ଖବର ଆଜିର : ତାରିଖ ୧୩/୦୬/୨୩, ମଙ୍ଗଳବାର

୧-ଭୁବନେଶ୍ୱର : ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ,ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨-ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ

ଖବର ଆଜିର : ତାରିଖ ୦୯/୦୬/୨୩, ଶୁକ୍ରବାର

୧-ଗାଡ଼ିରେ HSRP ନମ୍ବର ଲଗାଇନଥିବା ଲୋକ ହୋଇଯାଆନ୍ତୁ ସାବଧାନ, ୨୩ ପରେ କଟିବ ଚାଲାଣ। ୨-ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ, ଉତ୍ତୀର୍ଣ୍ଣ ହାର ୭୮.୮୮%,+୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର

ଆସନ୍ତା ୨୩ରେ ପାଟନାରେ ମହାମେଳି କରିବେ ବିରୋଧୀ

 ଆସନ୍ତା ୨୩ରେ ବିରୋଧୀଙ୍କ ମେଗା ସୋ । ପାଟନାରେ ହେବାକୁ ଥିବା ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ

ଖବର ଆଜିର :ତାରିଖ ୦୭/୦୬/୨୩, ବୁଧବାର

୧-ବିଧାନସଭା ସ୍ଥାୟୀ କମିଟିର ନିଷ୍ପତ୍ତି: ଖୋଲିବ ୧୦ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ। ୨-ଇଛାଧିନ କୋଟାରେ ଏକାଧିକ ପ୍ଲଟ୍ ଆବଣ୍ଟନ ପ୍ରସଙ୍ଗ: ମୁକୁଳିଲେଣି ୨୦୦ରୁ ଉର୍ଦ୍ଧ୍ବ ଏକକ ହିତାଧିକାରୀ। ୩-ବାଲେଶ୍ଵର: ଦୁର୍ଘଟଣାର ଚତୁର୍ଥ ଦିନରେ ୯

୧୨୦୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୧୨୦୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ

ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନବେଦୀରେ ତିନି ଠାକୁର

ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ଡୁଙ୍ଗୁରିପାଲି ଷ୍ଟେସନରେ ଇସ୍ପାତ ଟ୍ରେନର ଶୁଭାରମ୍ଭ

ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନ ଠାରେ ବହୁ ଦିନ ର ପ୍ରତୀକ୍ଷା ର ଅନ୍ତ ଘଟିଲା ଯୋଉଟା କି ଆଜି ସନ୍ଧ୍ୟା 6ଟା ରୂ ଇସ୍ପାତ ଟ୍ରେନ ଡୁଙ୍ଗୁରିପାଲି ଷ୍ଟେସନ ରୂ

ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଦୁଇ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଭିତରେ ହୋଇଥିବା ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶେଷ ଖବର ସୁଦ୍ଧା

ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ରେଳ ଦୁର୍ଘଟଣା

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ

ପ୍ରଶାନ୍ତୀରୁ ବାହାରି ସୁବର୍ଣ୍ଣପୁରରେ ପହଞ୍ଚିଲା ଶ୍ରୀ ସତ୍ୟ ସାଇଙ୍କ ଦିବ୍ୟ ପାଦୁକା ରଥ

ପୁଟ୍ଟପର୍ତ୍ତୀ ପ୍ରଶାନ୍ତି ରୁ ଯାତ୍ରା ଆରମ୍ଭ କରି ଓଡିଶା ର ପ୍ରତ୍ୟେକ ଜ଼ିଲ୍ଲା ଓ ଗାଁ ଗାଁ ରେ ପହଂଚି ଶାନ୍ତି ଓ ପ୍ରେମର ବାର୍ତ୍ତା ର ସଚେତନତା କରାଉଥିବା ଶ୍ରୀ ସତ୍ୟ ସାଇ