ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟରେ ପୁଣି ଥରେ ଆମେ ଲକ୍ଡାଉନ୍ ଭଳି ସ୍ଥିତିର ସାମ୍ନା କରୁଛୁ । ଏଭଳି ପରିସ୍ଥିତିରେ କିନ୍ତୁ ଲୋକଙ୍କ ମଦ ପାଇଁ ପାଗଳାମି କମିନି
Category: News
କ୍ରାଇମବ୍ରାଞ୍ଚ ଏସଟିଏଫ୍ ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ, ୨ ଗିରଫ ୫ ବନ୍ଧୁକ ଜବତ
ଦୀର୍ଘଦିନରୁ କରିଆସୁଥିବା ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାସ ହୋଇଛି । ଯାହାଫଳରେ ଏହି କାମରେ ଲିପ୍ତ ଥିବା ୨ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
ମାଲକାନଗିରି ସୀମା ଦେଇ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ଜଗିବେ ଶିକ୍ଷକ ଓ ଅଧ୍ୟାପକ
ସୀମା ଦେଇ ମାଲକାନଗିରିକୁ ଆସୁଥିବା ପ୍ରବାସୀଙ୍କୁ ଶିକ୍ଷକମାନେ ଚେକିଂ କରିବେ । ତେବେ କାର୍ଯ୍ୟରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି
ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ-
ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । କୋଭିଡ କଟକଣା ଭିତରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ସମାପ୍ତ ହୋଇଛି ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୦୫ ତାରିଖ ୨୦୨୧ ମସିହା(ବୁଧବାର)
ଆଇପିଏଲ୍ ସ୍ଥଗିତରେ ବିସିସିଆଇକୁ ଝଟକା!
କୋଭିଡ-୧୯ କାରଣରୁ ମଙ୍ଗଳବାର ଅନିଶ୍ଚିତକାଳ ସମୟ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କୁ ସ୍ଥଗିତ କରି ଦିଆଯିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ପ୍ରସାରଣ ଓ ପ୍ରାୟୋଜକ ରାଶିରେ ୨୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇପାରେ
ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ, ଅତ୍ୟାବଶ୍ୟକ ସାମଗ୍ରୀ ସକାଳୁ ଖୋଲିଛି-
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେଉଛି। ଆସନ୍ତା ମେ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଟକଣା ବଳବତ୍ତର ରହିବ।
ପ୍ରଭାବ ଲକଡାଉନର: ବ୍ୟବସାୟୀ ବେପାର କରି ନପାରି ରାସ୍ତାରେ ଫୋପାଡିଲେ ପନିପରିବା-
ସଂକ୍ରମଣ ଚେନ୍ ରୋକିବାକୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଲକଡାଉନ ଘୋଷଣା କରିଥିବାବେଳେ ବଲାଙ୍ଗୀରରେ ପନିପରିବା ବ୍ୟବସାୟୀ ପରିବା ବିକ୍ରି ନକରିପାରି ରାସ୍ତାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି
ମେ ୭ ତାରିଖ ଯାଏଁ ୟୁପିରେ ବଢିଲା ଲକ୍ଡାଉନ୍ ଅବଧି, ବଳବତ୍ତର ରହିବ କଟକଣା
ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ୟୁପିରେ ଆଂଶିକ ଲକ୍ଡାଉନ୍ ଳାଗୁ କରାଯାଇଥିଲା । ଲକ୍ଡାଉନ୍ ସତ୍ତ୍ୱେ ବି ୟୁପିରେ କରୋନା ସଂକ୍ରମଣ ଆୟତ ହେଉନଥିବାରୁ ଏବେ ପୁଣି ଲକ୍ଡାଉନ୍ ଅବଧି କୁ ବଢାଇଛନ୍ତି ୟୁପି ସରକାର ।
2ବର୍ଷ ପୂରିଛି ବାତ୍ୟା ଫୋନି କୁ, ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ, ପଲିଥିନ ତଳେ କଟୁଛି ବିପନ୍ନଙ୍କ ଜୀବନ
ଫୋନି ବାତ୍ୟାକୁ ପୂରିଛି 2ବର୍ଷ । ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ । 2019 ମସିହା ମେ 3ତାରିଖରେ ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା ଫୋନି ରଚିଥିଲା ତାଣ୍ଡବ

