ଚାରି ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତ । ଆସନ୍ତା ଜୁଲାଇରେ ଚନ୍ଦ୍ରାୟନ -୩ ଲଞ୍ଚ କରିବ ଇସ୍ରୋ । ଚନ୍ଦ୍ରାୟନ-୨ ମିଶନରୁ ମିଳିଥିବା ଶିକ୍ଷା ଓ
Category: International
ଇଣ୍ଡୋନେସିଆର କଳିଙ୍ଗ ମହୋତ୍ସବରେ କଳା ପ୍ରଦର୍ଶନ କରିବେ ଛତ୍ରପୁରର ଗୁରୁ ଅଳକାସାହୁଙ୍କ ଟିମ
ଇଣ୍ଡୋନେସିଆ ବାଲି ରେ କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ l ଏଥିରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ
ଆଜି ବିଶ୍ୱ ହେପାଟାଇଟିସ୍ ଦିବସ: ପ୍ରତିମାସରେ ଭର୍ତ୍ତି ହେଉଛନ୍ତି ୨ ଶହ ରୋଗୀ
ଆଜି ବିଶ୍ବ ହେପାଟାଇଟିସ୍ ଦିବସ। ହେପାଟାଇଟିସ୍ ‘ବି’ ରୋଗ ଏଡ୍ସଠାରୁ ବି ଭୟଙ୍କର। ଯଦି ପରିସଂଖ୍ୟାନ ଦେଖାଯାଏ ତାହେଲେ ଭାରତରେ ୪ରୁ ୭ ପ୍ରତିଶତ ଓ ଓଡିଶାରେ ୩ରୁ ୪ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ
ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ଚଳିତବର୍ଷ ୪ରୁ ୫ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆଶଙ୍କା
ପୁରୀ :ଆଉ ତିନି ଦିନ ପରେ ଅର୍ଥାତ ଜୁନ୍ ୧୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଗତ ଦୁଇ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ଏହି ଯାତ୍ରା । ଏଥିପାଇଁ
ଭାରତ ବିଶ୍ବକପରେ ପାକିସ୍ତାନ ଠାରୁ ୧୦ ୱିକେଟରେ ପରାସ୍ତ –
ଭାରତକୁ ପ୍ରଥମ ଥର ପାଇଁ ବିଶ୍ବକପରେ ପାକିସ୍ତାନ ଠାରୁ ହାରିବାକୁ ପଡ଼ିଛି।
ଲଡର୍ସରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ଟିମ୍ରେ ମୋଇନ ଅଲିଙ୍କ ସାମିଲ-
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଲଡର୍ସର ଐତିହାସିକ ପଡ଼ିଆରେ ଏହି ମୁକାବିଲା ହେବ ।
ହକୀ ତାରକାଙ୍କୁ ସମ୍ବର୍ଦ୍ଧନା କଲେ ମଖ୍ୟମନ୍ତ୍ରୀ,ପୁରୁଷଙ୍କୁ ୨.୫ କୋଟି ସହିତ ଚାକିରି ଏବଂ ମହିଳାଙ୍କୁ ୫୦ ଲକ୍ଷ ପୁରସ୍କାର ପ୍ରଦାନ
ମୁଖ୍ୟମନ୍ତ୍ରୀ ଖେଳାଳି ମାନଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ଏବବଂ ଭବିଶ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯେଅଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଥିଲେ ।
ଦୂତୀଙ୍କ ପରାଜୟକୁ ନେଇ ଭଉଣୀ ସରସ୍ୱତୀ ଆଣିଲେ ସଙ୍ଗୀନ ଅଭିଯୋଗ-
୧୦୦ ମିଟର ଦୌଡ ପରେ ଆଜି ୨୦୦ ମିଟର ଦୌଡରେ ବି ଓଡ଼ିଶାର ଦୌଡରାଣୀ ଦୂତୀଚାନ୍ଦ ପରାଜୟ କରିବା ପରେ ରାଜ୍ୟ ବାସୀଙ୍କ ସମେତ ଦେଶ ବାସୀଙ୍କୁ ବି ନିରାଶ କରିଛନ୍ତି ଦୂତୀ ।
ଅଲମ୍ପିକରେ ଖାତା ଖୋଲିଲା ଭାରତ, ମିରା ବାଇ ଚାନୁ ଭାରତ ପାଇଁ ଗର୍ବ ଆଣିଲେ-
୪୯ କେଜି ବର୍ଗର ରୌପ୍ୟ ପଦକ ଜିତିଲେ ଓ ଭାରତ ପାଇଁ ଗର୍ବ ଆଣିଲେ ମିରା ବାଇ ଚାନୁ । ଦୀର୍ଘ ୨୧ ବର୍ଷ ପରେ ଭାରତକୁ ପୁଣି ରୌପ୍ୟ ପଦକ ମିଳିଛି ।
ଟୋକିଓ ଅଲିମ୍ପିକ୍: ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି –
ଟୋକିଓ ଅଲିମ୍ପିକ୍ର ଦ୍ୱୀତିୟ ଦିନରେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ ରେ ପରାସ୍ତ କରି ଏକ ସକାରାତ୍ମକ ଭାବନା ସହ ଅଲିମ୍ପିକ୍ ଅଭିଯାନ କରିଛି । ଭାରତ ଏହି ମ୍ୟାଚ୍ରୁ ତିନି ପଏଣ୍ଟ ପାଇଥିବା ବେଳେ ଏହା ଦଳକୁ ଆଗାମୀ ମ୍ୟାଚ୍ ପାଇଁ ପ୍ରେରଣା ଯୋଗାଇବ।