ରାଜ୍ୟ କ୍ୟବିନେଟ୍‌,ଆଜି ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର-

ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର‌୍ୟ୍ୟକ୍ରମ ରହିଛି ।

ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡିଲେ ମଧ୍ୟସ୍ତି

ଏକ ଅଭାବନୀୟ କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଗତ ବୁଧବାର ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପୋଲିସ ଷ୍ଟେସନ ଅନ୍ତର୍ଗତ ଆନ୍ଧ୍ରଡେରା ଗ୍ରାମରେ ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିବା ବେଳେ ମଧ୍ୟସ୍ତି କରୁଥିବା କିଛି ବ୍ୟକ୍ତିଙ୍କୁ କ୍ରୋଧ ଜର୍ଜରିତ ସ୍ୱାମୀ ଟ୍ରାକ୍ଟର ଚଢାଇ ହତ୍ୟା କରିଥିବା ଅଭିଯାଗ ହୋଇଛି ।

ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ: ଥାନାରେ ଏତଲା ଦେଲା ମା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରୁ ଏଭଳି ଅଭିଯୋଗ ଆସିଛି । ଜଣେ ମା ନିଜେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ ।

ଏକାଧିକ ଯୁବତୀଙ୍କ ବର ପ୍ରିୟବ୍ରତ ଦାଶ ଗିରଫ

କମିଶନରେଟ ପୋଲିସ ଜଣେ ସିରିଜ ବିବାହ କରୁଥିବା ବିଲ୍ଡରଙ୍କୁ ଗିରଫ କରିଛି । ସେ ପେଶାରେ ବିଲ୍ଡର କିନ୍ତୁ ନିଶାରେ ଏକାଧିକ ଯୁବତୀଙ୍କ ବର । ବିଲ୍ଡର କହି ମୋଟା ଅଙ୍କର ଯୌତୁକ ମଧ୍ୟ ଆଣୁଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ

ଗତକାଲିର ସମ୍ପ୍ରସାରଣରେ ମୋଟ ୪୩ ଜଣ ନୂତନ ସଦସ୍ୟ ଶପଥ ଗ୍ରହଣ କରିଥିଲେ, ଯାହା ୨୦୧୯ରେ କ୍ଷମତାକୁ ଫେରିବା ପରେ ଏନଡିଏ ସରକାରରେ ପ୍ରଥମ ଟିମ୍ । ମନ୍ତ୍ରୀ ପରିଷଦ ବର୍ତ୍ତମାନ ୭୭ରେ ପହଞ୍ଚିଛି, ମୋଦି ସରକାରଙ୍କ କାର‌୍ୟ୍ୟକାଳ ମଧ୍ୟରେ ସର୍ବୋଚ୍ଚ କ୍ଷମତା ।

ପୁରୀରୁ ୨୦୨୨ରେ ଉଡିବ ବିମାନ- ପରିବହନ ମନ୍ତ୍ରୀ

ପୁରୀରୁ ୨୦୨୨ରେ ବିମାନ ଉଡିବ ବୋଲି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ସବୁ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରାଇପ ଉନ୍ନତି

୭ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ସତର୍କ ସୂଚନା ଜାରି-

ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲା କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ବର , ଗଞ୍ଜାମ , କନ୍ଧମାଳ ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ତୃତୀୟ ଲହରର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ-

କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ କମିନଥିବା ବେଳେ ତୃତୀୟ ଲହର ଭୟ ବଢିଛି । ଯାହାକୁ ନେଇ ସବୁ ସ୍ତରରେ ପ୍ରସ୍ତୁତି କରାଯାଉଛି।

ଆଜିଠାରୁ ମାଟ୍ରିକ ପରୀକ୍ଷାର ଅଫଲାଇନ ଫର୍ମ ପୂରଣ, ୧୪ ଜୁଲାଇ ଶେଷ ତାରିଖ-

ମାଟ୍ରିକ ପରୀକ୍ଷା ପାଇଁ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଲାଗି ଆଜିଠାରୁ ଅନଲାଇନ ଫର୍ମପୂରଣ କରିପାରିବେ ।

1 71 72 73 74 75 177