେ ଛାଡିନଥିଲା ମେହେନ୍ଦି ରଙ୍ଗ କିନ୍ତୁ କରୋନା ଛଡାଇନେଲା ଜୀବନର ସବୁ ରଙ୍ଗୀନ ସ୍ୱପ୍ନ । ବାହାଘରକୁ ମାତ୍ର ୧୮ ଦିନ ହୋଇଥିଲା ଆଉ ଆଜି କରୋନାରେ ପ୍ରାଣ ହାରିଲା ନବବଧୂ ।
Category: News
ଲକ୍ଡ଼ାଉନ୍ରେ ଜୁଆଖେଳ, ଆଡ୍ଡାରେ ଚଢାଉ ପରେ ୯୫ ହଜାର ଟଙ୍କା ଜଵତ ସହ ୬ ଗିରଫ –
ଲକ୍ଡ଼ାଉନ୍ ରେ ବଢିଚାଲିଛି ଜୁଆ ଖେଳ । ଆଜି ଏକ ଜୁଆ ଆଡ୍ଡାରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ଟାଉନ ପୁଲିସ । ଏବଂ ସେମାନଙ୍କ ଠାରୁ ନଗଦ ୯୫୫୪୦ ଟଙ୍କା ସହ ୫ଟି କାର୍, ୮ଟି ମୋବାଇଲ୍ ଓ ତାସ ଜବତ ମଧ୍ୟ ହୋଇଛି।
ଭୁଜାଲି ମୁନରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁବୁର୍ତ୍ତ
ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଧିନସ୍ଥ ଦଧିବାମନ ଜୀଉ କଲେଜ ଛକ ନିକଟରେ ଗୋଟିଏ କଳା ଗ୍ଲାମାର ମୋଟର ସାଇକେଲରେ ତିନି ଜଣ ଲୁଟେରା ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି ।
ଅନାଥ ଆଶ୍ରମରୁ ଚିହ୍ନଟ ହେଲେ ୧୦ କରୋନା ଆକ୍ରାନ୍ତ
ଆଜି ବେଲପାହାଡ଼ ଗରାଖାଇସ୍ଥିତ ଠକ୍କର ବାବା ସେବା ସଦନ ଅନାଥ ଆଶ୍ରମରେ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏଥିମଧ୍ୟରୁ ୬ଜଣ ଅନ୍ତେବାସୀ ରହିଥିବା ବେଳେ ୪ ଜଣ କର୍ମଚାରୀ ରହିଛନ୍ତି।
ଏୟାରଟେଲ୍ର ବଡ ଘୋଷଣା ୫,୫୦,୦୦,୦୦୦ କୋଟି ଗ୍ରାହକଙ୍କୁ ମିଳିବ ଏହି ସୁବିଧା…..
ଏୟାରଟେଲ୍ ଏହାର ଗ୍ରହକ ମାନଙ୍କୁ ଗୋଟିଏ ଥର ପାଇଁ ୪୯ ବିଷିଷ୍ଟ ପ୍ୟାକ୍ ରେ ଉପଲବ୍ଧ ସୁବିଧାକୁ ଏହାର ୫,୫୦,୦୦,୦୦୦ କୋଟି ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ମାଗଣାରେ ପ୍ରଦାନ କରିବ ।
ଏଣିକି ବାହାଘର ପୂର୍ବରୁ ପରିବାର ଲୋକଙ୍କ କରାଯିବ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ମିଳିବନି ଅନୁମତି
ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନୁଆ ନିୟମ ଆଣିଛନ୍ତି I ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । କାହାର ରିପୋର୍ଟ ପଜିଟିଭ୍ ଆସିଲେ ବିବାହ ପାଇଁ ଅନୁମତି ମିଳିବ ନାହିଁ
ମହାପ୍ରଭୁଙ୍କ ଚାଲିଛି ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ, ସଂକ୍ରମଣ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସର ହେଲା ସାନିଟାଇଜ୍
ପୂର୍ବ ନିଷ୍ପତି ଅନୁଯାଇ ପ୍ରତ୍ୟକ ରବିବାର ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଥିବା ବେଳେ ଆଜି ଚନ୍ଦନ ଯାତ୍ରା ଓ ରଥନିର୍ମାଣ କାର୍ଯ୍ୟ ପାଇଁ ବିଶେଷ ଭାବରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରକୁ ବିଶୋଧନ କରାଯାଇଛି।
କେନ୍ଦୁଝର ୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା, ଟ୍ରକ୍ ଦୁଇଟି ମଧ୍ୟରେ ପରସ୍ପର ଧକ୍କା-
କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ଗୋଟିଏ ଟ୍ରକ୍ ଆଉ ଏକ ଟ୍ରକ୍ କୁ ଧକ୍କା ଦେବାରୁ ଦୂର୍ଘଟଣାରେ ଟ୍ରକ୍ ଚାଳକ ଓ ହେଲପର ଗୁରୁତର ।
ବାତ୍ୟା ‘ତୌକତେ’ ସ୍ଥଳଭାଗ ନଛୁଉଁଣୁ ଭୟଙ୍କର ରୂପ ନେଉଛି ,କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ; ୪ ମୃତ
୭୩ ଟି ଗାଁ ଘୂର୍ଣ୍ଣିବଳୟ ‘ତୌକତେ’ଦ୍ୱାରା ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକର ୬ ଟି ଜିଲ୍ଲା, ୩ ଟି ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ୩ ଟି ମାଲନାଡ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୧୬ ତାରିଖ ୨୦୨୧ ମସିହା(ରବିବାର)

