ଅଦ୍ୟ ଅଗଷ୍ଟ ମାସ ୦୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)
Category: Regional
ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନା ଚକ୍ର ଉତ୍ସବ ଅନୁଷ୍ଠିତ-
ଆଜି ସାରା ରାଜ୍ୟ ପାଳୁଛି ବନ୍ଧୁତ୍ୱ ଦିବସ ଆଉ ଏହି ବନ୍ଧୁତ୍ୱ ଦିବସରେ ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନ ତରଫରୁ ଏକ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |
ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର (ନୂତନ ପେନସନ ) ଏକ ପ୍ରତିନିଧି ମଣ୍ଡଳ ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କୁ ଭେଟିଲେ –
ଭଦ୍ରକ ବିଧାୟକଙ୍କ ବାସଭବନରେ ଆଜି ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ପ୍ରତିନିଧି ଦଳ ମିଳିତ ହୋଇ ବିଧାୟକଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତାଞ୍ଜୟତା ଜ୍ଞାପନ କରିଛନ୍ତି l
ଓଏସ୍ଏସ୍ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ
ଗତ ଶୁକ୍ରବାର ଓଏସ୍ଏସ୍ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କ ଘର, ଅଫିସ୍ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍ ୬ ଟି ଜାଗାରେ ଚଢ଼ଉ କରିଥିଲା ।
ଜୋର ଧରୁଛି ଆରଡି ମନ୍ଦିର ଖୋଲିବା ଦାବି-
ଧିରେ ଧିରେ କରୋନା କଟକଣା କୋହଳ ହେବାରେ ଲାଗିଛି । ଆଜି ଠାରୁ କଟକଣା ବହୁତ ମାତ୍ରାରେ କୋହଳ କରିଛନ୍ତି ସରକାର ।
ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳରେ ବିପୁଳ ପରିମାଣର କୋରେକ୍ସ ଜବତ , ୨ ଗିରଫ ।
https://youtu.be/50clXGgyqG8
ଭୁବନେଶ୍ୱର ସମେତ ରାଜ୍ୟର ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର ସମେତ ରାଜ୍ୟର ଏହି ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରବିବାର ଦିନ ପାଣିପାଗ ବଭାଗ ଚେତାବନୀ ଦେଇଛି।
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଧିରେ ଧିରେ ଖୋଲୁଛି, ଭିତରକନିକା ଅଗଷ୍ଟ ୫ ରୁ ଖୋଲିବ
ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ଅନ୍ୟପଟେ ଦୀର୍ଘ ଦିନ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିବା ପରେ ବର୍ତ୍ତମାନ ଅନଲକ୍ ପର୍ଯ୍ୟାୟରେ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି ।
ମାଲକାନଗିରି ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ଟପ କମାଣ୍ଡର ନିହତ
ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ଟପ କମାଣ୍ଡର ନିହତ । ମାଲକାନଗିରି ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମରେ ଏହି ଗୁଳିକାଣ୍ଡ ଘଟିଛି ।
ବିଷ ପିଆଇ ସ୍ତ୍ରୀକୁ ମାରିଦେଲା ସ୍ୱାମୀ ! ନ୍ୟାୟ ପାଇଁ ବାପା ଥାନାରେ ଗୁହାରି କଲେ-
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ବିଷ ଦେଇ ମାରିଦେଲା । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଢୋଲଗଣ୍ଡି ଗ୍ରାମରେ ।