ରାଜ୍ୟରେ ଲାଗୁ ହେଉଥିବା ଲକଡାଉନ ସମୟରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକୁ ଅନୁମତି ମିଳିବ ବୋଲି କୁହାଯାଇଛି । ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ ଲାଗୁ ହେବ ନାହିଁ ।
Category: News
ରାଜ୍ୟରେ ବୁଧବାର ଠାରୁ ଲାଗୁ ହେଲା ୧୪ ଦିନିଆ ଲକଡାଉନ, ଲାଗିଲା ପ୍ରତିବନ୍ଧକ-
ରାଜ୍ୟସରକାର ରବିବାର ମେ ୫ (ବୁଧବାର) ସକାଳ ଠାରୁ ମେ ୧୯ (ବୁଧବାର) ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।
ଜ୍ୟୋତିଷ ବିଚାର
ଆଜିର ରାଶିଫଳ
ଅଦ୍ୟ ମଇ ମାସ ୦୨ ତାରିଖ ୨୦୨୧ ମସିହା(ରବିବାର)
ହିନ୍ଦୁଜା ହସ୍ପିଟାଲରେ ବଲିଉଡ ଭେଟେରାନ୍ ଦିଲ୍ଲୀପ କୁମାର
ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର ।
ମାତ୍ର କିଛି ସମୟର ଅପେକ୍ଷା , ୫ ରାଜ୍ୟର ନିର୍ବାଚନୀ ଫଳାଫଳ ବାହାରିବ, ଫୋକସ୍ ରେ ପଶ୍ଚିମବଙ୍ଗ ରେଜଲ୍ଟ
ଆଉ ମାତ୍ର କିଛି ସମୟର ଅପେକ୍ଷା । ଜଣାପଡ଼ିବ ଏଥର କିଏ ମାରିବ ବାଜି, କାହାର ହେବ ଜିତାପଟ୍, କିଏ ଗଢିବ ସରକାର?
ପରିବା ବୋଝେଇ ଭ୍ୟାନରେ ବିପୁଳ ପରିମାଣର ସବୁଜ ଜହର ଜବତ୍-
ରାଜ୍ୟରେ ନିଶା କାରବାର ବଢିଚାଲିଥବା ବେଳେ ବେଆଇନ୍ ସବୁଜ ଜହର ଚାଲାଣ ଏବେ ରାଜ୍ୟରେ ବେଧଡକ୍ ଚାଲିଛି । ଏହାରି ମଧ୍ୟରେ ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି କୋରାପୁଟ ଓ ମାଲକାନାଗିରି ଜିଲ୍ଲା
ଦେଶରେ ରିଲିଆନ୍ସ, ମାଗଣାରେ ଦୈନିକ ୧୦୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଉଛି-
ଭାରତର ସବୁଠୁ ବିତ୍ତଶାଳି କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରୀ ଏହାର ଉତ୍ସ ମାନଙ୍କରୁ ଭାରତରେ ସର୍ବାଧୀକ ମେଡିକାଲ ବ୍ୟବହାର ଯୁକ୍ତ ଅକ୍ସିଜେନ ଉତ୍ପାଦନ କରୁଛି
ଜ୍ୟୋତିଷ ବିଚାର
ଆଜିର ରାଶିଫଳ
ଅଦ୍ୟ ମଇ ମାସ ୦୧ ତାରିଖ ୨୦୨୧ ମସିହା(ଶନିବାର)
ତାଳଚେର MCL ହସ୍ପିଟାଲ କୋଭିଡ଼ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲା, ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ-
କୋଭିଡ଼ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲା ତାଳଚେର MCL ହସ୍ପିଟାଲ । ମିଳିଲା ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜିଠାରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ମେ’ ୧୫ ତାରିଖ ଯାଏଁ ବନ୍ଦ ରହିବ –
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭୁବନେଶ୍ବରସ୍ଥିତ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି

