ସିଆ ମହାଦେଶର ଦୁଇ ପଡୋଷି ରାଷ୍ଟ୍ର କିର୍ଗିଜସ୍ତାନ୍ ଏବଂ ତାଜିକିସ୍ତାନ ମଧ୍ୟରେ ଗତ ବୁଧବାର ଦିନ ପାଣୀ ପାଇଁ ସ୍ଥାନିୟ ଲୋକ ମାନଙ୍କ ଭିତରେ ସଂଘର୍ସ ଘଟିଛି
Category: International
ନିଆଁ ଲାଗି ଇରIକ୍ର କୋଭିଡ ହସପିଟାଲ୍ରେ ୮୨ ମୃତ, ୧୧୦ ଗୁରୁତର ଆହାତ
ଇରାକର ବାଗଦାଦ ସହରର ଏକ ଡାକ୍ତରଖାନ ନିକଟରେ ଗୋଟିଏ ଅକ୍ସିଜେନ ଟ୍ୟାଙ୍କର ବିସ୍ପୋରଣ ହେବା ଫଳରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୧୦ ଜଣ ଗୁରୁତର ଭାବରେ ଆହାତ ହୋଇଛନ୍ତି ।
ଫ୍ରାନ୍ସର କୋଟିପତି ଓଲିଭିୟର ଡସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ, ରାଷ୍ଟ୍ରପତି ମାଇକ୍ରୋ ଜଣାଇଲେ ଶୋକ
ଫ୍ରାନ୍ସର କୋଟିପତି ଓଲିଭିୟର ଡସଲ୍ଟ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି । ଡସଲ୍ଟଙ୍କ ମୃତ୍ୟୁରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାଇକ୍ରୋ ଶୋକ ଜଣାଇଛନ୍ତି । ସୂଚନାଯୋଗ୍ୟ, ଡସଲ୍ଟ ଫ୍ରାନ୍ସର ସାଂସଦ ମଧ୍ୟ ଥିଲେ
ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ
ଭାରତର ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଆଜି ଆମେରିକାର ନର୍ଥଇଷ୍ଟର୍ଣ୍ଣ ୟୁନିଭରସିଟି ବିଶ୍ୱବିଦ୍ୟାଳୟ ସମ୍ମାନିତ କରିଛି । ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ନେଇ ତାଙ୍କ ବିଶ୍ୱ ନାଗରିକତା ରାଜଦୂତ
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ; ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା
ଇଂଲଣ୍ଡଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା ଇଂଲଣ୍ଡ । ଚତୁର୍ଥ ଇଂନିସରେ ଭାରତକୁ ବିଜୟ ପାଇଁ ୪୨୦ ରନ ଆବଶ୍ୟକ ହେଉଥିବା ବେଳେ ଭାରତ ମାତ୍ର ୧୯୨
ଟେଷ୍ଟ କ୍ରିକେଟରେ ୱେଷ୍ଟଇଣ୍ଡିଜର ବିସ୍ଫୋରଣ, ଏସିଆରେ ବଡ଼ ଟାର୍ଗେଟ କଲା ପୂରଣ:
ବାଂଲାଦେଶ ବିପକ୍ଷରେ ୱେଷ୍ଟଇଣ୍ଡିଜ ୨ଟି ଟେଷ୍ଟମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମ ମ୍ୟାଚ ଜିତି ଇତିହାସ ରଚିଛି । ବାଂଲାଦେଶର ଚଟଗାଁରେ ଖେଳାଯାଇଥିବା ଏହି ମ୍ୟାଚରେ ୩୯୫ ରନର ବିଜୟ ଲକ୍ଷ୍ୟ ହାସଲ କରିବା ସହିତ
ଚେନ୍ନାଇ ଟେଷ୍ଟର ପ୍ରଥମ ଇଂନିସରେ ୬୦୦-୭୦୦ ରନ କରିବାର ଲକ୍ଷ୍ୟ ରଖିଛି ଇଂଲଣ୍ଡ
ଭାରତ-ଇଂଲଣ୍ଡ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୬୩ ରନ ସ୍କୋର କରିଛି ଇଂଲଣ୍ଡ । ତେବେ ଏହି ପ୍ରଥମ ଇଂନିସରେ ଇଂଲଣ୍ଡ ୬୦୦ ରୁ
ମିଆଁମାର ପ୍ରସଙ୍ଗରେ ମୁଣ୍ଡ ଖେଳାଇଲା ଡ୍ରାଗନ:କହିଲା-‘ସେନା କାର୍ଯ୍ୟାନୁଷ୍ଠାନ ଠିକ୍’
ସୂଚନାଯୋଗ୍ୟ ଯେ, ମିଆଁମାରରେ ସୋମବାର ଦିନ ସେନା ଆଙ୍ଗ୍ ମାନ ସୁ କି, ରାଷ୍ଟ୍ରପତି ବିନ୍ ମିଂଟ୍ ଏବଂ ଶାସନରେ ଥିବା ପାର୍ଟିର ଅନ୍ୟ ବରିଷ୍ଠ ନେତାଙ୍କୁ ଗିରଫ କରିଥିଲା । ଏହାପରେ ସେନା
କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଅଶକୋ ଦିଣ୍ଡା ।
ଡାହାଣ ହାତୀ ପେସ୍ ବୋଲର ଅଶୋକ ଦିଣ୍ଡା । ୨୦୦୯ରେ ଶ୍ରୀଲକ୍ଷ ବିପକ୍ଷ ଟି-୨୦ ମ୍ୟାଚରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୧୦ରେ ଜିମ୍ବାଓ୍ୱେ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ ଅଶୋକ
ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କିଙ୍ଗ କୋହଲି
ଚେପକ: ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ

