ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ ବଦଳି ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ 

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ। ବୁଧବାର କଳାହାଣ୍ଡି ଜିଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଣିକି ଏହା ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ନାମରେ ଜଣାଯିବ। ଏହା

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌

ମୁଖ୍ୟମନ୍ତ୍ରୀ, ୨୦୨୪ ଜାନୁୟାରି ପହିଲାରେ ମେଟ୍ରୋ ରେଳର ଶିଳାନ୍ୟାସ କରିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ ୪.୩୦ ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ

ବାପାର ଗୋଇଠା ମାଡ଼ରେ ଗର୍ଭବତୀ ଝିଅର ଜୀବନ ଚାଲିଗଲା

ବାପାର ଗୋଇଠା ମାଡ଼ରେ ଗର୍ଭବତୀ ଝିଅର ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ପଥରଖଣି ଗାଁରେ । ଏ ଘଟଣା ପାରିବାରିକ କହଳରୁ ଘଟିଥିବା କୁହାଯାଉଛି।  ସ୍ବାମୀଙ୍କ ମୃତ୍ୟୁପରେ

ରାଶିଫଳ: ରବିବାର, ଅକ୍ଟୋବର ୨୯ ତାରିଖ

ଆଜିର ଯାତ୍ରାରେ ଅଭିଳଷିତ ଫଳ ମିଳିବ। ପାରିବାରିକ ସ୍ତରରେ ଜମିଜମାକୁ ନେଇ ଟଣା ଓଟରା ବଢ଼ିପାରେ। ଅ-ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ଶାରୀରିକ ଅସୁସ୍ଥତା କେତେକ ପ୍ରତିବନ୍ଧକର କାରଣ ହୋଇପାରେ। ସର୍ବଦା ଅନ୍ୟମନସ୍କ ରହିବା କାରଣରୁ

ଖବର ଆଜିର : ତାରିଖ ୨୯/୧୦/୨୩, ରବିବାର

୧-ଗ୍ରହଣ ପାଇଁ ସଅଳ ସରିଲା କୁଆଁର ପୂନେଇଁ ପୂଜା, ଚନ୍ଦ୍ରକୁ ନଦେଖି ଦିନରେ ଆଞ୍ଜୁଳି ଟେକିଲେ କୁମାରୀ। ୨-ଆଜିଠୁ କାର୍ତ୍ତିକ ବ୍ରତ,ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ପହଞ୍ଚିଲେ ବ୍ରତଧାରୀ। ୩-ଧନଧାତ୍ରୀ ମା’ ଗଜଲକ୍ଷ୍ମୀଙ୍କ

ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ

ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ ମିଳିଛି। ଅମ୍ବାନୀଙ୍କୁ ତାଙ୍କ ଅଫିସିଆଲ ଇମେଲ ଆଇଡିରେ ଧମକ ଦିଆଯାଇଛି। ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରାଯାଇଛି। ଏହି

ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ 

ଆକାଶର ଜହ୍ନ ସାଥେ କୁଆଁରୀ ମନର ଅସୁମାରୀ ଆଶାକୁ ନୃତ୍ୟରେ ରୂପାନ୍ତରିତ କରି ଅନୁଷ୍ଠିତ ହୋଇଯାଇଛି କୁମାର ଉତ୍ସବ। ଶୁକ୍ରବାର ନୃତ୍ୟାନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ ପାଳନ କରାଯାଇଛି।

ଢେଙ୍କାନାଳରେ ମା’ ଲକ୍ଷ୍ମୀଙ୍କ ଧରାବତରଣ

ଢେଙ୍କାନାଳରେ ଧରାବତରଣ କରିବେ ମା’ ଲକ୍ଷ୍ମୀ। ଶନିବାରଠାରୁ ସହରରେ ଆରମ୍ଭ ହେବ ମା’ଙ୍କ ଆରାଧନା। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଢେଙ୍କାନାଳ। ସହରରେ ଶେଷ ହୋଇଛି ସମସ୍ତ ସାଜସଜ୍ଜା। ଚଳିତବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ

ରାଶିଫଳ: ଶନିବାର ,ଅକ୍ଟୋବର ୨୮ ତାରିଖ

ଆଜି କୌଣସି ଅସୁବିଧା ନ ଥିଲେ ମଧ୍ୟ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ। ପରସ୍ପର ପଡୁ ନ ଥିବା ଭାଇଙ୍କ କଥା ମନକୁ ଆନ୍ଦୋଳିତ କରିପାରେ। ପରକୁ ଦେଇଥିବା ଅର୍ଥକୁ