ମହିଳା ଆରୋଗ୍ୟ ସମିତି ଦ୍ବାରା ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ବଡଖେମୁଣ୍ଡି ଭଣ୍ଡାରି ସାହି ମହିଳା ଆରୋଗ୍ୟ ସମିତି ଦ୍ବାରା ରାଜ୍ୟ ସରକାରଙ୍କ ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଦ୍ଵାରା ଏକ ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମହିଳା ଆରୋଗ୍ୟ ସମିତିର ସଭନେତ୍ରୀ

ନୃସିଂହନାଥ ଝରଣାରେ ଗାଧୋଉଥିବା ବେଳେ ଯୁବକଙ୍କ ମୃତ୍ୟୁ

ବରଗଡ଼ ଜିଲ୍ଲା ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଝରଣାରେ ଗାଧେଇବା ସମୟରେ ଅଘଟଣ ଘଟିଛି। ବରଗଡ଼ ନିକଟସ୍ଥ ଚକୁଲି ଫାର୍ମ ଅଞ୍ଚଳରୁ କିଛି ଯାତ୍ରୀ ଭୀମଧାର ଜଳପ୍ରପାତରେ ଗାଧୋଇବା ପାଇଁ

ଜ୍ୟୋତିଷ ବିଚାର ୦୩/୦୬/୨୦୨୩(ଶନିବାର)

ମେଷ: କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ମାନ ସମ୍ମାନ ବୃଦ୍ଧି ପାଇବ। ଜରୁରି କାମ ପୂରା ହେବା ସମ୍ଭାବନା ଅଧିକ। ପରିବାର ଲୋକ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି। ବୃଷ: ପୁରୁଣା ଦିନରୁ କରୁଥିବା

ନୂତନ କାରାଗାର ଗୃହ ପ୍ରତୀଷ୍ଟା ଓ କାରାଗାର ବାସିଙ୍କ ସୁଧାର କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରର ମୁଖ୍ୟ ଜିଲ୍ଲା ଜେଲ ଅଧିକାରୀ ଶ୍ରୀମତୀ ରଶ୍ମି ପ୍ରଭା ରଏ ଏବଂ ପୂର୍ବତନ ଜିଲ୍ଲା ଚିକିତ୍ସା ଅଧିକାରୀ ଜଳନ୍ଧର ମେହେର ଙ୍କ ତତ୍ତ୍ୱାବଧାନରେ ମୂଖ୍ୟ

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ ଘଟି ୨ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମ ନିକଟ ସମୁଦ୍ରରେ ଗାଧୋଇବା ବେଳେ ସମୁଦ୍ର ପାଣିରେ ବୁଡ଼ିଯିବା ଘଟଣାରେ ନିଖୋଜ ଛାତ୍ରୀଙ୍କ ମୃତ ଦେହ ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ

ସାହୁପଡ଼ାରେ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଖଡ଼ିଆଳ NAC ର 5 ନଂ ୱାର୍ଡ ସାହୁପଡ଼ା ରେ ଷୋହଳ ପ୍ରହରୀ ନାମ ଯଜ୍ଞରେ କଳଷ ଯାତ୍ରା ଶେଷ ହୋଇ ରାମନାମ ଆରମ୍ଭ ହୋଇଯାଇଛି l ବର୍ଷ 2015 ରୁ ଷୋହଳ ପ୍ରହରୀ

ଡାକ ବିଭାଗର ଠକାମୀ ଅଭିଯୋଗରେ ଦୁଇ କର୍ମ ଚାରିଙ୍କୁ ଅଟକ ରଖିଲେ ହିତାଧିକାରୀ

ଭଦ୍ରକ ଜିଲ୍ଲା, ବନ୍ତ ବ୍ଲକ, ରାମପୁର ପଞ୍ଚାୟତ, ଅଧିନସ୍ତ ଅଳାଉତି, ଜାମଝାଡ଼ି ଗ୍ରାମରେ ଅବସ୍ଥିତ ପୋଷ୍ଟ ଅଫିସରେ ଠକାଇ ନେଇ, ଦୁଇଜଣ ପୋଷ୍ଟାଲ କର୍ମ ଚାରି ଙ୍କୁ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଅଟକ

ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ: ମୁଖ୍ୟମନ୍ତ୍ରୀ

ଟ୍ରେନ୍ ଦୁଘର୍ଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ । ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ହେବ । ଶୋକ ପାଳନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଅମଲା ସଂଘ

ବରଗଡ଼, ମିଶନ ଗ୍ରେଡ ପେ ୪୨ ଶହ ଲାଗୁ କରିବା ଦାବିରେ ଅମଲା ସଂଘ ତରଫରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜୁନ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ

ନୂଆପଡା ରେ ପୁଣି ବାଘ ଆତଙ୍କ

ନୂଆପଡା ଜିଲ୍ଲା ସଦର ରେଞ୍ଜ କୁକୁଡାଟାଲ ଗାଁ ପାଖ ମୁଶରଙ୍ଗି ଜଙ୍ଗଲ ପଥର ଉପରେ ଏକ ବାଘ ବସିଥିବାର ଦେଖି ଲୋକ ଭୟଭୀତ ହୋଇପଡିଛନ୍ତି। ପୂର୍ବରୁ ସେହି ପଥର ଉପରେ ଦୁଇଟି ବାଘ ବସିଥିବା

1 15 16 17 18 19 121