ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇଛି ଭାରତ । ମ୍ୟାଚରେ ଅଧିନାୟକ ବିରାଟ କୋହଲି ଖେଳିଛନ୍ତି ଦମଦାର ଅର୍ଦ୍ଧଶତକୀୟ
Category: News
ବାଦାମ ପାହାଡ଼ ଲୁହା ପଥର ଖଣି ଶ୍ରମିକ ସଂଗଠନ ପକ୍ଷରୁ ଖଣି କାର୍ଯ୍ୟ ବନ୍ଦ
ବାଦାମ ପାହାଡ଼ ଅଞ୍ଚଳରେ ଶ୍ରମିକ ସଂଗଠନ ତରଫରୁ ଖଣି କାର୍ଯ୍ୟ ବନ୍ଦ କରାଯାଇଛି । ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବୀରେ ଏହି କାର୍ଯ୍ୟ ବନ୍ଦ ହୋଇଛି ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ କୁସୁମି ବ୍ଲକ ବାଦାମ ପାହାଡ଼ ଲୁହା
ଶିଶୁ କନ୍ୟା ଉପରେ ଚଢ଼ିଗଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ମୃତ୍ୟୁ
ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କତଲକଇଠା ଗାଁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୧୦ବର୍ଷର ଝିଅର ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ହୋଇଛି। ଗଜପତି ଜିଲ୍ଲା ରାୟଗଡ ପଟରୁ ଆସୁଥିବା ଏକ
ଘରୋଇକରଣ ବିରୋଧରେ ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ
କର୍ମଚାରୀ ସଂଗଠନର ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ଆଜିଠାରୁ ୨ ଦିନ ବ୍ୟାଙ୍କ ସେବା ପ୍ରଭାବିତ ହେବ । ନ୍ୟୁ ୟୁନିୟନର ସମ୍ମିଳିତ ସଂଗଠନ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କିଙ୍ଗ ୟୁନିୟନର ବୟାନ ଅନୁସାରେ ପ୍ରସ୍ତାବିତ
ଭୁବନେଶ୍ୱର ଆସୁଥିବା ତ୍ରିପାଠୀ ବସ ଦୁର୍ଘଟଣାଗ୍ରସ୍ତ, ହେଲପର ମୃତ 8 ଗୁରୁତର
ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ହେଲ୍ପରଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରର ସୋମପେଟା ନିକଟରେ ଆଜି ଭୋରୁ ବସ ଏକ ଟିପରକୁ ଧକ୍କା ଦେଇଥିବା ସୂଚନା
ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କଲେ
ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ଅସନ୍ତୋଷ । ବିଧାନସଭା ଭିତରେ ତାତି । ବାହାରେ ବି ଚାଷୀ ହୀନସ୍ତା ହେଉଛନ୍ତି । ମଣ୍ଡିରେ ଧାନ କିଣା ଯାଉ ନଥିବା ଅଭିଯୋଗରେ ତାତିଲେ କେନ୍ଦୁଝର ଜିଲ୍ଲା
ଆଜିଠୁ ୪ ଦିନ ଯାଏଁ ବ୍ୟାଙ୍କ ବନ୍ଦ
୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରାଯାଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ଵାରା ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ୨ ଦିନ ଥିଲେ ମଧ୍ୟ ଲଗାତାର ୪
କୋରାପୁଟ ଜିଲ୍ଲାରେ ଜଙ୍ଗଲ ନିଆଁ ଲିଭାଇଲେ ମହିଳା ସରପଞ୍ଚ
ରାଜ୍ୟରେ ଜଙ୍ଗଲ ନିଆଁ ଲିଭିବାର ନାଁ ନେଉନାହିଁ । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଜଙ୍ଗଲରେ ନିଆଁ ମାଡିଚାଲିଛି । ତେବେ ସରପଞ୍ଚ ହେବ ତ ଏମିତି । ସାବାସ ପ୍ରତିମା । କୋରାପୁଟ ଜିଲ୍ଲାରେ ଜଙ୍ଗଲ ନିଆଁ ଲିଭାଇଲେ
୧୬ରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ୍ କ୍ଲାସ : ଭିସୁଟ୍ କୁଳପତି ଭି.ଭି ପତି
ଗତ ମାସ ୨୭ ତାରିଖରେ ଭିସୁଟରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା କୁହାଯାଉଥିବା ବେଳେ ଏହା ଭୁଲ୍ ବୋଲି ପ୍ରମାଣିତ ହେବାପରେ କଣ୍ଟେନମେଣ୍ଟ ଜୋନ୍ ସବୁ ହଟାଯାଇଛି ଏବଂ ଭିସୁଟ୍ କୁଳପତି ଭି.ଭି
ISRO ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଙ୍ଗ ରକେଟ୍ RH-560 , ବାୟୂମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ହେବ ସହାୟକ
ଇସ୍ରୋ ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଙ୍ଗ ରକେଟ୍ ଆରଏଚ୍-୫୬୦। ବାୟୂମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ଆଶାରେ ଏହି ରକେଟ୍ କୁ ଇସ୍ରୋ ଦ୍ୱାରା ଲଞ୍ଚ କରାଯାଇଛି । ଶୁକ୍ରବାର ରାତିରେ ଶ୍ରୀହରିକୋଟ୍ଟାରୁ ଏହି ରକଟେ୍