ବିଜେପିର ରାଜ୍ୟବ୍ୟାପି ମଣ୍ଡିରେ ଧାନ ବିକ୍ରି ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଆନ୍ଦୋଳନ-

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମଣ୍ଡି ପଡିରହିଥିବା ଧାନର ବିକ୍ରି ନହୋଇ ପାରିବା ଆଦି ସମସ୍ୟାକୁ ନେଇ ରାଜ୍ୟରେ ବିରୋଧୀ ବିଜେପି ପକ୍ଷରୁ ଆଜି ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଭୁବନେଶ୍ବର ଏମ୍ସକୁ ଆସିଲା ପ୍ରଥମ ଇକମୋ ମେସିନ୍

ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି ।

ପୋଖରୀ ଖୋଳା ନାଁରେ ଫରେଷ୍ଟର ଟଙ୍କା ଆତ୍ମସାତ୍ କରୁଥିଲେ ଶେଷରେ ନିଲମ୍ବିତ ହେଲେ-

ରାଜ୍ୟରେ ସରକାରୀ ବାବୁ ମାନଙ୍କ ଟଙ୍କା ଆତ୍ମସାତ୍ କରିବାର ଖବର ନୂଆ ନୁହେଁ ପ୍ରତିଦିନ କିଛି ନି କିଛି ଅଭିଯୋଗରେ କାହା ଘରେ ଭିଜିଲାନ୍ସ ଚଢାଉ ହେଉଛି ତ ଆଉ କେଉଁ ବଡ଼ ବାବୁଙ୍କୁ ନିଲମ୍ବିତ କରାଯାଉଛି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ।

ଆସନ୍ତାକାଲି ଚଳିତ ବର୍ଷ ବିଜେପିର ଦ୍ୱିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ

ଆସନ୍ତା କାଲି ଚଳିତ ବର୍ଷର ଦ୍ୱିତୀୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଭର୍ଚୁଆଲ ମୋଡରେ ଏହି ବୈଠକ ବସିବାକୁ ଯାଉଛି ।

ଦୁଷ୍କର୍ମକାରୀ ଦୁଇବର୍ଷ ପରେ ଟିକା ନେବାକୁ ଆସି ପୋଲିସ ହାତରେ ଧରାପଡିଲା –

ବଲାଙ୍ଗିର ଜିଲ୍ଲାର ପାଟନାଗଡ ପୋଲିସ ସୀମା ଅନ୍ତର୍ଗତ ଭାଇଁସାରେ ଟିକାକରଣ କେନ୍ଦ୍ରରୁ ପୋଲିସ ଦୁଇ ବର୍ଷରୁ ଅଧିକ ସମୟ ଧରି ଫେରାର ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ଧରି କୋର୍ଟ ଚାଲାଣ କରିଛି ।

ବିଏମସି ପକ୍ଷରୁ ପ୍ରସ୍ତୁତି ଜୋରଦାର ଶତପ୍ରତିଶତ ଟିକା ଗ୍ରହଣକାରୀ ସହର ତାଲିକାରେ ସାମିଲ ହେବ ଭୁବନେଶ୍ବର –

ଶତପ୍ରତିଶତ ଟିକାକରଣରେ ଓଡିଶାର ରାଜଧାନୀ ପ୍ରଥମ ସହର ହେବା ଲାଗି ସମସ୍ତ ପ୍ରସ୍ତୁତି ଜାରି ରହିଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଜୁଲାଇ ୧୫ ସୁଦ୍ଧା ସମସ୍ତ ବାସିନ୍ଦାଙ୍କୁ ପ୍ରଥମ ଡୋଜ ଓ ଅଗଷ୍ଟ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଦେବା ପାଇଁ ଯୋଜନା କରିଛି।

ଲକଡାଉନର ନକଲି ଡାକ୍ତର ଫାଇଦା ଉଠାଉଛନ୍ତି, ବିପୁଳ ପରିମାଣର ମେଡସିନ୍ ଜବତ-

ଲକଡାଉନର ଫାଇଦା ଉଠାଇ ନୀରିହ ଲୋକଙ୍କ ଜୀବନ ସହ ଖେଳୁଥିଲେ ଚାରି କ୍ୱାକ୍ ଡାକ୍ତର । ପାଖରେ ନଥିଲା ଡାକ୍ତରୀ ଡିଗ୍ରୀ । ତଥାପି ଚିକିତ୍ସା ବାବଦକୁ ଚଢା ଦରରେ ଫିସ୍ ନେବା ସହ ଚାଲିଥିଲା

1 45 46 47 48 49 121