କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ଥୁଆମୁଳ ରାମପୁର ବ୍ଲକ୍ ର ସିଡିପିଓ ପୁଷ୍ପାଞ୍ଜଳୀ ରଥ ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
Category: Regional
ସର୍ବ ଶେଷରେ ସମ୍ବାଦିକଙ୍କ ଚୋରା ଗଞେଇ ଚାଲାଣ
ରାଜ୍ୟରେ ଦିନକୁ ଦିନ ଗଂଜେଇ ଚୋରା ମାଫିଆଙ୍କ ରାଜୁତି ବଢୁଥିବା ବେଳେ ଏମାନଙ୍କୁ ଧରିବା ପୋଲିସ୍ ପକ୍ଷରେ କଷ୍ଟକର ହୋଇପଡିଛି ।
ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୨ ଜଣ ଗିରଫ-
ଗଞ୍ଜେଇ ମାଫିଆମାନେ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଥିବା ବେଳେ ବର୍ତ୍ତମାନ ତେଲ ଟ୍ୟାଙ୍କରରେ ନେଉଥିଲେ ଗଞ୍ଜେଇ ।
ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେର ଘର ଖଟ ତଳେ ଥିବା ବ୍ୟାଗ୍ରୁ ମିଳିଲା ମୋବାଇଲ୍ ଫୋନ୍ ଓ କିଛି ପୋଷାକ
ରାଧେର ସ୍ତ୍ରୀ ଆଶା ଚଣ୍ଡୀ ଠାରୁ ପୋଲିସ୍ କୁ କିଛି ତଥ୍ୟ ମିଳିଛି। ରାଧେ ର ସ୍ତ୍ରୀ , ରାଧେର ଘର ଖଟ ତଳେ ଥିବା ବ୍ୟାଗ୍କୁ ଦେଇଛନ୍ତି । ଯାହା ସୁଚନା ମିଳିଛି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ଗସ୍ତ- (ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ)
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଇ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଜିଲ୍ଲାର ବିକାଶର । ଆଜି ମୟୁରଭଞ୍ଜ ଜିଲ୍ଲାରେ ଦୁଇ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି ।
କରୋନା ଗାଇଡଲାଇନକୁ ମାନି ସାରା ରାଜ୍ୟରେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମାନଙ୍କ ଶାରୀରିକ ପାଠପଢା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଲା-
ସାରା ରାଜ୍ୟରେ ଓଡ଼ିଶା ସରକାର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶାରୀରିକ ପାଠପଢା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଛନ୍ତି। କରୋନା ଗାଇଡଲାଇନକୁ ମାନି କ୍ଲାସ୍ କରିବାକୁ ଅନୁମତି ମିଳିଛି ।
ମମିତା ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଞ୍ଚିଲା, ୫୦ ଲକ୍ଷ ଟଙ୍କI ପିଡିତାଙ୍କ ପରିବାରକୁ କ୍ଷତିପୁରଣ ସହ ସିବିଆଇ ତଦନ୍ତ ଦାବି-
ମମିତା ମୃତ୍ୟୁ ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ପହଁଞ୍ଚିଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଏହି ଜନସ୍ୱାର୍ଥରେ ପିଡିତାଙ୍କ ପରିବାରକୁ ୫୦ ଲକ୍ଷ
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ଗିରଫ କଲା ବଲାଙ୍ଗି ପୋଲିସ୍ , ଚାଲିଛି ଅଧିକ ତଦନ୍ତ-
କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ଗିରଫ କରିଛି ପୋଲିସ୍ । କେବଳ ଏତିକି ନୁହେଁ ଗିରଫ ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।
ରାତି ଅଧରେ ତରବରିଆ ଭାବରେ ଦୁଷ୍ମନ୍ତଙ୍କ ଶବକୁ ସ୍ୱର୍ଗଦ୍ୱାରରରେ ସତ୍କାର, ପତ୍ନୀଙ୍କୁ ଭେଟି ସ୍ଥାନୀୟ ବିଡିଓ ୧ ଲକ୍ଷ ଟଙ୍କାର ଚେକ୍ ଦେବା ସହ ପରେ ଆଉ ୧୦ ଲକ୍ଷ ଦେବା, ସ୍ତ୍ରୀଙ୍କ ଯୋଗ୍ୟତା ହିସାବରେ ଚାକିରି, ଦୁଷ୍ମନ୍ତଙ୍କ ଗାଁ ଏବଂ ଆଖପାଖରେ ଲୋକ ମାନେ ପ୍ରଶ୍ନ ଉଠାଇଛନ୍ତି-
ଡାକ୍ତରୀ ଅବହେଳା ଅଭିଯୋଗରେ ଯୁବକ ଜଣକ ଗତକାଲି ହାତ କାଟିବା ସହିତ ବିଷ ପିଇଥିଲେ ଏବଂ କଟକ ଏସସିବି ଓଡିଶାରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ ।
ମହଙ୍ଗା ପଡିଲା ବିଜେଡି ବିଧାୟକ ପଶାନ୍ତ ଜଗଦେବଙ୍କୁ , ମାଡ ମାରି ବିଜେପି ନେତା ନିରଞନ ସେଠୀଙ୍କୁ ଦଳରୁ ନିଳମ୍ବିତ ହେଲେ
ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଓ ଜଣେ ଖବରଦାତାଙ୍କୁ ରାସ୍ତା ମଝିରେ ଧମକ ନେଇ ମଧାହ୍ନରେ ଥାନାରେ ଅଭିଯୋଗ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବୁଧବାର ବିଜେଡିରୁ ନିଲମ୍ବିତ କରାଯାଇଛି ।

