କରୋନା ଆତଙ୍କ ମାଓ ସଙ୍ଗଠନରେ: ଭୟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ମାଓ ସଙ୍ଗଠନରେ ଏବେ କରୋନା ଆତଙ୍କ ଦେଖାଦେଇଛି । ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ଥିବା ନିକଟରେ ଦାନ୍ତେଓ୍ୱାଡା ଏସପି କହିଥିଲେ ।

ଏଣିକି ନିଜ ଘରେ କରିପାରିବେ କୋଭିଡ୍ ଟେଷ୍ଟ :‘ହୋମ୍ କୋଭିଡ୍ କିଟ୍‌’ କୁ ଆଇସିଏମଆର ର ଅନୁମତି-

ଏଣିକି କରୋନା ଟେଷ୍ଟ କରାଇବାକୁ ଆଉ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଅପେକ୍ଷା କରିବାକୁ ପଡିବନି । ନିଜ ଘରେ ମାତ୍ର କେଇ ମିନିଟ୍ ରେ ଆପଣ ବି କରିପାରିବେ ନିଜର କରୋନା ଟେଷ୍ଟ ।

କରୋନା ମହାମାରୀ ଯୋଗୁଁ ଏସିଆ କପ୍ ଟି-୨୦ ବାତିଲ୍‌-

ସଂକ୍ରମଣ ଯୋଗୁଁ ଚିକିତ୍ସା ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ କରାଯାଉଛି । ଆଇପିଏଲ୍‌-୨୦୨୧ ଅଧାରୁ ସ୍ଥଗିତ କରି ଦିଆଯିବା ପରେ ଏବେ ଏସିଆ କପ୍ ଟି-୨୦କୁ ବାତିଲ କରିବାକୁ ପଡ଼ିଛି ।

୭୦ ବର୍ଷରେ ପ୍ରଥମ ଥର ଦିଲ୍ଲୀ-ଏନ୍‌ସିଆରରେ ଏଭଳି ପାଣିପାଗ,

ସାମୁଦ୍ରିକ ଝଡ଼ ତାଉତେ ଦୁର୍ବଳ ହୋଇସାରିଛି । କିନ୍ତୁ ଜାତୀୟ ରାଜଧାନୀରେ ଏହାର ପ୍ରଭାବ କମ ହୋଇନାହିଁ । ଦିଲ୍ଲୀ ଓ ଏନ୍‌ସିଆରରେ ୨ ଦିନ ହେବ ଲଗାତାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି ।

କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ଚାଷୀଙ୍କୁ ଡିଏପି ସାର ଉପରେ ୧୪୦ ପ୍ରତିଶତ ସବ୍‌ସିଡ଼ି ମିଳିବ-

ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଡିଏପି ସାର ଉପରେ ଚାଷୀଙ୍କୁ ୧୪୦ ପ୍ରତିଶତ ସବସିଡ଼ି ମିଳିବ । ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ ।

ହାଇକୋର୍ଟ ୨୦ରୁ ୨୭ ତାରିଖ ଯାଏ ବନ୍ଦ, କିଛି ଷ୍ଟାଫ୍ ସଂକ୍ରମିତ ଚିହ୍ନଟ –

ଓଡିଶା ହାଇକୋର୍ଟର ଅନେକ ବିଚାର ପତି ଏବଂ ବିଭୀନ୍ନ ଷ୍ଟାଫ୍ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି ।ଏହି ନିଷ୍ପତି ଅନୁିଯାଇ ଆସନ୍ତା ୨୦ ତାରିଖରୁ ୨୭ ତାରିଖ ପର୍ଯୟନ୍ତ ହାଇକୋର୍ଟକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି ।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନାରେ ଆକ୍ରାନ୍ତ ହେଲେ

କରୋନାରେ ଆକ୍ରାନ୍ତ ହେଲେ ୭୭ ବର୍ଷୀୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଡାକ୍ତରମାନେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

ମେ ୨୩ରୁ ୨୫ ମଧ୍ୟରେ ସୁନ୍ଦରବନରେ ଅବତରଣ କରିବ ମହାବାତ୍ୟା ୟଶ୍, ସତର୍କ ସୂଚନା ଜାରି

ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ମହାବାତ୍ୟା ୟଶ୍ ମେ ୨୩ରୁ ୨୫ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ଅବତରଣ କରିବ ଓ ବାଂଲାଦେଶ ଆଡକୁ ଯିବ।

ଆଜି ଗୁଜରାଟ ଓ ଦମନର ବାତ୍ୟା ପ୍ରଭାବିତ ଅଂଚଳକୁ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସର୍ଭେ କରିବେ ଏବଂ କ୍ଷୟକ୍ଷତିର ଆକଳନ କରିବେ

ପ୍ରଧାନମନ୍ତ୍ରୀ ସାମୁଦ୍ରୀକ ବାତ୍ୟା ‘ତାଉତେ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ବାତ୍ୟା ଯୋଗୁଁ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

1 11 12 13 14 15 34