ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ମମତା ବାନାର୍ଜୀଙ୍କ ଆହତ ନେଇ ତୃଣମୂଳ କଂଗ୍ରେସର ନେତାମାନେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ପଶ୍ଚିମବଙ୍ଗର
Category: News
ଏପ୍ରିଲ ମାସରୁ ସ୍କୁଲରେ ଆଉ ରବିବାର ହେବନାହିଁ କ୍ଲାସ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ
କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ
ନୌ-ସେନାରେ ସାମିଲ୍ ହେଲା ‘ସାଇଲେଣ୍ଟ କିଲର’ ବୁଡ଼ାଜାହାଜ INS କରଞ୍ଜ
ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ
ଦୁର୍ଘଟଣା ନେଲା ଦୁଇ ଶିଶୁଙ୍କ ଜୀବନ, ବାପା-ମାଆ ଗୁରୁତର
ଧକ୍କା ଦେବା ପରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଦୁଇ ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଶାବୁଳିଆ ଛକରେ ଏହି ମର୍ମନ୍ତୁଦ
ତାତିଲେ ଚାଷୀ, ରାଜପଥରେ ଧାନ ଢାଳି ଉତ୍ୟକ୍ତଙ୍କ ରାସ୍ତା ଅବରୋଧ
ଧାନକିଣାରେଅନିୟିତତା ନେଇତାତିଲେଚାଷୀ।ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି । କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି । ଏହାର ପ୍ରତିବାଦରେ ରାଜପଥ ଉପରେ ଧାନ ଢାଳି ରାସ୍ତାରୋକ କଲେ ଚାଷୀ । ଭଦ୍ରକ ଆନନ୍ଦପୁରରେ ଦୀର୍ଘ ଦିନ ହେବ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନକିଣାରେ ଅନିୟମିତତା ଦେଖାଦେଉଛି । ଟୋକନ ବ୍ୟବସ୍ଥାରେଚାଷୀଅସନ୍ତୋଷବଢିବାରେଲାଗିଛି ।ତେବେଧାନକିଣାରସମାଧାନନହେବାରୁ 53 ନଂ ରାଜ୍ୟ ରାଜପଥ ଉପରେ ଚାଷୀ ଧାନ ଢାଳି ରାସ୍ତାରୋକ କରିଛନ୍ତି । ନବ ନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ଏହି ରାସ୍ତାରୋକରେ ସାମିଲ ହୋଇଛି । ଚାଷୀଙ୍କ କହିବାନୁସାରେ, ଟୋକନ ମିଳିଥିଲେ ମଧ୍ୟ ଟୋକାନର ଅବଧି ସରିଯାଇଛି । ସେବା ସମବାୟ ସମିତି ଧାନ କିଣୁନାହଁ ।ଦଲାଲଙ୍କଠାରୁ
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି ।
ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ
ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍
ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍ । ମାଉସୀ ମା ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା
ଆନ୍ତଃରାଜ୍ୟ ଚୋରା ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ
ଗତକାଲି ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ମୋଟୁ ଚେକ ପୋଷ୍ଟରେ ଯାଞ୍ଚ୍ ବେଳେ ଓଡ଼ି୧୦ ଏଲ୍ ୩୧୧୧ ଗାଲାକ୍ସି ବିଶ୍ଵାଳ ନାମକ ଏକ ଘରୋଇ ବସରୁ ୨ ଲକ୍ଷ ଟଙ୍କାର ୩୮ କେଜି ଗଞ୍ଜେଇ
କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’
ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି ।
ଜଣେ ସ୍ମଗଲର ଗିରଫ, କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ